Odisha Link
Bridging the Missing Links in Odisha
Daily Archives

April 15, 2021

ଦେଶରେ କରୋନା: ୨ ଲକ୍ଷ ଟିପଲା ଦୈନିକ…

ନୂଆଦିଲ୍ଲୀ: କାୟା ବିସ୍ତାର କରୁଛି ମହାମାରୀ କରୋନା। ଦେଶରେ ହୁହୁ ବଢିଚାଲିଛି ଦୈନିକ ଆକ୍ରାନ୍ତ ସଂଖ୍ୟା। ଯାହା ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨ ଲକ୍ଷରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୮୦୩୮ଜଣଙ୍କ ମୃତ୍ୟୁ ହୋଇଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର…

ଭିସୁଟରେ ଅଫ୍‌ଲାଇନ୍ ପରୀକ୍ଷା ବାତିଲ

ବୁର୍ଲା: ଭିସୁଟରେ ଅଫ୍‌ଲାଇନ୍ ପରୀକ୍ଷା ବାତିଲ। ଅନ୍‌ଲାଇନ୍‌ ଜରିଆରେ ହେବ ସମସ୍ତ ଶ୍ରେଣୀର ପରୀକ୍ଷା। ଆସନ୍ତା ୧୭ରୁ ଅନଲାଇନରେ ହେବ ପାଠପଢା। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କର୍ତ୍ତୃପକ୍ଷ ଏହି ନିଷ୍ପତ୍ତି ନେଇଛନ୍ତି। ଅଫ୍‌ଲାଇନ୍ ପରୀକ୍ଷା ବନ୍ଦ କରିବାକୁ ଗତ ୧୦ ତାରିଖରେ ଛାତ୍ରଛାତ୍ରୀ…

ଆଜି ୪ ଘଣ୍ଟା ବନ୍ଦ ରହିବ ଶ୍ରୀଜିଉଙ୍କ…

ପୁରୀ: ଆଜି ପବିତ୍ର ଚୈତ୍ର ଶୁକ୍ଲ ତୃତୀୟା ତିଥି। ଏହି ଅବସରରେ ଶ୍ରୀଜିଉଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ବନକଲାଗି ନୀତି ପାଇଁ ୪ ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ। ଅପରାହ୍ନ ୪ଟାରୁ ସଂଧ୍ୟା ୮ଟା ପର୍ଯ୍ୟନ୍ତ ମହାପ୍ରଭୁଙ୍କୁ ଦର୍ଶନ କରି ପାରିବେନି ଭକ୍ତ। ବନକଲାଗି ନୀତି ପାଇଁ ଦ୍ୱିପହର ଧୂପ ପରେ…

କରୋନା ନେଲା ଆଉ ୨ ମୁଣ୍ଡ, ମୋଟ…

ଭୁବନେଶ୍ୱର: ଅଣାୟତ୍ତ କଲାଣି ମହାମାରୀ କରୋନା। ରାଜ୍ୟରେ ହୁହୁ ହେଇ ବଢିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଗତ ୨୪ ଘଣ୍ଟା ମଧ୍ୟରେ ୨୯୮୯ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏଥିସହ ୨ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ…

କମିଲା ତୈଳ ଦର, କେତେ ଜାଣନ୍ତୁ…

ନୂଆଦିଲ୍ଲୀ: କମିଲା ତୈଳ ଦର। ୧୫ ଦିନ ପରେ ତୈଳ କମ୍ପାନୀମାନେ ପେଟ୍ରୋଲ ଓ ଡିଜେଲ୍ ଦାମ୍ ହ୍ରାସ କରିଛନ୍ତି। ଆଜି ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୧୬ ପଇସା ଓ ଡିଜେଲ ୧୪ ପଇସା କମିଛି। ଅନ୍ତରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳ ଦର କମିଥିବାରୁ ଭାରତୀୟ ବଜାରରେ ମଧ୍ୟ ତୈଳ ଦର ହ୍ରାସ ଘଟିଛି। ଦିଲ୍ଲୀରେ…

ବେକାବୁ କରୋନା: ରାଜ୍ୟରେ ୨୯୮୯ ପଜିଟିଭ୍…

ଭୁବନେଶ୍ବର: ଅଣାୟତ୍ତ କଲାଣି ମହାମାରୀ କରୋନା। ରାଜ୍ୟରେ ହୁହୁ ହେଇ ବଢିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଗତ ୨୪ ଘଣ୍ଟା ମଧ୍ୟରେ ୨୯୮୯ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୭୩୩ ଜଣ କ୍ବାରେଣ୍ଟାଇନ୍‌ରେ ରହିଥିବା ବେଳେ ୧୨୫୬ଜଣ ସ୍ଥାନୀୟ ବାସିନ୍ଦା…