Odisha Link
Bridging the Missing Links in Odisha
Daily Archives

February 17, 2023

ବାପା ଜୟନାରାୟଣ ମିଶ୍ର ବିବାଦରେ, ଝିଅ…

ଓଏଲ୍‌ ବ୍ୟୁରୋ: ପୁଲିସ ସହ ଜୟନାରାୟଣ ମିଶ୍ରଙ୍କ ଧସ୍ତାଧସ୍ତି ଘଟଣାକୁ ନେଇ ରାଜ୍ୟ ରାଜନୀତି ସରଗରମ। ଗତକାଲି ବିଜୁ ମହିଳା ଜନତା ଦଳର କର୍ମୀ ରାଜଧାନୀର ରାଜରାସ୍ତାରରେ ଜୟନାରାୟଣଙ୍କ ବିପକ୍ଷରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏଥିସହିତ ତାଙ୍କୁ ବିରୋଧୀ ଦଳ ନେତା ପଦରୁ ହଟାଇବା ପାଇଁ ଦାବି କରିଥିଲେ।…

କାଲି ମହାଶିବରାତ୍ରି ; ଶ୍ରୀ…

ଓଏଲ୍‌ ବ୍ୟୁରୋ : ମହା ଆଡମ୍ବରରେ ପାଳିତ ହେବାକୁ ଯାଉଛି ମହାଶିବରାତ୍ରି। ରାଜ୍ୟର ବିଭିନ୍ନ ଶୈବ ପୀଠରେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଆସନ୍ତାକାଲି ପ୍ରଭୁ ମହାଦେବଙ୍କ ପାଖରେ ଜାଗର ଯାତ୍ରା। ଯାହାକୁ ନେଇ ପ୍ରଭୁଙ୍କ ପାଖରେ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିବ। ତେବେ ପ୍ରଭୁ…

ରିଲ୍ସ ପ୍ରେମରେ ଛାତ୍ରଙ୍କ ବିପଦପୂର୍ଣ୍ଣ…

ଓଏଲ୍‌ ବ୍ୟୁରୋ : ସୋସିଆଲ ମିଡିଆ ପ୍ରେମରେ ମାତିଛନ୍ତି ଆଜିର ଯୁବପିଢ଼ି। ବିଭିନ୍ନ ଢଙ୍ଗରେ ଭିଡିଓ କରିବା ପାଇଁ ନୂତନ ଉପାୟ ଅବଲମ୍ବନ କରୁଛନ୍ତି। ହେଲେ ଭିଡିଓ କରିବା ଆଳରେ ନିଜକୁ ଅସୁବିଧାର ସମ୍ମୁଖୀନ କରୁଥିବା ଅନେକ ଖବର ସାମ୍ନାକୁ ଆସିଛି। ଯୁବପିଢ଼ିଙ୍କ ରିଲ୍ସ ଭିଡିଓ ଦେଖି ବିଦ୍ୟାଳୟର…

ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା…

ଓଏଲ୍‌ ବ୍ୟୁରୋ : ପଦ୍ମପୁରର ପାଇକମାଳା ଥାନା ଅନ୍ତର୍ଗତ ଗାଁରେ ଘଟିଥିବା ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଝୁଲନ୍ତା ଅବସ୍ଥାରେ ଏକ ଗଛରୁ ଯୁବକଙ୍କ ମୃତ ଶରୀର ଉଦ୍ଧାର ହୋଇଛି। ଗତକାଲି ସେଠାକାର ଜଣେ ଯୁବତୀ ଆତ୍ମହତ୍ୟା କରିଥିବା ଜଣା ପଡିଥିଲା। ସୂଚନା ଅନୁସାରେ, ଯୁବତୀଙ୍କ ଆତ୍ମହତ୍ୟା ପାଇଁ…

ମୁଁ କ୍ଷମା ମାଗିବି ନା ଓଡ଼ିଶା ସରକାର…

ଓଏଲ୍‌ ବ୍ୟୁରୋ: ସମ୍ବଲପୁରର ଧନୁପାଲି ଥାନା ଆଇଆଇସିଙ୍କ ସହ ଧସ୍ତାଧସ୍ତି ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର। ସେ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ଜଣେ ପୁଲିସ କର୍ମଚାରୀ ମୋତେ ଖରାପ ବ୍ୟବହାର ଦେଖାଇଲେ। ମୋ ଗୋଡ ଉପରେ ଆଇଆଇସି ଚକୁଡିଦେଲେ, ପ୍ରତିକ୍ରିୟାରେ ମୁଁ…

ବିଚ୍ ରାସ୍ତାରେ ଯୁବକଙ୍କୁ ମରଣାନ୍ତକ…

ଓଏଲ୍‌ ବ୍ୟୁରୋ : ସମ୍ବଲପୁରରେ ଏକ ଲୋମଟାଙ୍କୁରା ଘଟଣା ଘଟିଥିବା ଜଣା ପଡିଛି। ବିଚ୍ ରାସ୍ତାରେ ଜଣେ ଯୁବକଙ୍କୁ ମାରିବା ପାଇଁ ଆକ୍ରମଣ କରାଯାଇଛି। ଏହି ଘଟଣା ଘଟିଛି ଧନୁପାଲୀ ଥାନା ତୁରୀପଡ଼ାରେ। ତେବେ ଯୁବକଙ୍କୁ ଆକ୍ରମଣ କରି ହାଣି ପକାଇବା ପରେ ଯୁବକଙ୍କ ବେକରେ ଗଭୀର କ୍ଷତ ହୋଇଥିବା ସୂଚନା। āଆକ୍ରମଣର…

‘ଅରୂପ ପଟ୍ଟନାୟକ ଯେଉଁଠିକି କହିବେ…

ଓଏଲ୍‌ ବ୍ୟୁରୋ : ପୁଣିଥରେ ଚର୍ଚ୍ଚାରେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର। ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ସମ୍ବଲପୁରରେ ପ୍ରତିବାଦ କରୁଥିଲା ବିଜେପି। ପ୍ରତିବାଦ ସମୟରେ ପ୍ରଦର୍ଶନ କରିଥିବା ଆଚରଣ ପାଇଁ ଚର୍ଚ୍ଚାକୁ ଆସିଥିଲେ ଜୟନାରାୟଣ ମିଶ୍ର। ବିଜେପି ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ…

ୟୁଟ୍ୟୁବର ନୂଆ ସିଇଓ ହେଲେ ନୀଲ ମୋହନ

ଓଏଲ୍‌ ବ୍ୟୁରୋ : ୟୁଟ୍ୟୁବର ନୂଆ ସିଇଓ ହେଲେ ଜଣେ ଭାରତୀୟ ବଂଶୋଦ୍ଭବ। ୟୁଟ୍ୟୁବର ସିଇଓ ସୁସାନ ନିଜ ପଦରୁ ଇସ୍ତଫା ଦେଇଥିବା ଜଣା ପଡିଥିଲା। ସିଇଓ ସୁସାନଙ୍କ ଇସ୍ତଫା ଦେବା ପରେ ଚିଫ ପ୍ରଡକ୍ଟ ଅଫିସର ଥିବା ଭାରତୀୟ ନୀଲ ମୋହନ ହେବେ ୟୁଟ୍ୟୁବର ନୂଆ ସିଇଓ। ପ୍ରାୟ ୯ ବର୍ଷ ଦାୟିତ୍ବ ସମ୍ଭାଳିବା ପରେ ସୁସାନ…

ବିସିସିଆଇ ମୁଖ୍ୟ ଚୟନକର୍ତ୍ତା ପଦରୁ…

ଓଏଲ୍‌ ବ୍ୟୁରୋ: ଭାରତୀୟ କ୍ରିକେଟ ବୋର୍ଡର ମୁଖ୍ୟ ଚୟନକର୍ତ୍ତା ପଦରୁ ଇସ୍ତଫା ଦେଲେ ଚେତନ ଶର୍ମା। ବିସିସିଆଇ ସମ୍ପାଦକ ଜୟ ଶାହାଙ୍କ ନିକଟକୁ ଇସ୍ତଫା ପତ୍ର ପଠାଇଥିଲେ ଚେତନ। ଯାହାକୁ ବିସିସିଆଇ ସମ୍ପାଦକ ଗ୍ରହଣ କରିଛନ୍ତି। ଷ୍ଟିଙ୍ଗ ଅପରେସନରେ ଟିମ୍ ଇଣ୍ଡିଆରେ ସବୁ ଠିକ୍ ଚାଲିନଥିବା ନେଇ ଖୁଲାସା…

ବିଚାରାଧୀନ କଏଦୀର ମୃତ୍ୟୁ

ଓଏଲ୍‌ ବ୍ୟୁରୋ : ଜୟପୁର ଉପକାରାଗାରର ଜଣେ ବିଚାରାଧୀନ କଏଦୀର ମୃତ୍ୟୁ ହୋଇଥିବା ଜଣା ପଡିଛି। କଏଦୀଙ୍କ ଛାତିରେ ଯନ୍ତ୍ରଣା ହେବାରୁ ଜେଲ୍ କର୍ତ୍ତୃପକ୍ଷ କଏଦୀକୁ ଚିକିତ୍ସାଳୟ ସ୍ଥାନାନ୍ତର କରିଥିଲେ। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବିଚାରାଧୀନ କଏଦୀକୁ ଡାକ୍ତର ମୃତ ଘୋଷଣା କରିଥିଲେ। ମୃତ ବ୍ୟକ୍ତି ଜଣକ…