Odisha Link
Bridging the Missing Links in Odisha
Daily Archives

April 12, 2023

ଝାରସୁଗୁଡ଼ା ଉପନିର୍ବାଚନ: ଟଙ୍କଧର…

ଓଏଲ୍‌ ବ୍ୟୁରୋ: ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲେ ଭାରତୀୟ ଜନତା ପାର୍ଟି। ବିଜେପି ଟଙ୍କଧର ତ୍ରିପାଠୀଙ୍କୁ ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ପ୍ରାର୍ଥୀ କରିଛି। ନିକଟରେ ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ ଟଙ୍କଧର ତ୍ରିପାଠୀ ଦଳୀୟ ପ୍ରାର୍ଥୀ ହେବେ ବୋଲି ଘୋଷଣା କରିଥିଲେ।…

ଆସନ୍ତା ମେ’ ମାସ ଶେଷ ସୁଦ୍ଧା…

ଓଏଲ୍‌ ବ୍ୟୁରୋ: ମାଟ୍ରିକ ଛାତ୍ରଛାତ୍ରୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ମେ ମାସ ଶେଷ ସୁଦ୍ଧା ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ। ଏନେଇ ବୁଧବାର ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ। ମାର୍ଚ୍ଚ ୧୦ରୁ ଆରମ୍ଭ ହୋଇ ମାର୍ଚ୍ଚ ୨୦ରେ ଶେଷ ହୋଇଥିଲା ମାଟ୍ରିକ…

ମିଲିଟାରୀ ଷ୍ଟେସନରେ ଗୁଳିମାଡ଼ ଘଟଣା:…

ଓଏଲ୍‌ ବ୍ୟୁରୋ: ପଞ୍ଜାବ ଭଟିଣ୍ଡା ମିଲିଟାରୀ ଷ୍ଟେସନରେ ଗୁଳିମାଡ଼ ହୋଇଥିବା ଖବର ସାମ୍ନାକୁ ଆସିଥିଲା। ସକାଳ ପ୍ରାୟ ସାଢ଼େ ୪ଟାରେ ଗୁଳିମାଡ଼ ହୋଇଥିଲା। ଗୁଳିମାଡ଼ରେ ୪ ଜଣ ଯବାନ ପ୍ରାଣ ହରାଇଥିଲେ। ତେବେ ଏହି ଘଟଣାରେ ଅଭିଯୁକ୍ତ ସୁଟର ଧରାପଡିଛି। ଗୁଳିମାଡ଼ କରିଥିବା ବ୍ୟକ୍ତି ଜଣକ ସେନା ଯବାନ ଥିବା…

ବାରହା ଫାଶରେ ପଡ଼ି ଦନ୍ତାହାତୀ ମୃତ୍ୟୁ…

ଓଏଲ୍‌ ବ୍ୟୁରୋ: ବିନିକାରେ ବାରହା ଫାଶରେ ପଡ଼ି ଦନ୍ତାହାତୀ ମୃତ୍ୟୁ ହୋଇଥିଲା। ଏହି ଘଟଣାକୁ ନେଇ ଅଭିଯୋଗ ହୋଇଥିଲା। ଅଭିଯୋଗ କ୍ରମେ ଦନ୍ତା ମୃତ୍ୟୁ ଘଟଣାରେ ସମ୍ପୃକ୍ତ ବାପା ପୁଅକୁ ଗିରଫ କଲା ବନ ବିଭାଗ। ଦନ୍ତା ମୃତ୍ୟୁ ଘଟଣାରେ ମହଦା ଗାଁର ବୀରେନ୍ଦ୍ର ଶର୍ମା ଓ ପୁଅ ଆଲାଉଦ୍ଦିନ ଗିରଫ ହୋଇଥିବା ଜଣା…

ବେଦାନ୍ତ ବିଶ୍ୱବିଦ୍ୟାଳୟ ମାମଲା: ଓଡ଼ିଶା…

ଓଏଲ୍‌ ବ୍ୟୁରୋ: ପୁରୀରେ ପ୍ରସ୍ତାବିତ ବେଦାନ୍ତ ବିଶ୍ୱବିଦ୍ୟାଳୟକୁ ନେଇ ଅନେକ ଖବର ସାମ୍ନାକୁ ଆସିଥିବାବେଳେ ବର୍ତ୍ତମାନ ଏହି ପ୍ରସଙ୍ଗରେ ଆଉ ଏକ ସୂଚନା ସାମ୍ନାକୁ ଆସିଛି। ପୁରୀରେ ପ୍ରସ୍ତାବିତ ବେଦାନ୍ତ ବିଶ୍ୱବିଦ୍ୟାଳୟକୁ ନେଇ ଓଡ଼ିଶା ହାଇକୋର୍ଟଙ୍କ ରାୟକୁ କାଏମ ରଖିଲେ ସୁପ୍ରିମକୋର୍ଟ। ଅଧିଗ୍ରହଣ…

ପ୍ରଚଣ୍ଡ ଖରାରେ ସିଝୁଛି ରାଜ୍ୟ, ୪…

ଓଏଲ୍‌ ବ୍ୟୁରୋ: ଓଡ଼ିଶାରେ ଅସମ୍ଭାଳ ହେଲାଣି ତାତି। ରାଜ୍ୟରେ ଶୁଷ୍କ ଉଷ୍ମ ବାୟୁ ପ୍ରବାହ ବଢିବା ଯୋଗୁ ତାପାମାତ୍ରାରେ ମଧ୍ୟ ବୃଦ୍ଧି ପାଉଛି। ଉପକୂଳ ଓଡ଼ିଶା ସମେତ ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ତାପମାତ୍ରା ବଢିବାରେ ଲାଗିଛି। ସକାଳୁ ପ୍ରବଳ ତାତି ଅନୁଭୁତ ହେଉଛି। ଏମିତି ଗୁଳୁଗୁଳି ହେଉଛି, ଘରୁ ବାହାରିବାକୁ…

ମନି ଲଣ୍ଡରିଂ ମାମଲା: ସିଏଫ୍‌ଏସ୍‌ଏଲ୍‌…

ଓଏଲ୍‌ ବ୍ୟୁରୋ: ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗ ମାମଲାରେ ନୂଆ ମୋଡ଼ ଦେଖାଦେଇଛି। ଖଣ୍ଡଗିରି ଥାନା ପୁଲିସ୍‌ ଜବତ କରିଥିବା ଅର୍ଚ୍ଚନା ଓ ଜଗବନ୍ଧୁ ଚାନ୍ଦଙ୍କ ୩ଟି ମୋବାଇଲ୍‌ରୁ ଅଧିକ ତଥ୍ୟ ବାହାରିବ ବୋଲି କୁହାଯାଉଛି। ତଦନ୍ତ ବେଳେ ଖଣ୍ଡଗିରି ପୋଲିସ ଜବତ କରିଥିବା ଅର୍ଚ୍ଚନାଙ୍କ ମୋବାଇଲ ଭୁବନେଶ୍ୱର…

ଝାରସୁଗୁଡା ଉପ-ନିର୍ବାଚନ: ୧୮ରେ ବିଜେଡି,…

ଓଏଲ୍‌ ବ୍ୟୁରୋ: ପାଖେଇ ଆସୁଛି ଝାରସୁଗୁଡା ଉପ-ନିର୍ବାଚନ। ନିର୍ବାଚନକୁ ନଜରରେ ରଖି ବିଭିନ୍ନ ରାଜନୈତିକ ଦଳ ନିଜର ରଣନୀତି ପ୍ରସ୍ତୁତ କରିବାରେ ଲାଗିଛନ୍ତି। ଆସନ୍ତା ମେ’ ୧୦ ତାରିଖରେ ଝାରସୁଗୁଡାରେ ହେବ ଉପ-ନିର୍ବାଚନ। ତେବେ ଉପ-ନିର୍ବାଚନ ପାଇଁ ପ୍ରଥମେ ବିଜୁ ଜନତା ଦଳ ନିଜର ପ୍ରାର୍ଥୀ ଘୋଷଣା…

ଠିକା ଡାଟା ଏଣ୍ଟ୍ରି ଅପରେଟରଙ୍କୁ ସ୍ଥାୟୀ…

ଓଏଲ୍‌ ବ୍ୟୁରୋ: ଠିକା ଡାଟା ଏଣ୍ଟ୍ରି ଅପରେଟରଙ୍କୁ ନେଇ ହାଇକୋର୍ଟ ଏକ ନିର୍ଦ୍ଦେଶ ଦେଇଛନ୍ତି। ଏହା ଡାଟା ଏଣ୍ଟ୍ରି ଅପରେଟରଙ୍କ ପାଇଁ ଖୁସି ଖବର। ଖୁବ ଶୀଘ୍ର ନିୟମିତ ହେବେ ରାଜ୍ୟର ଠିକା ଡାଟା ଏଣ୍ଟ୍ରି ଅପରେଟର। ବିଭିନ୍ନ ତହସିଲରେ କାର୍ଯ୍ୟ କରୁଥିବା ୬ ଶହ ଠିକା ଡାଟା ଏଣ୍ଟ୍ରି ଅପରେଟରଙ୍କୁ ସ୍ଥାୟୀ…

ବୈତରଣୀରେ ଗାଧୋଇବା ବେଳେ ବୁଡ଼ି ଗଲେ ୨…

ଓଏଲ୍‌ ବ୍ୟୁରୋ: ଆନନ୍ଦପୁରରେ ଘଟିଥିବା ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ବୈତରଣୀରେ ଗାଧୋଇବା ବେଳେ ବୁଡ଼ି ଗଲେ ୨ ସାଙ୍ଗ। ଆନନ୍ଦପୁର ପୋଲଘାଟ ନିକଟରେ ଗାଧୋଇବା ବେଳେ ୨ଜଣ ବୁଡି ଯାଇଥିଲେ। ନଦୀରେ ବୁଡ଼ି ଜଣଙ୍କ ମୃତ୍ୟୁ ହୋଇଛି। ୨ଜଣ ବୁଡି ଯାଇଥିବା ସାଙ୍ଗଙ୍କ ମଧ୍ୟରୁ ଜଣଙ୍କ ମୃତ ଶରୀର ଓ ଅନ୍ୟ ଜଣଙ୍କୁ…