Odisha Link
Bridging the Missing Links in Odisha
Daily Archives

April 22, 2023

ଘର ଛାଡ଼ିଲେ ରାହୁଲ ଗାନ୍ଧି

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧି ଆଜି ଅର୍ଥାତ୍‌ ୨୨ ଏପ୍ରିଲରେ ୧୨, ତୁଗଲକରେ ଥିବା ସରକାରୀ ଘର ଛାଡ଼ି ଦେଇଛନ୍ତି। ଏହାପୂର୍ବରୁ ରାହୁଲ ଏପ୍ରିଲ ୧୪ ତାରିଖରେ ତାଙ୍କ କାର୍ଯ୍ୟାଳୟ ଓ କିଛି ଜିନିଷ ମା' ସୋନିଆ ଗାନ୍ଧିଙ୍କ ବାସଭବନକୁ ନେଇ ଯାଇଥିଲେ। ଆଜି ଘର ଖାଲି କରିବା ସମୟରେ ରାହୁଲ କହିଛନ୍ତି,…

କେରଳ ଗସ୍ତ ପୂର୍ବରୁ ପିଏମ୍‌ ମୋଦିଙ୍କୁ…

ଓଏଲ୍‌ ବ୍ୟୁରୋ: ସୋମବାରରୁ ଦୁଇ ଦିନିଆ କେରଳ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏଥିପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଏସବୁ ମଧ୍ୟରେ ପିଏମ୍‌ ମୋଦିଙ୍କ କେରଳ ଗସ୍ତ ପୂର୍ବରୁ ଏକ ଧମକପୂର୍ଣ୍ଣ ଚିଠି ମିଳିଛି। ଯାହାରିଫଳରେ କେରଳରେ ହାଇଆର୍ଲଟ ଜାରି କରାଯାଇଛି।…

ଶତ ପ୍ରତିଶତ ମୁଖ୍ୟମନ୍ତ୍ରୀ ହେବାକୁ…

ଓଏଲ୍‌ ବ୍ୟୁରୋ: ମହାରାଷ୍ଟ୍ର ରାଜନୀତିରେ ଚାଲିଛି ମହାନାଟକ। ଦେଶରେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ମହାରାଷ୍ଟ୍ରରେ ରାଜନୈତିକ ତାତି ବଢ଼ିବାରେ ଲାଗିଛି। ଏନସିିପି ନେତା ଅଜିତ ପାଓ୍ବାର ଭାଜପାରେ ମିଶିବା ନେଇ ମହାରାଷ୍ଟ୍ରରୁ ଜାତୀୟ ରାଜନୀତି ପର୍ଯ୍ୟନ୍ତ ଜୋରଦାର ଚର୍ଚ୍ଚା ହେଉଛି। ଏହାରି ଭିତରେ…

ପଞ୍ଚଭୂତରେ ଲୀନ ହେଲେ ସହିଦ ଦେବାଶିଷ…

ଓଏଲ୍‌ ବ୍ୟୁରୋ: ଝୁରୁଛି ସାରା ଓଡ଼ିଶା । ଝୁରୁଛି ଗାଁ ମାଟି। ଏହାରି ମଧ୍ୟରେ ପଞ୍ଚଭୂତରେ ଲୀନ ହେଲେ ସହିଦ ଯବାନ ଦେବାଶିଷ ବିଶ୍ବାଳ। ଜମ୍ମୁ କଶ୍ମୀର ପୁଞ୍ଚରେ ଆତଙ୍କବାଦୀ ଆକ୍ରମଣରେ ଘଟିଥିବା ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଥିଲା। ଯେଉଁଥିରେ ୫ଜଣ ଯବାନ ସହିଦ ହୋଇଥିଲେ। ସହିଦଙ୍କ ମଧ୍ୟରେ ଓଡ଼ିଆ…

ଖୋଲା ରହିବ ଅଙ୍ଗନବାଡ଼ି କେନ୍ଦ୍ର

ଓଏଲ୍‌ ବ୍ୟୁରୋ: ଅଙ୍ଗନବାଡ଼ି କେନ୍ଦ୍ର ଖୋଲା ରହିବ କି ନାହିଁ ପ୍ରଶ୍ନ ସୃଷ୍ଟି ହେଉଥିବାବେଳେ ଏନେଇ ସରକାରଙ୍କ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ସକାଳ ୭ଟାରୁ ୧୦ଟା ପର୍ଯ୍ୟନ୍ତ ଖୋଲା ରହିବ। ଛୁଟିଦିନ ବ୍ୟତୀତ ଅନ୍ୟ ଦିନରେ ଖୋଲା ରହିବ ଅଙ୍ଗନବାଡ଼ି। ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ଛୁଟି ଘୋଷଣା…

ଓଡ଼ିଶାରେ ଅପରାଧୀମାନେ ସୁରକ୍ଷିତ,…

ଓଏଲ୍‌ ବ୍ୟୁରୋ: ଲାଞ୍ଜିଗଡ଼ ଗଣଦୁଷ୍କର୍ମ ଘଟଣାରେ ରାଜ୍ୟ ସରକାରଙ୍କୁ ବିଜେପିର ଟାର୍ଗେଟ। ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ କହିଲେ ବିଜେପି କର୍ମୀ ଲେଖାଶ୍ରୀ। ଗଣଦୁଷ୍କର୍ମ ମାମଲା ରୁଜୁ ପାଇଁ କାହିଁକି ୪ ଦିନ ଲାଗିଲା ବୋଲି ସେ ପ୍ରଶ୍ନ କରିଛନ୍ତି। ମାମଲା ରୁଜୁ ବଦଳରେ ଅଭିଯୋଗ ନକରିବାକୁ ପୁଲିସ ଉସୁକାଇଥିଲା…

ଓଡ଼ିଶା କଂଗ୍ରେସ ପ୍ରଚାର କମିଟି ମୁଖ୍ୟ…

ଓଏଲ୍‌ ବ୍ୟୁରୋ: ନିକଟରେ କଂଗ୍ରେସରେ ମିଶିଥିବା ଓଡ଼ିଶାର ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକଙ୍କୁ ମିଳିଛି ଗୁରୁ ଦାୟିତ୍ବ। ତାଙ୍କୁ ଓଡ଼ିଶା କଂଗ୍ରେସର ପ୍ରଚାର କମିଟିର ମୁଖ୍ୟ ଭାବେ ନିଯୁକ୍ତ କଲା କଂଗ୍ରେସ। ଏନେଇ କେସି ଭେନୁଗୋପାଳ ଏକ ବିଜ୍ଞପ୍ତି ମାଧ୍ୟମରେ ସୂଚନା ଦେଇଛନ୍ତି। ବର୍ତ୍ତମାନ…

ଦେବାଶିଷ ‘ଅମର ରହେ’ ଧ୍ବନିରେ ପ୍ରକମ୍ପିତ…

ଓଏଲ୍‌ ବ୍ୟୁରୋ: ଜମ୍ମୁ କାଶ୍ମୀର ପୁଞ୍ଚରେ ଆତଙ୍କବାଦୀ ଆକ୍ରମଣରେ ଘଟିଥିବା ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଥିଲା। ଯେଉଁଥିରେ ୫ଜଣ ଯବାନ ସହିଦ ହୋଇଥିଲେ। ସହିଦଙ୍କ ମଧ୍ୟରେ ଜଣେ ପୁରୀର ଓଡ଼ିଆ ଯବାନ ଥିଲେ। ଜନ୍ମମାଟିରେ ପହଞ୍ଚିଲା ସହିଦ ଦେବାଶିଷଙ୍କ ପାର୍ଥିବ ଶରୀର। ପୁରୀ ସତ୍ୟବାଦୀର ଖଣ୍ଡାୟତ…

କଟକରେ ବିଭିନ୍ନ ପ୍ରକଳ୍ପ ପରିଦର୍ଶନ କଲେ…

ଓଏଲ୍‌ ବ୍ୟୁରୋ: ଆଜି କଟକ ଗସ୍ତରେ ଆସିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପୂର୍ବତନ ପରାମର୍ଶଦାତା ଅମରଜିତ ସିହ୍ନା। ସେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ ପରିଦର୍ଶନ କରିଛନ୍ତି। ଏହି ଅବସରରେ ତାଙ୍କ ସହ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ, ସିଡିଏ ଅଧ୍ୟକ୍ଷ ଅନିଲ ସାମଲ, ସିଏମସି କମିଶନର ନିଖିଲ ପୱନ…

ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ…

ଓଏଲ୍‌ ବ୍ୟୁରୋ: କଟକ ଗୋପାଳପୁରର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ ହୋଇଥିବା ଖବର ସାମ୍ନାକୁ ଆସିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ୩ ହଜାର ପୃଷ୍ଠାର ଚାର୍ଜସିଟ୍ ଦାଖଲ କରିଛି ଭିଜିଲାନ୍ସ। ତାଙ୍କ ବିରୋଧରେ ୯ କୋଟି ୧୮ଲକ୍ଷ ୧୩ ହଜାର ୭ ଟଙ୍କାର ଆୟ ବହିର୍ଭୂତ ଟଙ୍କା…