Odisha Link
Bridging the Missing Links in Odisha
Daily Archives

December 27, 2021

ବାତ୍ୟା ଜୱାଦ କ୍ଷତିଗ୍ରସ୍ତଙ୍କ ପାଇଁ ୫୦୭…

ଭୁବନେଶ୍ବର: ଚଳିତ ଡିସେମ୍ବର ୪ ଓ ୫ ତାରିଖ ଦୁଇ ଦିନ ଧରି ସଂଗଠିତ ହୋଇଥିବା ବାତ୍ୟା ଜୱାଦ ଦ୍ବାରା କ୍ଷତିଗ୍ରସ୍ତ ଚାଷୀ ମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫୦୭ କୋଟି ଟଙ୍କାର ସ୍ବତନ୍ତ୍ର ସହାୟତା ଘୋଷଣା କରିଛନ୍ତି। ୩୩ ପ୍ରତିଶତ ଫସଲ ନଷ୍ଟ ହୋଇଥିବା କ୍ଷୁଦ୍ର ଓ ନାମମାତ୍ର ଚାଷୀ ମାନଙ୍କୁ…

ଦାନା ପାଇଁ ଦାଦନ ଗଲେ ନେତା

ଭୁବନେଶ୍ବର: ପେଟ ପାଇଁ ନାଟ। ଆଉ ଦାନା ପାଇଁ ଦାଦନ। ଆପଣ ଭାବୁଥିବେ ଆମେ ଏଭଳି କଥା କାହିଁକି ଆପଣଙ୍କୁ କହୁଛୁ। ହେଲେ ଏଭଳି କଥା କହିବା ପଛରେ ରହିଛି ବଡ଼ କଥା। କାରଣ ଦାଦନର ଆଉ ଏକ ଦାରୁଣ କାହାଣୀ ସାମ୍ନାକୁ ଆସିଛି। ମହାମାରୀ କରୋନା କାଳରେ ସେ ଥିଲେ ଆଗଧାଡ଼ିର ଯୋଦ୍ଧା। ଲୋକଙ୍କୁ ସଚେତନତା କରାଇଇବା ସହ…

ଖାକିରେ କଳଙ୍କ, ବନ୍ଧୁକ ମୁନରେ…

ନୂଆଦିଲ୍ଲୀ: ଖାକିରେ ଲାଗିଲା କଳଙ୍କ। ରକ୍ଷକ ସାଜିଲା ଭକ୍ଷକ। ପୋଲିସ କନେଷ୍ଟବଳଙ୍କ ନାମରେ ଦୁଷ୍କର୍ମ ଅଭିଯୋଗ ଆଣିଲେ ୨୮ ବର୍ଷିୟ ମହିଳା। ମହିଳାଙ୍କ ଏଭଳି ଅଭିଯୋଗ ପରେ ଉତ୍ତରପ୍ରଦେଶ ମୋରାଦାବାଦ ପୁଲିସ ଜଣେ ୩୧ ବର୍ଷିୟ କେଷ୍ଟବଳଙ୍କ ବିରେଧାରେ କରିଛି ମାମଲା ରୁଜୁ। ପୀଡ଼ିତାଙ୍କ ଅଭଯୋଗ ଅନୁଯାୟୀ, ୨…

ଜାନୁଆରୀ ପହିଲାରୁ ଟିକା ପାଇଁ ପଞ୍ଜୀକରଣ

ନୂଆଦିଲ୍ଲୀ: ଜାନୁଆରୀ ୩ରୁ ଦେଶରେ ୧୫ରୁ ୧୮ ବର୍ଷ ବର୍ଗରେ ଥିବା ପିଲାମାନଙ୍କୁ କରୋନା ବିରୋଧୀ ଟିକା ଦିଆଯିବ। ଏନେଇ ଶନିବାର ବଡ଼ ଘୋଷଣା କରିଥିଲେ ପିଏମ୍‌ ମୋଦି। ଟିକାନେବା ପୂର୍ବରୁ ପିଲାମାନେ ଟିକା ପାଇଁ ନିଜର ନାମ ପଞ୍ଜିକରଣ କରିବାକୁ ପଡ଼ିବ। ଏଥିପାଇଁ ସୂଚନା ମଧ୍ୟ ଦିଆଯାଇଛି। ଜାନୁଆରୀ ପହିଲାରୁ…