Odisha Link
Bridging the Missing Links in Odisha
Daily Archives

March 15, 2022

‘ବିଜେଡିର ରଣନୀତିକୁ ଭେଦି…

ଓଏଲ୍‌ ବ୍ୟୁରୋ: ମାର୍ଚ୍ଚ ୨୪ରେ ପୌର ନିର୍ବାଚନ। ରାଜ୍ୟର ତିନି ପ୍ରମୁଖ ରାଜନୈତିକ ଦଳର ନଜର ଏବେ ପୌର ସିଂହାସନ ଉପରେ। ପଞ୍ଚାୟତ ନିର୍ବାଚନରେ ବିିପୁଳ ବିଜୟ ହାସଲ କରିଥିବା ବିଜେଡିର ନଜର ଏବେ ପୌର ଗାଦି ଉପରେ। ଅନ୍ୟପଟେ ପଞ୍ଚାୟତ ନିର୍ବାଚନରେ ଅମାନତ ହରାଇଥିବା ବିଜେପି ଓ କଂଗ୍ରେସ ପୌର ଗଡ଼ ଦଖଲ କରିବା…

ରାଜ୍ୟରେ ମୁଣ୍ଡଫଟା ଖରା, ୩୯ ଡିଗ୍ରୀ…

ଓଏଲ୍‌ ବ୍ୟୁରୋ: ମାର୍ଚ୍ଚ ସରିନି ହେଲେ ହେଲାଣି ମୁଣ୍ଡଫଟା ଖରା। ଜାଡ଼ ଛାଡ଼ଉ ଛାଡ଼ୁ ଛାଡ଼ୁ ରାଜ୍ୟରେ ଡଠାତ୍‌ ଉପରମୁହାଁ ତାତି। ମଙ୍ଗଳବାର ଦିନ ରାଜ୍ୟର ସବୁଠୁ ଉତ୍ତପ୍ତ ସହର ହେଉଛି ଅନୁଗୁଳ। ୩୯7 ଡିଗ୍ରୀ ସହ ଅନୁଗୁଳ ପାଲଟିଛି ସବୁଠୁ ଉତ୍ତପ୍ତ ସହର। ୧୨ଟି ସହରରେ ଦିନ ତାପମାତ୍ରା ୩୮ଡ଼ିଗ୍ରୀ କିମ୍ବା…

୪ ଦିନ ମିଳିବନି ମଦ

ଓଏଲ୍‌ ବ୍ୟୁରୋ: ମାର୍ଚ୍ଚ ୨୪ ତାରିଖରେ ଅନୁଷ୍ଠିତ ହେବ ପୌର ନିର୍ବାଚନ। ଏଥିପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ। ଏଥିସହିତ ମାର୍ଚ୍ଚ ୨୨ରୁ ୨୬ ତାରିଖ ପର୍ଯ୍ୟନ୍ତ ଡ୍ରାଏ ଡେ' ଘୋଷଣା କରିଛନ୍ତି ରାଜ୍ୟ ସରକାର। ୪ଦିନ ରାଜ୍ୟର ୧୦୬ଟି ସହରାଞ୍ଚଳ ଓ ୩ଟି ମହାନଗର ନିଗମ ଅଞ୍ଚଳରେ ମଦ ବିକ୍ରି ଉପରେ କଟକଣା…

ଦଶ ଦିନ ପୂର୍ବରୁ ସର୍ବଦଳୀୟ ବୈଠକ

ଓଏଲ୍‌ ବ୍ୟୁରୋ: ମାର୍ଚ୍ଚ ୨୫ ତାରିଖରୁ ଆରମ୍ଭ ହେବ ବିଧାନସଭା ବଜେଟ୍‌ ଅଧିବେଶନ। ସେହିପରି ମାର୍ଚ୍ଚ ୩୦ ତାରିଖରେ ଆଗତ ହେବ ୨୦୨୨-୨୩ ବର୍ଷ ପାଇଁ ବଜେଟ୍। ଏହାପୂର୍ବରୁ ଗୃହକୁ ସୁରୁଖରୁରେ ଚଳାଇବା ପାଇଁ ଆଜି ସର୍ବଦଳୀୟ ବୈଠକ ଡାକିଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର। ଆଜି ଦିନ ୧୧ ଟା ୩୦ରେ…