Odisha Link
Bridging the Missing Links in Odisha
Daily Archives

June 4, 2023

‘ବାହାନଗା ଟ୍ରେନ ଟ୍ରାଜେଡି ତଦନ୍ତ…

ଓଏଲ୍‌ ବ୍ୟୁରୋ: ବାହାନଗା ରେଳ ଦୁର୍ଘଟଣାକୁ ନେଇ ବଡ଼ ସୂଚନା ଦେଲେ ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ। ଟ୍ରେନ ଟ୍ରାଜେଡିର ସିବିଆଇ ତଦନ୍ତ ସୁପାରିସ କରିଛି ରେଲଓ୍ବେ ବୋର୍ଡ। କେଉଁ ପରିସ୍ଥିତିରେ ଘଟଣା ଘଟିଲା, କେଉଁମାନେ ଦାୟୀ ତାହାର ତଦନ୍ତ ହେବ। ଆଜି ସିବିଆଇ ତଦନ୍ତ ସୁପାରିସ ନେଇ ରେଳ ମନ୍ତ୍ରୀ ଅଶ୍ୱିନୀ…

ଜଣାପଡ଼ିଲା ବାହାନଗା ରେଳ ଦୁର୍ଘଟଣାର ମୂଳ…

ଓଏଲ୍‌ ବ୍ୟୁରୋ: ବାହାନଗାରେ ହୋଇଥିବା ଭୟଙ୍କର ଟ୍ରେନ୍‌ ଦୁର୍ଘଟଣା ମୂଳ କାରଣ ଜଣାପଡ଼ିଲା। ଦୁର୍ଘଟଣା କେମିତି ହେଲା? କାହାର ଭୁଲ ରହିଛି ? ଏଭଳି ଅନେକ ପ୍ରଶ୍ନ ଉଠୁଥିବା ବେଳେ ରେଳ ଦୁର୍ଘଟଣା ନେଇ ଜଣାପଡିଛି ମୂଳ କାରଣ। ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି, ଲେକ୍ଟ୍ରୋନିକ୍ ଇଣ୍ଟରଲକିଂ ସିଷ୍ଟମରେ…

କରମଣ୍ଡଳ ଦୁର୍ଘଟଣା: ୫ ଲକ୍ଷ ସହାୟତା…

ଓଏଲ୍‌ ବ୍ୟୁରୋ: ବାହାନଗା ରେଳ ଦୁର୍ଘଟଣାରେ ମୃତାହତଙ୍କ ପରିବାରକୁ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କାର ସହାୟତା ରାଶି ଏବଂ ଆହତଙ୍କୁ ୧ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ। ତେବେ ଏହି ସହାୟତା ରାଶି ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍…

ଦୁର୍ଘଟଣାସ୍ଥଳ ଛାଡ଼ୁ ନାହାନ୍ତି ଅଶ୍ବିନୀ…

ଓଏଲ୍‌ ବ୍ୟୁରୋ: ଭୟଙ୍କର ରେଳ ଦୁର୍ଘଟଣା ପରେ ବାହାନଗା ବଜାର ରେଳଷ୍ଟେସନରୁ ସରିଲା ଦୁର୍ଘଟଣାଗ୍ରସ୍ତ ବଗି ହଟାଇବା କାମ। ମୋଟ ୨୧ଟି ବଗିକୁ ଧାରଣା ଉପରୁ ଉଠାଇଲା ରେସ୍କ୍ୟୁ ଟିମ୍। ଟ୍ରେନ ଚଳାଚଳ ସ୍ୱାଭାବିକ କରିବାକୁ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ବିଦ୍ୟୁତଖୁଣ୍ଟି ଓ ରେଳଧାରଣା ମରାମତି କାମ। ଏପରିକି…

ଦୁର୍ଲଭ ଦେବସ୍ନାନ ପୂର୍ଣ୍ଣିମା:…

ଓଏଲ୍‌ ବ୍ୟୁରୋ: ଆଜି ଶ୍ରୀଜିଉଙ୍କ ଦୁର୍ଲଭ ଦେବସ୍ନାନ ପୂର୍ଣ୍ଣିମା। ପ୍ରତିବର୍ଷ ଜ୍ୟେଷ୍ଠ ମାସ ଶୁକ୍ଳପକ୍ଷ ପୂର୍ଣ୍ଣିମା ତିଥିରେ ସ୍ନାନ ପୂର୍ଣ୍ଣିମା ହେଇଥାଏ। ଆଜି ଶ୍ରୀମନ୍ଦିରର ସ୍ନାନ ମଣ୍ଡପରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ପାରମ୍ପରିକ ରୀତିରେ ବେଦଧ୍ୱନି ପୂର୍ବକ ୧୦୮ କଳସୀ ଜଳରେ ସ୍ନାନ କରାଯିବ। ଏହା…

ଭୁବନେଶ୍ବରରେ କେନ୍ଦ୍ର…

ଓଏଲ୍‌ ବ୍ୟୁରୋ: ବାହାନଗା ରେଳ ଦୁର୍ଘଟଣାରେ ଆହତ ହୋଇଥିବା ଲୋକଙ୍କୁ ଭେଟିବେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ। ଏଥିପାଇଁ ସେ ଆଜି ସକାଳୁ ଭୁବନେଶ୍ବରରେ ପହଁଞ୍ଚିଛନ୍ତି। ପ୍ରଥମେ ସେ ଏମସ୍‌ ଯାଇଛନ୍ତି। ଏମସକୁ ଯାଇ ଟ୍ରେନ ଦୁର୍ଘଟଣାରେ ଆହତ ହୋଇଥିବା ବ୍ୟକ୍ତିଙ୍କୁ ଭେଟିବେ। ସେମାନଙ୍କ…