Odisha Link
Bridging the Missing Links in Odisha
Daily Archives

December 18, 2021

୧୯ ବର୍ଷ ପରେ ଜେଲ୍‌ରୁ ନିର୍ଦ୍ଦୋଷରେ…

ବାରିପଦା: ଜେଲ୍‌ରେ ୧୯ ବର୍ଷର ଦଣ୍ଡ ଭୋଗିବା ପରେ ଜଣେ ବିଚାରାଧୀନ ବନ୍ଦୀଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି ନ୍ୟାୟାଳୟ। ମୟୁରଭଞ୍ଜ ଜିଲ୍ଲା ଯଶିପୁର ଥାନାର ବଳରାମପୁର ବାସିନ୍ଦା ହାବେଳି ସିଦ୍ଧୁଙ୍କ ବାରିପଦା ଜିଲ୍ଲା ଦୌରା ନ୍ୟାୟଧୀଶ ଶୁକ୍ରବାର ଦିନ ନିର୍ଦ୍ଦୋଷରେ ମୁକ୍ତି ଦେଇଛନ୍ତି। ହାବେଳି ନିଜ…

ଓମିକ୍ରନ୍‌ର କାୟା ବିସ୍ତାର, ୧୧୩…

ନୂଆଦିଲ୍ଲୀ: ସାରା ବିଶ୍ବକୁ ଘାରିଛି ଓମିକ୍ରନ୍‌ ଚିନ୍ତା। ବିଶ୍ବର ୯୧ଟି ଦେଶରେ ଓମିକ୍ରନ୍‌ କାୟା ବିସ୍ତାର କରିବାରେ ଲାଗିଛି। ଏସବୁ ମଧ୍ୟରେ ଭାରତରେ ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ ପାର କରିଛି। ଦେଶର ୧୨ଟି ରାଜ୍ୟରୁ ୧୧୩ ଜଣଙ୍କ ନିକଟରେ ଓମିକ୍ରନ୍‌ ଭାରିଏଣ୍ଟ ଚିହ୍ନଟ ହୋଇଛି। ଦେଶରେ ତୃତୀୟ…

ଭିସୁଟ୍‌ରେ ପୁଣି ରାଗିଂ!

ସମ୍ବଲପୁର: ପୁଣିଥରେ ଚର୍ଚ୍ଚାରେ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ବବିଦ୍ୟାଳୟ (ଭିସୁ୍ଟ୍‌)। ଏଥର ବି ଚର୍ଚ୍ଚାର ମୂଳ କାରଣ ରାଗିଂ। ନିକଟରେ ରାଗିଂ ଅଭିଯୋଗରେ ୧୪ ଜଣ ଚାତ୍ର ଅସ୍ଥାୟୀ ଭାବେ ବହିଷ୍କୃତ ହୋଇଥିଲେ। ହେଲେ ତାର ପ୍ରଭାବ ତିଳେ ମାତ୍ର ବିଶୃଙ୍ଖଳି ଛାତ୍ରଙ୍କ ଉପରେ ପଡ଼ିନାହିଁ। ଏପରିକି…

ହାଇଦ୍ରାବାଦ: ଓଡ଼ିଆ ଯୁବକଙ୍କୁ ହତ୍ୟାକଲେ…

ହାଇଦ୍ରାବାଦ: ସ୍ଥାନୀୟ ଏକ ହୋଟେଲରେ କର୍ମଚାରୀମାନଙ୍କ ମିଳିତ ଆକ୍ରମଣରେ ଜଣେ ଓଡ଼ିଆ ଯୁବକଙ୍କ ମୃତ୍ୟୁ ହୋଇଥିବା ସୂଚନା ଦେଇଛି କମିଶନରେଟ୍‌ ପୁଲିସ। ଯୁବକଙ୍କ ପତ୍ନୀଙ୍କ ଦ୍ବାରା ପୁଲିସରେ ଅଭିଯୋଗ ପରେ ଘଟଣାର ତଦନ୍ତ ଆରମ୍ଭ ହୋଇଛି। ମିିଳିଥିବା ସୂଚନା ଅନୁସାରେ ବୁଧବାର ମଧ୍ୟରାତ୍ରିରେ (୧୫-୧୬…