Odisha Link
Bridging the Missing Links in Odisha
Daily Archives

April 13, 2023

ପ୍ରଚଣ୍ଡ ଖରାରରେ ସିଝୁଛି ସାରା ରାଜ୍ୟ,…

ଓଏଲ୍‌ ବ୍ୟୁରୋ: ଆଜି ବି ସାରା ରାଜ୍ୟରେ କଲବଲ କରୁଛି ତାତି। ପ୍ରଚଣ୍ଡ ଖରାରରେ ସିଝୁଛି ସାରା ରାଜ୍ୟ। ଅସହ୍ୟ ଗରମ ସହ ରାସ୍ତାଘାଟ ଖାଁ ଖାଁ। ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଲା ଝାରସୁଗୁଡ଼ା। ଦିନ ସାଢ଼େ ୨ଟାରେ ଭୁବନେଶ୍ୱର ତାପମାତ୍ରା ୪୦.୪ ଡିଗ୍ରୀ ରେକର୍ଡ କରାଯାଇଛି। ଝାରସୁଗୁଡ଼ାରେ ୪୧.୪ଂ ସହ…

‘ନବୀନ ପଟ୍ଟନାୟକ ରାଜ୍ୟରେ କାମ…

ଓଏଲ୍‌ ବ୍ୟୁରୋ: ପାଖେଇ ଆସୁଛି ଝାରସୁଗୁଡା ଉପ-ନିର୍ବାଚନ। ନିର୍ବାଚନକୁ ନଜରରେ ରଖି ବିଭିନ୍ନ ରାଜନୈତିକ ଦଳ ନିଜର ରଣନୀତି ପ୍ରସ୍ତୁତ କରିବାରେ ଲାଗିଛନ୍ତି। ଆସନ୍ତା ମେ’ ୧୦ ତାରିଖରେ ଝାରସୁଗୁଡାରେ ହେବ ଉପ-ନିର୍ବାଚନ। ତେବେ ଝାରସୁଗୁଡା ଉପ-ନିର୍ବାଚନ ପାଇଁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇବା…

୨୦୨୪ରେ ନିର୍ବାଚନ ନଲଢ଼ିବାକୁ ନିଷ୍ପତି…

ଓଏଲ୍‌ ବ୍ୟୁରୋ: ପାଖେଇ ଆସୁଛି ୨୦୨୪ ସାଧାରଣ ନିର୍ବାଚନ। ବିଭିନ୍ନ ରାଜନୈତିକ ଦଳ ନିଜର ରଣନୀତି ପ୍ରସ୍ତୁତ କରିବାରେ ଲାଗିଛନ୍ତି। ନିର୍ବାଚନ ପୂର୍ବରୁ ଆଉ ଏକ ଖବର ସାମ୍ନାକୁ ଆସିଛି। ଆଗାମୀ ନିର୍ବାଚନ ଲଢ଼ିବେନି ବରିଷ୍ଠ କଂଗ୍ରେସ ବିଧାୟକ ନରସିଂହ ମିଶ୍ର। ବୟସାଧିକ କାରଣରୁ ଆସନ୍ତାବର୍ଷ ବିଧାନସଭା…

ମୁଁ ଆହ୍ବାନ କରୁଛି, ମୁଖ୍ୟମନ୍ତ୍ରୀଙ୍କ…

ଓଏଲ୍‌ ବ୍ୟୁରୋ: କୋଟିଆ ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି,ରାଜ୍ୟ ସରକାର କେନ୍ଦ୍ର ଉପରେ ଦୋଷ ଲଦି ଦେଉଛନ୍ତି। ମୁଁ ଆହ୍ବାନ କରୁଛି, ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ବରେ ସବୁ ଦଳ ଆସନ୍ତୁ। ପ୍ରଧାନମନ୍ତ୍ରୀଙ୍କୁ ଭେଟିବା, ଆମ ରାଜ୍ୟ ପାଇଁ…

ରାଜ୍ୟରେ ଫେକ୍ ସାର୍ଟିଫିକେଟ ଘଟଣା…

ଓଏଲ୍‌ ବ୍ୟୁରୋ: ନକଲି ସାର୍ଟିଫିକେଟ ଦେଇ ଚାକିରୀ କରିବା ଘଟଣା ସାମ୍ନାକୁ ଆସିଥିଲା। ପ୍ରଥମେ ବଲାଙ୍ଗୀରରୁ ଧରାପଡିଥିବା ନକଲି ସାର୍ଟିଫିକେଟ ରାକେଟ ଏବେ ସାରା ରାଜ୍ୟରେ ବ୍ୟାପିଥିବା, ଧିରେ ଧିରେ ସାମ୍ନାକୁ ଆସିବାରେ ଲାଗିଛି। ଫେକ୍‌ ସାର୍ଟିଫିକେଟ ପ୍ରସଙ୍ଗରେ ସାଂସଦ ଭର୍ତ୍ତୃହରି ମହତାବଙ୍କ ନିଜର…

ସାଧାରଣ ଲୋକଙ୍କ ସଂପତ୍ତିକୁ ଏକ କଂପାନୀକୁ…

ଓଏଲ୍‌ ବ୍ୟୁରୋ: ପୁରୀରେ ପ୍ରସ୍ତାବିତ ବେଦାନ୍ତ ବିଶ୍ୱବିଦ୍ୟାଳୟକୁ ନେଇ ଏକ ଖବର ସାମ୍ନାକୁ ଆସିଥିଲା। ପୁରୀରେ ପ୍ରସ୍ତାବିତ ବେଦାନ୍ତ ବିଶ୍ୱବିଦ୍ୟାଳୟକୁ ନେଇ ଓଡ଼ିଶା ହାଇକୋର୍ଟଙ୍କ ରାୟକୁ କାଏମ ରଖିଲେ ସୁପ୍ରିମକୋର୍ଟ। ଅଧିଗ୍ରହଣ ହୋଇଥିବା ୧୦ ହଜାର ଏକର ଜମି ବେଆଇନ ବୋଲି କହିଥିଲେ ସୁପ୍ରିମକୋର୍ଟ।…

‘ସ୍କୁଲ ଓ ଅଙ୍ଗନବାଡ଼ି ୧୬ ଯାଏଁ…

ଓଏଲ୍‌ ବ୍ୟୁରୋ: ସକାଳୁ ପ୍ରବଳ ତାତି ଅନୁଭୁତ ହୋଇଥିଲା। ଏମିତି ଗୁଳୁଗୁଳି ହେଉଛି, ଘରୁ ବାହାରିବାକୁ ଭୟ ଲାଗୁଛି। ଅସମ୍ଭାଳ ଗରମରେ ସିଝୁଛି ରାଜଧାନୀ ସମେତ ସାରା ଓଡ଼ିଶା। ତେବେ ଏହି ଗ୍ରୀଷ୍ମପ୍ରବାହକୁ ନଜରରେ ରଖି ୫ଦିନ ପାଇଁ ସ୍କୁଲ ଓ ଅଙ୍ଗନବାଡି କେନ୍ଦ୍ର ବନ୍ଦ କରାଯାଇଛି। ଗ୍ରୀଷ୍ମପ୍ରବାହକୁ ନଜରରେ…

ଆଜି ୭୧,୦୦୦ ଯୁବକ ଓ ଯୁବତୀଙ୍କୁ…

ଓଏଲ୍‌ ବ୍ୟୁରୋ: ଆଜି ‘ରୋଜଗାର ମେଳା’ରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଦେଶର ୭୧,୦୦୦ ଯୁବକ, ଯୁବତୀଙ୍କୁ ନିଯୁକ୍ତି ପତ୍ର ବାଣ୍ଟିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଗୋଟାଏ ବିକଶିତ ଭାରତ ଗଢ଼ିବା ପାଇଁ ଯୁବାମାନଙ୍କ ମେଧା ଓ ଶକ୍ତିକୁ ଉପଯୁକ୍ତ ସୁଯୋଗ ଦେବାକୁ ସରକାର ପ୍ରତିବଦ୍ଧ ବୋଲି ଆଜି…

ଅସହ୍ୟ ଖରାରେ ରାସ୍ତାରେ ବସିଲେ ଚାଷୀ,…

ଓଏଲ୍‌ ବ୍ୟୁରୋ: ଅସହ୍ୟ ଖରାରେ ସିଜୁଛି ସାରା ରାଜ୍ୟ। ସରକାର ଲୋକମାନଙ୍କୁ ଖରାରୁ ମୁକ୍ତି ପାଇବା ପାଇଁ ସତର୍କତା ଅବଲମ୍ବନ କରିବାକୁ କହିଛନ୍ତି। ହେଲେ ଡହଡହ ଖରାରେ ନିଜର ହକ ପାଇଁ ରାସ୍ତାରେ ବସିଛନ୍ତି ଚାଷୀ। ୩ ମାସ ଧରି ନିଜ ପରିଶ୍ରମର ମୂଲ୍ୟ ଅପେକ୍ଷାରେ ରହି ନିରାଶ ହେବା ପରେ ଏବେ ରାସ୍ତାକୁ…

ପଞ୍ଜାବ ଭଟିଣ୍ଡା ମିଲିଟାରୀ ଷ୍ଟେସନରେ…

ଓଏଲ୍‌ ବ୍ୟୁରୋ: ପଞ୍ଜାବ ଭଟିଣ୍ଡା ମିଲିଟାରୀ ଷ୍ଟେସନରେ ଗୁଳିମାଡ଼ ହୋଇଥିବା ଖବର ସାମ୍ନାକୁ ଆସିଥିଲା। ସକାଳ ପ୍ରାୟ ସାଢ଼େ ୪ଟାରେ ଗୁଳିମାଡ଼ ହୋଇଥିଲା। ଗୁଳିମାଡ଼ରେ ୪ ଜଣ ଯବାନ ପ୍ରାଣ ହରାଇଥିଲେ। ପଞ୍ଜାବର ଭଟିଣ୍ଡାରେ ହୋଇଥିବା ଭୟଙ୍କର ଗୁଳିକାଣ୍ଡରେ ଗତକାଲି ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆଜି…