Odisha Link
Bridging the Missing Links in Odisha
Daily Archives

February 17, 2023

ସ୍ତ୍ରୀର ହତ୍ୟାକାରୀ ସାଜିଲା ସ୍ୱାମୀ

ଓଏଲ୍‌ ବ୍ୟୁରୋ : ରାୟଗଡ଼ା କାଶୀପୁର ବ୍ଲକ ଡି. କରଳ ଆଦିବାସୀ ସାହିରେ ଏକ ଅଭାବନୀୟ ଘଟଣା ଘଟିଥିବା ସାମ୍ନାକୁ ଆସିଛି। ପାରିବାରିକ ବିବାଦକୁ ନେଇ ସ୍ତ୍ରୀକୁ ହତ୍ୟା କରିଛି ସ୍ୱାମୀ। ଗୁରୁବାର ରାତିରେ ଏହି ଦୁଃଖଦ ଘଟଣା ଘଟିଛି। ମୃତ ମହିଳା ଜଣକ ହେଲେ ସାପାଇ ମାଝି ଏବଂ ସ୍ତ୍ରୀଙ୍କୁ ହତ୍ୟା କରିଥିବା…

ମହଙ୍ଗା ପଡ଼ିଲା ପଚା ଫଳ ବିକ୍ରି, ଗିରଫ…

ଓଏଲ୍‌ ବ୍ୟୁରୋ : ସାଧାରଣତଃ ସମସ୍ତେ ସତେଜ ଫଳ ଖାଇବାକୁ ପସନ୍ଦ କରନ୍ତି। ଶରୀରକୁ ସୁସ୍ଥ ଏବଂ ସବଳ କରିବାରେ ମଣିଷ ଜୀବନରେ ସତେଜ ଫଳର ବହୁତ ଆବଶ୍ୟକ ରହିଛି। ତେବେ ଜଣେ ମହିଳା ଫଳ କିଣିବାକୁ ଦୋକାନକୁ ଯାଇଥିଲେ। ଦୋକାନୀ ଜଣକ ତାଙ୍କୁ ଭଲ ଫଳ ଯାଗାରେ ପଚା ଫଳ ଦେଇ ଦେଇଥିଲେ। ଅତି ଚତୁରତାର ସହିତ ପଚା ଫଳ…