Odisha Link
Bridging the Missing Links in Odisha
Daily Archives

July 26, 2023

ହୋଇପାରିଲାନି ମହାପ୍ରଭୁଙ୍କ ବନକଲାଗି…

ଓଏଲ୍‌ ବ୍ୟୁରୋ: ଶ୍ରୀଜିଉଙ୍କ ବନକଲାଗି ବିବାଦ ସମାଧାନ ହେବା ବଦଳରେ ଦିନକୁ ଦିନ ବଢ଼ିବାରେ ଲାଗିଛି। ବନକଲାଗି ନୀତି କରିବା ନେଇ ପ୍ରଶାସନ ପକ୍ଷରୁ ଜାରି କରାଯାଇଥିବା ନିର୍ଦ୍ଦେଶ ପାଳନ କଲେନି ସେବାୟତ। ଯାହାଫଳରେ ଆଜି ବି ହୋଇପାରିଲାନି ମହାପ୍ରଭୁଙ୍କ ବନକଲାଗି। ଶ୍ରୀମନ୍ଦିରରେ ଚତୁର୍ଦ୍ଧାମୂର୍ତ୍ତିଙ୍କ…

ନବୀନଙ୍କୁ ଭେଟିଲେ ଟୋନି ବ୍ଳେୟର

ଓଏଲ୍‌ ବ୍ୟୁରୋ: ଓଡ଼ିଶା ଗସ୍ତରେ ବ୍ରିଟେନର ପୂର୍ବତନ ପ୍ରଧାନମନ୍ତ୍ରୀ ଟୋନି ବ୍ଲେୟାର। ଏହି ଗସ୍ତ ସମୟରେ ଟୋନି ବ୍ଲେୟାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନବୀନ ନିବାସରେ ଭେଟିଛନ୍ତି। ରାଜ୍ୟ ସରକାରଙ୍କ ୫-ଟି ବ୍ୟବସ୍ଥାକୁ ପ୍ରଶଂସା କଲେ ଟୋନି ବ୍ଲେୟାର। ପୂର୍ବତନ ବ୍ରିଟେନ ପ୍ରଧାନମନ୍ତ୍ରୀ…

ଉତ୍କଳ ପ୍ରକାଶକ ଓ ପୁସ୍ତକବିକ୍ରେତା ସଂଘର…

ଭୁବନେଶ୍ବର: ରାଜ୍ୟର ସର୍ବବୃହତ୍ତ ପ୍ରକାଶନ ସଂଘ 'ଉତ୍କଳ ପ୍ରକାଶକ ଓ ପୁସ୍ତକବିକ୍ରେତା ସଂଘ'ର ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ସଂଘ କାର୍ଯ୍ୟକାରୀ କମିଟିର ଏହି ବୈଠକରେ ରାଜ୍ୟର ପ୍ରକାଶକ ଓ ଲେଖକଙ୍କ ସମସ୍ୟା ସମ୍ବଳିତ ବିଭିନ୍ନ ପ୍ରସଙ୍ଗ ଉପରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ନିଷ୍ପତ୍ତି…

ନବୀନ ନିବାସରେ ୟୁକେର ପୂର୍ବତନ…

ଓଏଲ୍‌ ବ୍ୟୁରୋ: ନବୀନ ନିବାସରେ ୟୁକେର ପୂର୍ବତନ ପ୍ରଧାନମନ୍ତ୍ରୀ ଟୋନି ବ୍ଲେୟାର୍ ଉପସ୍ଥିତ ଥିବା ସୂଚନା ରହିଛି। ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ୟୁକେର ପୂର୍ବତନ ପ୍ରଧାନମନ୍ତ୍ରୀ ଟୋନି ବ୍ଲେୟାର୍ ଭେଟିଥିବା ଜଣା ପଡିଛି। ଉଭୟଙ୍କ ମଧ୍ୟରେ ପ୍ରାୟ ୧ ଘଣ୍ଟା ଧରି ଆଲୋଚନା ହୋଇଥିବା…

ଡାକ୍ତରୀ ଏକ ବୃତ୍ତି ନୁହେଁ, ଏକ ବ୍ରତ:…

ଓଏଲ୍‌ ବ୍ୟୁରୋ: କାଲିଠୁ ତିନିଦିନିଆ ଓଡ଼ିଶାରେ ଗସ୍ତରେ ଆସିଛନ୍ତି ମହାମହିମ। ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ଚଳଚଂଚଳ କଟକ ସହର। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଓଡ଼ିଶା ଗସ୍ତର ଆଜି ଦ୍ବିତୀୟ ଦିନ। ଓଡ଼ିଶା ଗସ୍ତର ଦ୍ବିତୀୟ ଦିନରେ ଅର୍ଥାତ ଆଜି କଟକରେ ଏକାଧିକ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଯୋଗ…

କଟକ ଗସ୍ତରେ ମହାମହିମ: ଏସସିବି ମେଡିକାଲ…

ଓଏଲ୍‌ ବ୍ୟୁରୋ: କାଲିଠୁ ତିନିଦିନିଆ ଓଡ଼ିଶାରେ ଗସ୍ତରେ ଆସିଛନ୍ତି ମହାମହିମ। ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ଚଳଚଂଚଳ କଟକ ସହର। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଓଡ଼ିଶା ଗସ୍ତର ଆଜି ଦ୍ବିତୀୟ ଦିନ। ଓଡ଼ିଶା ଗସ୍ତର ଦ୍ବିତୀୟ ଦିନରେ ଅର୍ଥାତ ଆଜି କଟକରେ ଏକାଧିକ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଯୋଗ…

ସଂସଦରେ ମହିଳା ସଂରକ୍ଷଣ ଦାବି: ବିଲ୍‌…

ଓଏଲ୍‌ ବ୍ୟୁରୋ: ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହୋଇଛି। ପ୍ରଥମଥର ପାଇଁ ନବନିର୍ମିତ ସଂସଦ ଭବନରେ ଅଧିବେଶନ ଅନୁଷ୍ଠିତ ହୋଇଛି। ଗୃହ କାର୍ଯ୍ୟ ଆରମ୍ଭ ଦିନରୁ ବିରୋଧୀଙ୍କ ହଟ୍ଟଗୋଳ ଦେଖିବାକୁ ମିଳିଛି। ବିରୋଧୀଙ୍କ ହଟ୍ଟଗୋଳ କାରଣରୁ ଗୃହ ମୁଲତବୀ ରଖାଯାଇଥିଲା। ପରେ ଗୃହ କାର୍ଯ୍ୟ ଆରମ୍ଭ ହୋଇଥିଲା। ସଂସଦର…

ପୁଲିସ ଇନ୍ସପେକ୍ଟରଙ୍କ ଆତ୍ମହତ୍ୟା…

ଓଏଲ୍‌ ବ୍ୟୁରୋ: କୋରାପୁଟର ଜଣେ ପୁଲିସ ଇନ୍ସପେକ୍ଟର ଆତ୍ମହତ୍ୟା ଉଦ୍ୟମ କରିଥିବା ଖବର ସାମ୍ନାକୁ ଆସିଛି। ଡ୍ୟୁଟିରେ ଥିବାବେଳେ ସର୍ଭିସ ରିଭଲବରରେ ନିଜକୁ ନିଜେ ଗୁଳି ମାରିଥିବା ଜଣା ପଡିଛି। କୋରାପୁଟର ଆତ୍ମହତ୍ୟା ଉଦ୍ୟମ କରିଥିବା ଇନ୍ସପେକ୍ଟର ଜଣକ ହେଉଛନ୍ତି ନରେନ୍ଦ୍ର ବିଶ୍ବାଳ। କିଛି ଦିନ ତଳେ…

ଓଡ଼ିଶାରେ ରାଷ୍ଟ୍ରପତି: ମା’…

ଓଏଲ୍‌ ବ୍ୟୁରୋ: କାଲିଠୁ ତିନିଦିନିଆ ଓଡ଼ିଶାରେ ଗସ୍ତରେ ଆସିଛନ୍ତି ମହାମହିମ। ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ଚଳଚଂଚଳ କଟକ ସହର। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଓଡ଼ିଶା ଗସ୍ତର ଆଜି ଦ୍ବିତୀୟ ଦିନ। ଓଡ଼ିଶା ଗସ୍ତର ଦ୍ବିତୀୟ ଦିନରେ ଅର୍ଥାତ ଆଜି କଟକରେ ଏକାଧିକ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଯୋଗ…

ନବ ଦାସ ହତ୍ୟା ମାମଲା: ଦୋଷ ମାନିବାକୁ…

ଓଏଲ୍‌ ବ୍ୟୁରୋ: ବହୁଚର୍ଚ୍ଚିତ ନବ ଦାସ ହତ୍ୟା ମାମଲାରେ ବୁଧବାର ଝାରସୁଗୁଡ଼ା ଜିଲ୍ଲା ଦୌରା ଜଜଙ୍କ କୋର୍ଟରେ ଅଭିଯୁକ୍ତ ଗୋପାଳ ଦାସ ହାଜର ହୋଇଛି। ଗତ ୧୩ ତାରିଖରେ ଗୋପାଳକୁ ଝାରସୁଗୁଡ଼ା ଜେଏମ୍ଏଫ୍ସି କୋର୍ଟରେ ହାଜର କରାଯାଇଥିଲା। ଏହାପରେ ମାମଲା ଉପର କୋର୍ଟକୁ ସ୍ଥାନାନ୍ତର ହୋଇଥିଲା। କୋର୍ଟରେ ହାଜର…