Odisha Link
Bridging the Missing Links in Odisha
Daily Archives

March 20, 2023

ସାହାରା ଚିଟ୍‌ଫଣ୍ଡ ଠକେଇ ମାମଲା: ଟଙ୍କା…

ଓଏଲ୍‌ ବ୍ୟୁରୋ: ଅନେକ ଚିଟ୍‌ଫଣ୍ଡ ଠକେଇ ମାମଲା ସାମ୍ନାକୁ ଆସିଥିଲା ଯାହାକୁ ନେଇ କୋର୍ଟର ଦ୍ୱାରସ୍ତ ହୋଇଥିଲେ ସମ୍ପୃକ୍ତ ବ୍ୟକ୍ତି। ବହୁ ଚର୍ଚିତ ସାହାରା ଚିଟ୍‌ଫଣ୍ଡ ମାମଲାକୁ ଜମାକାରୀମାନେ କୋର୍ଟର ଦ୍ୱାରସ୍ତ ହୋଇଥିଲେ। ପୂର୍ବରୁ ଏହି ମାମଲାର ଅନେକ ଥର ଶୁଣାଣି ହୋଇଥିଲା। ହେଲେ ଶୁଣାଣି ମାଧ୍ୟମରେ…

୩ ବର୍ଷରେ ନଦୀ ନେଇଛି ୯୭୦ ଜଣଙ୍କ ଜୀବନ:…

ଓଏଲ୍‌ ବ୍ୟୁରୋ: ଜାରି ରହିଛି ବିଧାନସଭା ଅଧିବେସନ। ଆଜି ବିଧାନସଭା ପ୍ରଶ୍ନକାଳ ଆରମ୍ଭରୁ ବିରୋଧୀଙ୍କ ହୋହଲ୍ଲା ହୋଇଥିଲା। ବିରୋଧୀଙ୍କ ହୋହଲ୍ଲା ପାଇଁ ଗୃହ କାର୍ଯ୍ୟ ସ୍ଥଗିତ ରଖାଯାଇଥିଲା। ଗୃହରେ ବିଧାୟକ ସୌଭିକ ବିଶ୍ୱାଳ ପ୍ରଶ୍ନ କରିଥିଲେ ଯେ, ରାଜ୍ୟରେ ବିଭିନ୍ନ ସହର ନିକଟରେ ଥିବା ନଦୀମାନଙ୍କରେ…

ରଥଯାତ୍ରା ପାଇଁ ଘୁମୁସର ବନଖଣ୍ଡରୁ…

ଓଏଲ୍‌ ବ୍ୟୁରୋ: ଶ୍ରୀକ୍ଷେତ୍ରରେ ପାଳିତ ହେଉଥିବା ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାକୁ ଆଉ ରହିଲା ମାତ୍ର ୩ମାସ। ରଥ ନିର୍ମାଣ କାର୍ଯ୍ୟ ପାଇଁ ପୂର୍ବ ପ୍ରସ୍ତୁତି ଆରମ୍ଭ ହୋଇଛି। ବିଶ୍ଵ ପ୍ରସିଦ୍ଧ ପୁରୀ ରଥଯାତ୍ରା ପାଇଁ ରଥ କାଠ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ଘୁମୁସର ବନଖଣ୍ଡରୁ ୨୯ଟି ଗଛ ଚିହ୍ନଟ…

ରାଜଧାନୀରେ କୁଆପଥର ବର୍ଷା

ଓଏଲ୍‌ ବ୍ୟୁରୋ: ବର୍ଷାରେ ଭିଜିଛି ରାଜ୍ୟର ଅନେକ ଜିଲ୍ଲା। ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ କୁଆପଥର ବର୍ଷା ହେଉଥିବା ଜଣା ପଡିଛି। ପାଗ କୋହଲା ଥିବାବେଳେ ଅନେକ ସ୍ଥାନରେ ମୃଦୁ ପବନ ଅନୁଭୂତ ହେଉଛି। ଆଜି ସକାଳୁ ପଶ୍ଚିମାଝଡ଼ର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ପବନ…

‘ରାଜ୍ୟରେ ଆତଙ୍କିତ ହେଲା ଭଳି…

ଓଏଲ୍‌ ବ୍ୟୁରୋ: କରୋନା ସ୍ଥିତିକୁ ନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ସୂଚନା ଦେଇଛନ୍ତି। ସେ କହିଛନ୍ତି, ରବିବାର ରାଜ୍ୟରେ ୧୦ଜଣ କୋଭିଡ ରୋଗୀ ଚିହ୍ନଟ ହୋଇଛନ୍ତି। ଏବେ ଦୈନିକ କୋଭିଡ୍ ସଂକ୍ରମିତଙ୍କ ସଂଖ୍ୟା ୧୨ରୁ ତଳେ ରହିଛି। ଏହାସହ ରାଜ୍ୟରେ ମୋଟ ସକ୍ରିୟ ରୋଗୀ ସଂଖ୍ୟା ୫୩…

ଡିଜେ ଆଜେକ୍ସ ମୃତ୍ୟୁ ମାମଲା: ପ୍ରେମିକା…

ଓଏଲ୍‌ ବ୍ୟୁରୋ: ଲୋକପ୍ରିୟ ଓଡ଼ିଆ ଡିଜେ ଆଜେକ୍ସ ମୃତ୍ୟୁ ମାମଲାକୁ ନେଇ ତଦନ୍ତ ଆରମ୍ଭ ହୋଇଛି। ଖାରବେଳେ ନଗର ଘରୁ ଝୁଲନ୍ତା ଅବସ୍ଥାରେ ତାଙ୍କର ମୃତଦେହ ଉଦ୍ଧାର ହୋଇଥିଲା। ମୃତ୍ୟୁ ପରେ ଅକ୍ଷୟ କୁମାର ମହାରଣାଙ୍କ ଆତ୍ମହତ୍ୟା ମାମଲାରେ ଦୁଇ ଜଣଙ୍କ ନାଁରେ ଖାରବେଳନଗର ଥାନା ପୁଲିସ ମାମଲା ରୁଜୁ କରିଛି।…

ବିଧାୟକ ସୁଶାନ୍ତ ସିଂହଙ୍କ ବାସଭବନ…

ଓଏଲ୍‌ ବ୍ୟୁରୋ: ନବ ଦାସଙ୍କ ହତ୍ୟାକାଣ୍ଡ ଘଟଣାକୁ ୫୦ ଦିନ ପୁରିସାରିଲାଣି। ତଦନ୍ତ ଜାରି ରହିଥିବାବେଳେ ବର୍ତମାନ ସୁଦ୍ଧା ହତ୍ୟାକାଣ୍ଡର ସ୍ପଷ୍ଟ କାରଣ ସାମ୍ନାକୁ ଆସିପାରିନାହିଁ। ତେବେ ଏହାକୁ ନେଇ ବିଧାୟକ ସୁଶାନ୍ତ ସିଂହଙ୍କ ବାସଭବନ ଘେରିଲା ଛାତ୍ର କଂଗ୍ରେସ। ଭୁବନେଶ୍ୱର ସ୍ଥିତ ସରକାରୀ ବାସଭବନ…

ମାଟ୍ରିକ ପ୍ରଶ୍ନପତ୍ର ଲିକ୍ ଘଟଣା:…

ଓଏଲ୍‌ ବ୍ୟୁରୋ: ଆଜି ବିଧାନସଭା ପ୍ରଶ୍ନକାଳ ଆରମ୍ଭରୁ ବିରୋଧୀଙ୍କ ହୋହଲ୍ଲା। ମାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ଅଭିଯୋଗରେ ହଟ୍ଟଗୋଳ ହୋଇଥିବା ସୂଚନା ମିଳିଛି। ଗୃହର ମଧ୍ୟ ଭାଗକୁ ଆସି ବିଜେପି ଏବଂ କଂଗ୍ରେସ ସଦସ୍ୟ ହୋହଲ୍ଲା କରିଥିଲେ। ପ୍ରଶ୍ନକାଳରେ ମାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ପ୍ରସଙ୍ଗ…

ଆଜି ପଖାଳ ଦିବସ, ଦିଲ୍ଲୀରୁ ପଲ୍ଲୀ ସବୁଠି…

ଓଏଲ୍‌ ବ୍ୟୁରୋ: ପଖାଳ ସାଙ୍ଗକୁ ବାଇଗଣ ପୋଡ଼ା, ଆହାକି ଆନନ୍ଦ ଖାଇଲେ ଜାଣିବ ମଜ୍ଜା। ସବୁ ଓଡ଼ିଆଙ୍କ ଅତି ପ୍ରିୟ ପଖାଳ। ଖଟିଖିଆଙ୍କ ଠାରୁ ସରକାରୀ କର୍ମଚାରୀଙ୍କ ଯାଏଁ ସମସ୍ତଙ୍କ ଅତି ପ୍ରିୟ। ଖାଣ୍ଟି ଓଡ଼ିଆର ମନ ପସନ୍ଦ ଖାଦ୍ୟ ହେଉଛି ବାସି ପଖାଳ। ତେବେ ଆଜି ହେଉଛି ଓଡ଼ିଆଙ୍କ ପିୟ ଖାଦ୍ୟ ପଖାଳ ଦିବସ।…

ଶେଷ ହେଲା ମାଟ୍ରିକ ପରୀକ୍ଷା, ଏପ୍ରିଲ…

ଓଏଲ୍‌ ବ୍ୟୁରୋ: ମାର୍ଚ୍ଚ ୧୦ରୁ ଆରମ୍ଭ ହୋଇ ଆଜି ଅର୍ଥାତ ମାର୍ଚ୍ଚ ୨୦ରେ ଶେଷ ହୋଇଛି ମାଟ୍ରିକ ବୋର୍ଡ ପରୀକ୍ଷା। ଶେଷ ଦିନରେ ଗଣିତ ପରୀକ୍ଷା ଦେଲେ ଛାତ୍ରଛାତ୍ରୀ। ଗଣିତ ପରୀକ୍ଷା ପାଇଁ ଛାତ୍ରଛାତ୍ରୀଙ୍କୁ ଅତିରିକ୍ତ ୧୫ ମିନିଟ୍ ଦିଆଯାଇଥିଲା। ତେବେ ପରୀକ୍ଷା ଶେଷ ହେବା ପରେ ପରୀକ୍ଷା ଖାତା ଦେଖା ନେଇ…