Odisha Link
Bridging the Missing Links in Odisha
Daily Archives

July 29, 2023

୨୦ ବର୍ଷ ପୂର୍ବେ ଥିଲେ ୧୯୨, ଏବେ…

ଓଏଲ୍‌ ବ୍ୟୁରୋ: ଆଜି ହେଉଛି ବିଶ୍ବ ବ୍ୟାଘ୍ର ଦିବସ। ବିଶ୍ବ ରାଷ୍ଟ୍ର ସଂଘ ଦ୍ବାରା ଘୋଷିତ ଜୁଲାଇ ମାସ ୨୯ ତାରିଖକୁ ସାରା ବିଶ୍ବରେ ବ୍ୟାଘ୍ର ଦିବସ ରୂପେ ପାଳନ କରାଯାଉଛି। ୧୯୦୦ ଖୀଷ୍ଟାବ୍ଦ ବେଳକୁ ପୃଥିବୀରେ ବ୍ୟାଘ୍ର ସଂଖ୍ୟା ୪୦୦୦୦ ଥିବା ବେଳେ, ୧୯୭୩ ବେଳକୁ ଏହାର ପ୍ରାୟ ବିଲୋପ ସାଧନ ହୋଇ ଆସିଥିଲା।…

୨୦୨୪ ନିର୍ବାଚନ: ନଡ୍ଡାଙ୍କ ନୂଆ ଟିମ୍‌;…

ଓଏଲ୍‌ ବ୍ୟୁରୋ: ଆଗକୁ ୨୦୨୪ ସାଧାରଣ ନିର୍ବାଚନ। ଏହାକୁ ନଜରରେ ରଖି ପ୍ରସ୍ତୁତି ଆରମ୍ଭ କରିଛି ଭାରତୀୟ ଜନତା ପାର୍ଟି। ବିଜେପି ରାଷ୍ଟ୍ରୀୟ ସଭାପତି ଜେ.ପି ନଡ୍ଡା ୩୮ ଜଣିଆ କେନ୍ଦ୍ରୀୟ ପଦାଧିକାରୀଙ୍କ ନାଁ ଘୋଷଣା କରିଛନ୍ତି । ଯେଉଁ ତାଲିକାରେ କିଛି ନୂଆ ଚେହେରାଙ୍କୁ ସ୍ଥାନ ମିଳିଛି। ଯେଉଁ ରାଜ୍ୟରେ…

ଜୁନ୍‌ ୪ରୁ ଟି-୨୦ ବିଶ୍ବକପ୍; ଭାଗ ନେବେ…

ଓଏଲ୍‌ ବ୍ୟୁରୋ: ଆରମ୍ଭ ହୋଇ ସାରିଲାଣି ୨୦୨୪ ଟି-୨୦ ବିଶ୍ବକପ୍‌ ପାଇଁ ପ୍ରସ୍ତୁତି। ପ୍ରକାଇ ପାଇଲା ୨୦୨୪ ଟି-୨୦ ମହାକୁମ୍ଭ ଖେଳସୂଚୀ। ଫଟାଫଟ୍‌ ମହାକୁମ୍ଭ ଜୁନ୍‌ ୪ ତାରିଖରୁ ଆରମ୍ଭ ହୋଇ ଜୁନ୍‌ ୩୦ ପର୍ଯ୍ୟନ୍ତ ଚାଲିବ। ମୋଟ ୧୦ ଷ୍ଟାଡିୟମରେ ଖେଳାଯିବ ମ୍ୟାଚ। ୨୭ ଦିନରେ ମୋଟ ୫୫ଟି ମ୍ୟାଚ ଖେଳାଯିବ। ଗତ…

ବିବାଦ ପରେ ମୁହଁ ଖୋଲିଲେ ପୋଲସରା…

ଓଏଲ୍‌ ବ୍ୟୁରୋ:ବିବାଦରେ ଛନ୍ଦି ହୋଇ ମନ୍ତ୍ରୀ ପଦ ହରାଇଥିବା ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ଦୀର୍ଘ ଦିନର ନିରବତା ଭାଙ୍ଗି ମୁହଁ ଖୋଲିଛନ୍ତି। ୨୦୨୪ ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ଆଗାମୀ ରାଜନୀତି ଭବିଷ୍ୟତ କ'ଣ ରହିବ ସେ ନେଇ ମୁହଁ ଖୋଲିଛନ୍ତି ଶ୍ରୀକାନ୍ତ ସାହୁ। ସେ ଗଣମାମଧ୍ୟମକୁ…