ତଳମୁହାଁ କରୋନା ଗ୍ରାଫ୍, ଦିନକରେ ୩୪୦୫ ପଜିଟିଭ ଚିହ୍ନଟ

ଭୁବନେଶ୍ବର: ରାଜ୍ୟ ପାଇଁ ଆଶ୍ବସ୍ତିକର ଖବର। ରାଜ୍ୟରେ ଧୀରେ ଧୀରେ ତଳମୁହାଁ ହେବାରେ କରୋନା ଗ୍ରାଫ। ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୩୪୦୫ ଜଣ ବ୍ୟକ୍ତି କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮,୫୯,୫୨୬ରେ ପହଁଞ୍ଚିଛି। ରାଜ୍ୟରେ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୧୯୪୨ କ୍ବାରାଣ୍ଟିନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୧୪୬୩ ଜଣ ସ୍ଥାନୀୟ ବାସିନ୍ଦା ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ତଥ୍ୟ ପ୍ରଦାନ କରାଯାଇଛି।
6. Boudh: 59
7. Cuttack: 230
8. Deogarh: 23
9. Dhenkanal: 54
10. Gajapati: 58
11. Ganjam: 36
12. Jagatsinghpur: 129
13. Jajpur: 391
14. Jharsuguda: 9
15. Kalahandi: 54
16. Kandhamal: 55
17. Kendrapada: 73
18. Keonjhar: 89
19. Khurda: 500
20. Koraput: 63
21. Malkangiri: 72— I & PR Department, Odisha (@IPR_Odisha) June 15, 2021
ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୮,୫୯,୫୨୬ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୫୧,୧୦୪ ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୮,୦୪,୯୮୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।
22. Mayurbhanj: 187
23. Nawarangpur: 83
24. Nayagarh: 97
25. Nuapada: 28
26. Puri: 141
27. Rayagada: 45
28. Sambalpur: 38
29. Sonepur: 25
30. Sundargarh: 48
31. State Pool: 76New recoveries: 8182
Cumulative tested: 12777739
Positive: 859526
Recovered: 804981
Active case: 51104— I & PR Department, Odisha (@IPR_Odisha) June 15, 2021