Odisha Link
Bridging the Missing Links in Odisha
Daily Archives

September 2, 2021

ଆୟୁଷ କମାଇ ଦେଉଛି ପ୍ରଦୂଷଣ

ନୂଆଦିଲ୍ଲୀ: ଆୟୁଷ କମାଇ ଦେଉଛି ପ୍ରଦୂଷଣ। ମାତ୍ରାଧିକ ବାୟୁ ପ୍ରଦୂଷଣ ଯୋଗୁଁ ୫ ବର୍ଷ କମୁଛି ମଣିଷ ଆୟୁଷ। ବାୟୁ ପ୍ରଦୂଷଣ ତାଲିକାରେ ଦିଲ୍ଲୀ ୧ ନମ୍ବରରେ ଥିବା ବେଳେ ଏହାର ପାଖାପାଖି ପହଞ୍ଚିଗଲାଣି ଓଡ଼ିଶା। ମୁଖ୍ୟତଃ ବାୟୁରେ ଅଧିକ ପରିମାଣର ପାର୍ଟିକ୍ୟୁଲେଟ ମ୍ୟାଟର ୨.୫ ଯୋଗୁଁ ଏହା ସିଧାସଳଖ…

ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ…

ପୁରୀ: ଆଜି ମହାପ୍ରଭୁ ବନଭୋଜି ବେଶ। ଶ୍ରୀମନ୍ଦିରରେ ଭାଦ୍ରବ କୃଷ୍ଣ ଦଶମୀ ତିଥିରେ ମହାପ୍ରଭୁଙ୍କର ବନଭୋଜି ବେଶ କରାଯାଏ। ଗୋପଲୀଳା ସମୟରେ କୃଷ୍ଣ ଓ ବଳରାମ ଗାଇ ବାଛୁରୀଙ୍କୁ ସାଙ୍ଗରେ ଧରି ବନଭୋଜି ପାଇଁ ଯାଇଥିବାର ପୁରାଣରେ ବର୍ଣ୍ଣିତ ରହିଛି। ଏହି ପରମ୍ପରାକୁ ସ୍ମରଣ କରି ଏହି ବେଶ ପାଳନ…

ଗାଈକୁ ଜାତୀୟ ପଶୁ ଭାବେ ଘୋଷଣା କରାଯିବା…

ଆହ୍ଲାବାଦ: ଗାଈକୁ ଦେଶର ଜାତୀୟ ପଶୁ ଘୋଷଣା କରାଯାଉ ବୋଲି କହିଛନ୍ତି ଆହ୍ଲାବାଦ ହାଇକୋର୍ଟ ଏଥିସହ ଗୋମାତାକୁ ସୁରକ୍ଷା କରୁଥିବା ହିନ୍ଦୁଙ୍କୁ ମୌଳିକ ଅଧିକାର ମିଳୁ ବୋଲି ସେ କହିଛନ୍ତି। ଖଣ୍ଡପୀଠ କହିଛନ୍ତି, ଗାଈକୁ ନେଇ ହିନ୍ଦୁ ସଂପ୍ରଦାୟର ଆସ୍ଥା ଜଡିତ, ଗାଈକୁ ଦେବଦେବୀ ଭଳି ଭାରତରେ ପୂଜା କରାଯାଏ।…

ପଞ୍ଚାୟତ ଆଇନ ସଂଶୋଧନ ପ୍ରସ୍ତାବକୁ…

ଭୁବନେଶ୍ୱର: ରାଜ୍ୟ କ୍ୟାବିନେଟରେ ୫ଟି ପ୍ରସ୍ତାବ ଉପରେ ବାଜିଲା ମୋହର। ଓଡ଼ିଶା ପଞ୍ଚାୟତ ଆଇନ ସଂଶୋଧନ ପ୍ରସ୍ତାବ ଅନୁମୋଦନ ନେଇ ସୂଚନା ମିଳିଛି। ସେହିପରି ଜିଲ୍ଲା ପରିଷଦ, ସମିତି ସଭ୍ୟ ଆଇନ ସଂଶୋଧନ ପ୍ରସ୍ତାବ ଅନୁମୋଦନ ସହ ପୌର, ମହାନଗର ନିଗମ ଆଇନ ସଂଶୋଧନ ପ୍ରସ୍ତାବ ମଧ୍ୟ ଅନୁମୋଦନ ଲାଭ କରିଛି।…