Odisha Link
Bridging the Missing Links in Odisha
Daily Archives

March 6, 2023

ଆଇଆଇଟି ମାଡ୍ରାସ ଦ୍ୱାରା ନୂତନ ଅନଲାଇନ…

ଭୁବନେଶ୍ୱର: କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋମବାର ଭିଡ଼ିଓ କନଫରେନ୍ସିଂ ଜରିଆରେ ଆଇଆଇଟି ମାଡ୍ରାସ ଦ୍ୱାରା ଇଲେକ୍ଟ୍ରୋନିକ୍ସ ସିଷ୍ଟମ ବିଭାଗରେ ବିଏସସି ପାଇଁ ପ୍ରସ୍ତୁତ ଅନଲାଇନ ପାଠ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ଏଭଳି ପଦକ୍ଷେପ ଆମର ଯୁବଶକ୍ତିଙ୍କୁ ଏକବିଂଶ…

ରାଜନୀତିରେ ମିଶନ ଶକ୍ତି

ଓଏଲ୍‌ ବ୍ୟୁରୋ: ରାଜ୍ୟ ରାଜନୀତିରେ ରାଜ୍ୟ ସରକାରଙ୍କ ଦ୍ବାରା କରାଯାଇଥିବା ମିଶନ ଶକ୍ତି ଯୋଜନାକୁ ନେଇ ବହୁତ ଚର୍ଚ୍ଚା। ଶାସକ ବିଜେଡି ଦଳ ମିଶନ ଶକ୍ତି ଆସିବା ପରେ ମା' ମାନଙ୍କ କିଭଳି ଉନ୍ନତି ହୋଇଛି କହି ବିକାଶର ବାର୍ତ୍ତା ଦେଉଥିବା ବେଳେ ବିରୋଧୀ ବିଜେପି ଓ କଂଗ୍ରେସ ମିଶନ ଶକ୍ତି ମହିଳାଙ୍କୁ…

ମହିଳାଙ୍କ ଜୀବନରେ ପରିବର୍ତ୍ତନ ଆଣିଛି…

ଓଏଲ୍‌ ବ୍ୟୁରୋ: ମିଶନ ଶକ୍ତି ଆଜି ଓଡ଼ିଶାର ୭୦ ଲକ୍ଷରୁ ଅଧିକ ମହିଳାଙ୍କ ଜୀବନରେ ପରିବର୍ତ୍ତନ ଆଣିଛି । ଏଥି ନିମନ୍ତେ ମହିଳାମାନଙ୍କୁ ୬ ଲକ୍ଷରୁ ଅଧିକ ସ୍ୱୟଂ ସହାୟକ ଗୋଷ୍ଠୀରେ ସଂଗଠିତ କରି ରୋଜଗାରଭିତ୍ତିକ କାର୍ଯ୍ୟକ୍ରମ ଏବଂ ବିଭିନ୍ନ ସରକାରୀ ଯୋଜନାରେ ସଂପୃକ୍ତ କରାଇ ସଶକ୍ତ କରାଯାଉଛି । ନିରନ୍ତର…

ମାର୍ଚ୍ଚ ୧୦ରୁ ମାଟ୍ରିକ ପରୀକ୍ଷା,…

ଓଏଲ୍‌ ବ୍ୟୁରୋ: ଆସନ୍ତା ୧୦ ତାରିଖରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା। ଏହି ପରୀକ୍ଷା ମାର୍ଚ୍ଚ ୧୭ ଯାଏଁ ଚାଲିବ। ଚଳିତବର୍ଷ ରାଜ୍ୟର ୩୨୧୮ଟି ପରୀକ୍ଷା କେନ୍ଦ୍ରରେ ମୋଟ ୫ଲକ୍ଷ ୪୧ହଜାର ୨୪୭ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ଏଥିରେ ହାଇସ୍କୁଲ, ରାଜ୍ୟ ମୁକ୍ତ ବିଦ୍ୟାଳୟ ଓ ମଧ୍ୟମାର ପିଲାମାନେ…

ବାଣ ବିସ୍ଫୋରଣରେ ଚାଲିଗଲା ୪ ଜୀବନ, ୪…

ଓଏଲ୍‌ ବ୍ୟୁରୋ: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଭୂଷଣ୍ଡପୁର ଗାଁରେ ଅଘଟଣ। ବାଣ ପ୍ରସ୍ତୁତ ବେଳେ ବିସ୍ଫୋରଣ ଘଟି ୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୪ଆହତ ହୋଇଛନ୍ତି। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୃତମାନଙ୍କ ପରିଚୟ ମିଳିପାରିନାହିଁ। ସୂଚନା ମୁତାବିକ, ଦୋଳ ପୂର୍ଣ୍ଣିମା ପାଇଁ…

ହୋଲିରେ ରାସାୟନିକ ରଙ୍ଗ ବିକିଲେ ଫସିବେ

ଓଏଲ୍‌ ବ୍ୟୁରୋ: ଆଉ ଦିନକ ପରେ ରଙ୍ଗର ପର୍ବ ହୋଲି। ଏଥିପାଇଁ ଗାଁଠୁ ସହର ଉତ୍ସବମୁଖର। ହୋଲିର ପର୍ବକୁ ଆଖି ଆଗରେ ରଖି ଖୋଲିଛି ରଙ୍ଗ ଦୋକାନ। ଯେଉଁଠି ଭଳିକି ଭଳି ରଙ୍ଗ ବେରଙ୍ଗର ଜିନିଷ ଦେଖିବାକୁ ମିଳୁୁଛି। ଏସବୁ ମଧ୍ୟରେ କଟକ ଜିଲ୍ଲା ପ୍ରଶାସନ ନେଇଛି ବଡ଼ ନିଷ୍ପତ୍ତି। କଟକ ସହରରେ ହୋଲିରେ କୌଣସି…

ବିଗ୍‌-ବି ଅମିତାଭ ବଚ୍ଚନ ଆହତ

ଓଏଲ୍‌ ବ୍ୟୁରୋ: ଭାରତୀୟ ସିନେମା ଜଗତର ମେଗାଷ୍ଟାର ବିଗ୍‌-ବି ଅମିତାଭ ବଚ୍ଚନ ଗୁରୁତର ଆହତ। ହାଇଦ୍ରାବାଦରେ ସୁଟିଂ ଚାଲିଥିବା ସମୟରେ ବିଗ୍‌ ବି ଆହତ ହୋଇଥିବା ସୂଚନା ରହିଛି। ହାଇଦ୍ରାବାଦରେ 'ପ୍ରୋଜେକ୍ଟ କେ' ଫିଲ୍ମର ସୁଟିଂ ଚାଲିଥିଲା। ଏକ ଆକ୍ସନ ସିନ୍‌ ସୁଟ୍‌ ବେଳେ ବିଗ୍‌-ବିଙ୍କ ପିଞ୍ଜରା ହାଡ଼ରେ…