Odisha Link
Bridging the Missing Links in Odisha
Daily Archives

September 18, 2021

ଇସ୍ତଫା ଦେଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ…

ପଞ୍ଜାବ: ଇସ୍ତଫା ଦେଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ। ଶନିବାର ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି କ୍ୟାପଟେନ ଅମରିନ୍ଦର ସିଂ। ଦଳୀୟ ଗୋଷ୍ଠୀ କନ୍ଦଳ କାରଣରୁ ଅମରିନ୍ଦର ନିଜ ପଦରୁ ଇସ୍ତଫା ପ୍ରଦାନ କରିଛନ୍ତି। ସୋନିଆ ଗାନ୍ଧୀଙ୍କୁ ଭେଟିବା ପରେ ଅମରିନ୍ଦର ଇସ୍ତଫା ପ୍ରଦାନ କରିଥିଲେ। ଦୀର୍ଘଦିନ ଧରି ପୂର୍ବତନ…

ଡିଆରଡିଓ ତଥ୍ୟ ଲିକ୍‌ ମାମଲା: ରିମାଣ୍ଡରେ…

ବାଲେଶ୍ୱର: ଡିଆରଡିଓ ତଥ୍ୟ ଲିକ୍ ମାମଲାରେ ଏଯାବତ୍ ୫ ଜଣଙ୍କୁ ଗିରଫ କରିଛି ବାଲେଶ୍ୱର ପୁଲିସ। ତେବେ ଆଜି ଉକ୍ତ ୫ ଜଣଙ୍କୁ ରିମାଣ୍ଡରେ ନେଇଛି କ୍ରାଇମବ୍ରାଞ୍ଚ। ବାଲେଶ୍ୱର ଜେଲରୁ କଟକ ଆଣୁଛି କ୍ରାଇମବ୍ରାଞ୍ଚ। ୭ ଦିନିଆ ରିମାଣ୍ଡ ପାଇଁ ଅନୁମତି ଦେଇଛନ୍ତି ଏସଡିଜେଏମ୍ କୋର୍ଟ। ସମସ୍ତଙ୍କୁ କଟକ ଆଣି ଜେରା…

ମୂର୍ତ୍ତି ବିସର୍ଜନ ବେଳେ ପାଣିରେ ବୁଡ଼ି ୭…

ଝାଡଖଣ୍ଡ: ମୂର୍ତ୍ତି ବିସଜର୍ନ ବେଳେ ବଡ଼ ଧରଣର ଅଘଟଣ। ପାଣିରେ ବୁଡ଼ି ୭ଜଣ ବାଳିକାଙ୍କ ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା ଝାଡଖଣ୍ଡର ଲାତେହାରର ବାଲୁମାଥ ଥାନା ଅଞ୍ଚଳରେ ଥିବା ଶେରେଗାଡ଼ା ଗ୍ରାମରେ ଘଟିଛି। ବିଶ୍ୱକର୍ମା ପୂଜା ପାଇଁ ମୂର୍ତ୍ତି ବିସର୍ଜନ କରିବାକୁ ଯାଇଥିବା ସମୟରେ ଏହି ୭ଜଣ ବାଳିକା ବୁଡି…

ଏସିଏଫ୍‌ ସୌମ୍ୟ ମୃତ୍ୟୁ ମାମଲା: DFOଙ୍କ…

ଭୁବନେଶ୍ୱର: ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ଘଟଣାରେ ଆଉ ଏକ ବଡ଼ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମନାକୁ ଆସିଛି। ପାରଳାଖେମୁଣ୍ଡି ଡିଏଫଓଙ୍କ ଲାଇ ଡିଟେକ୍ସନ୍ ଟେଷ୍ଟ କରାଯାଇଛି। ଭୁବନେଶ୍ୱର ଫରେନସିନ୍ ଲ୍ୟାବ୍ରେ ଲାେଇ ଡିଟେକ୍ସନ୍ ଟେଷ୍ଟ କରାଯାଇଛି। ପ୍ରାୟ ୩ ଘଣ୍ଟା ଧରି ଲାଇ…

ବଢ଼ିଲା ସୋନୁ ସୁଦଙ୍କ ପାଇଁ ଅଡ଼ୁଆ

ମୁମ୍ବାଇ: ବଲିଉଡ୍ ଅଭିନେତା ସୋନୁ ସୁଦଙ୍କ ଘରେ ଆୟକର ବିଭାଗର ଚଢ଼ାଉ। ଏବେ ସୋନୁଙ୍କ ପାଇଁ ଅଡ଼ୁଆ ବଢ଼ିବାରେ ଲାଗିଛି। ଚଢ଼ାଉର ତୃତୀୟ ଦିନ ତଦନ୍ତ ସରିଥିବା ବେେଳେ ଏହି ମାମଲାରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମନାକୁ ଆସିଛି। ଏହି ମାମଲାରେ ସୋନୁ ସୁଦ ୨୦ କୋଟି ଟଙ୍କାର ଟ୍ୟାକ୍ସ ହେରଫେର ସାମିଲ ଥିବା…

ଟିଏମସିରେ ଯୋଗ ଦେଲେ ବାବୁଲ ସୁପ୍ରିଓ

କୋଲକାତା: ଟିଏମସିରେ ସାମିଲ ହେଲେ ବିଜେପିର ପୂର୍ବତନ ମନ୍ତ୍ରୀ ବାବୁଲ ସୁପ୍ରିଓ। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା ଅଭିଷେକ ବାନାର୍ଜୀଙ୍କ ଉପସ୍ଥିତିରେ ସେ ଟିଏମସିରେ ସାମିଲ ହୋଇଛନ୍ତି। ଗତମାସରେ ହଠାତ୍ ସେ ବିଜେପି ଦଳରୁ ଇସ୍ତଫା ଦେଇଥିଲେ ଓ ରାଜନୀତିରୁ ସନ୍ୟାସ ନେବା ନେଇ ଘୋଷଣା କରିଥିଲେ।…

ପ୍ରବଳ ବର୍ଷା ଆଶଙ୍କା, ୧୨ ଜିଲ୍ଲାକୁ…

ଭୁବନେଶ୍ୱର: ରାଜ୍ୟରେ ପ୍ରବଳ ବର୍ଷା ସହ ବଜ୍ରପାତ ହେବାର ଆଶଙ୍କା ରହିଛି। ଏନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ୧୨ ଜିଲ୍ଲାକୁ ପାଣିପାଗ ବିଭାଗ ୟେଲୋ ୱାର୍ଣ୍ଣିଂ ଜାରି କରିଛି। ମୟୂରଭଞ୍ଜ,ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାର କିଛି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।…