Odisha Link
Bridging the Missing Links in Odisha
Daily Archives

August 18, 2021

କମୁଛି ସଂକ୍ରମଣ: ୨୪ ଘଣ୍ଟାରେ ୯୯୩…

ଭୁବନେଶ୍ୱର: ରାଜ୍ୟରେ ଧୀରେ ଧୀରେ କମୁଛି କରୋନା ସଂକ୍ରମଣ ହାର। ଗତ ୨୪ ଘଣ୍ଟା ମଧ୍ୟରେ ୯୯୩ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ତେବେ ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଜଣ ୫୭୮ କ୍ୱାରେଣ୍ଟାଇନ୍‌ରୁ ହୋଇଥିବା ବେଳେ ୪୧୫ ଜଣ ଲୋକାଲ୍‌ କେସ୍‌ ରହିଛନ୍ତି । ସେହିପରି ଚିହ୍ନଟ ହୋଇଥିବା…

ରାଷ୍ଟ୍ରପତି ଦେଶ ଛାଡି ଥିବାରୁ ମୁଁ…

କାବୁଲ: ତାଲିବାନ ଆଫଗାନିସ୍ତାନକୁ ଅକ୍ତିଆର କରିବା ପରେ କିପରି ସେଠାରେ ସରକାର ଗଢ଼ିବ ନେଇ ଯୋଜନା କରୁଥିବା ବେଳେ ତାଲିବାନ ବିରୋଧରେ ଲଢ଼େଇ ପାଇଁ ଅଣ୍ଟା ଭିଡିଛନ୍ତି ପୂର୍ବତନ ଉପରାଷ୍ଟ୍ରପତି ଅମରୁଲ୍ଲା ସାଲେ। ତାଲିବାନ ବିରୋଧରେ ସ୍ୱର ଉଠାଇ ସେ ନିଜକୁ ଦେଶର ରାଷ୍ଟ୍ରପତି ଭାବେ ଘୋଷଣା କରିଛନ୍ତି।…

ନୟାଗଡ଼: କଳାବଜାରରେ ସାର

ନୟାଗଡ଼: ଆଗକୁ ପଞ୍ଚାୟତ ନିର୍ବାଚନ ଥିବାବେଳେ ଏଥିପାଇଁ ପାଣ୍ଠିସଂଗ୍ରହ ଲାଗି ରାଜନେତାମାନେ ଅଭିଯାନ ଆରମ୍ଭ କଲେଣି। ନୟାଗଡ଼ ଜିଲ୍ଲାରେ ବିଭିନ୍ନ ପ୍ରକଳ୍ପରେ ବ୍ୟାପକ ପିସି କାରବାର, ବେଆଇନ ଭାବେ ପାହାଡ଼ ଭାଙ୍ଗି ବିକ୍ରି କରିବା ଓ ମିଥ୍ୟା ବିଲ୍‌ ମାଧ୍ୟମରେ ପାଣ୍ଠିଯୋଗାଡ଼ ନେଇ ପୂର୍ବରୁ ଅଭିଯୋଗ ହୋଇ…

୨ କୋଟିର ବ୍ରାଉନସୁଗାର ଜବତ

ଜଳେଶ୍ୱର: ୨ କୋଟିର ବ୍ରାଉନସୁଗାର ଜବତ। ବାଲେଶ୍ୱର ଜିଲ୍ଲା ଜଳେଶ୍ଵର ଅଞ୍ଚଳ ସାରା ରାଜ୍ୟରେ ବ୍ରାଉନ ସୁଗାର କାରବାରର ପେଣ୍ଠସ୍ଥଳୀ ପାଲଟିଛି। ଗତ କିଛି ଦିନ ଧରି ଏସଟିଏଫ ଏବଂ ପୋଲିସ ଦ୍ବାରା ବ୍ରାଉନସୁଗାର ବେପାରୀ ମାନେ ଧରାପଡୁଛନ୍ତି। ଏହାରି ମଧଞରେ ଜଳେଶ୍ୱର ଏସଡିପିଓ ଅଙ୍କିତା କୁମ୍ଭାରି ଏବଂ…

ତାଲିବାନ ଶାସନରେ ମହିଳାମାନେ ସୁରକ୍ଷିତ:…

କାବୁଲ: ଆଫଗାନିସ୍ତାନ ଦଖଲ ପରେ ମୁହଁ ଖୋଲିଛି ତାଲିବାନ। ଏକ ସାମ୍ବାଦିକ ସମ୍ମିଳନୀରେ ତାଲିବାନର ମୁଖପାତ୍ର କହିଛନ୍ତି ଯେ, ତାଲିବାନ କାହାଠାରୁ ପ୍ରତିଶୋଧ ନେବାକୁ ଚାହେଁ ନାହିଁ। ଆଫଗାନ ମାଟିକୁ ବ୍ୟବହାର କରି ଅନ୍ୟ ରାଷ୍ଟ୍ର ବିରୋଧରେ କାର୍ଯ୍ୟକଳାପ କରିବାକୁ ଦିଆଯିବ ନାହିଁ। ମହିଳାଙ୍କ ସୁରକ୍ଷା ଓ…