Odisha Link
Bridging the Missing Links in Odisha

ତାରିଣୀ ବସ୍ତ୍ରାଳୟ ସିଲ୍

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ସ୍ଥିତ ତାରିଣୀ ବସ୍ତ୍ରାଳୟ ସିଲ୍। କରୋନା ପ୍ରକୋପ ଜାରି ରହିଥିବା ବେଳେ କୋଭିଡ ନିୟମ ଉଲ୍ଲଂଘନ ଅଭିଯୋଗରେ ବିଏମସି ଚଢ଼ାଉ କରିଥିଲା। ପ୍ରବଳ ଗହଳି ପାଇଁ ତାରିଣୀ ବସ୍ତ୍ରାଳୟକୁ ସିଲ୍ କରିଛି ବିଏମସି।

ଦୋକାନ ସିଲ୍ କରିବା ସହ ଦୋକାନ ମାଲିକଙ୍କ ଠାରୁ ୭୫ ହଜାର ଫାଇନ ମଧ୍ୟ ଆଦାୟ କରାଯାଇଛି। ଏଥିସହ ପ୍ରତି ଗ୍ରାହକଙ୍କଠାରୁ ମଧ୍ୟ ୫ ଶହ ଟଙ୍କା ଲେଖାଏଁ ୨୫ ହଜାର ଫାଇନ୍ ଆଦାୟ ହୋଇଛି। ଏନେଇ ବିଏମସି ଆସିଷ୍ଟାଣ୍ଟ କମିଶନର ଲିଲନ ପ୍ରସାଦ ସାହୁ ସୂଚନା ଦେଇଛନ୍ତି।

Leave A Reply

Your email address will not be published.