Odisha Link
Bridging the Missing Links in Odisha
Daily Archives

September 1, 2023

ନିଅଣ୍ଟିଆ ବର୍ଷା, ଓଡ଼ିଶାରେ ଦିନ…

ଓଏଲ୍ ବ୍ୟୁରୋ: ଦୁର୍ବଳ ମୌସୁମୀ ପ୍ରଭାବ ପାଇଁ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି। ଉପକୂଳ ଓଡ଼ିଶାରେ ଦିନ ତାପମାତ୍ରାରେ ୩ରୁ ୪ ଡିଗ୍ରୀ ବୃଦ୍ଧି ପାଇଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ଜାରି ହୋଇଛି। ଦିନ ତମାମ ଆର୍ଦ୍ରତା ୬୦ ପ୍ରତିଶତରୁ ଅଧିକ ରହୁଥିବାରୁ ଗୁଳୁଗୁଳି ଅନୁଭୂତ ହେଉଥିବା କୁହାଯାଉଛି।…

କମିଲା କମର୍ସିଆଲ ଗ୍ୟାସ୍‌ ଦର

ଓଏଲ୍‌ ବ୍ୟୁରୋ: ଆଜିଠୁ ଆରମ୍ଭ ହୋଇଛି ସେପ୍ଟେମ୍ୱର ମାସ। ଆଉ ମାସ ଆରମ୍ଭରୁ ଜନସାଧାରଣଙ୍କ ପାଇଁ ଆସିଲା ଖୁସି ଖବର। ଦେଶର ପେଟ୍ରୋଲିୟମ କମ୍ପାନୀ ମାସ ଆରମ୍ଭରୁ ଏଲ୍‌ପିଜି ସିଲିଣ୍ଡରର ନୂଆ ଦର ଲାଗୁ କରିଛନ୍ତି। ଫଳରେ ଆଜିଠୁ ଏଲ୍‌ପିଜି ସିଲିଣ୍ଡର ଦର ଶସ୍ତା ହୋଇଛି। କେବଳ କମର୍ସିଆଲ୍‌ ସିଲିଣ୍ଡର ଦର…

ଚର୍ଚ୍ଚାରେ ତାଳଚେର ବିଧାୟକ, ଅଫିସ…

ଓଏଲ୍ ବ୍ୟୁରୋ: ଚର୍ଚ୍ଚାରେ ତାଳଚେର ବିଧାୟକ। ବିଧାୟକଙ୍କ ଅଫିସ୍ ପରିସରରେ ବୋମା ପଡ଼ିଥିବା ସନ୍ଦେହ କରାଯାଉଥିବା ଖବର ସାମ୍ନାକୁ ଆସିଛି। ନନ୍ଦିରା ସ୍ଥିତ ଅଫିସ୍ ପରିସରରରେ ଗୋଟିଏ ବୋମା ପଡ଼ିଥିବା ଦେଖିବାକୁ ମିଳିଛି। ତେବେ ଏହି ବୋମା କେଉଁଠୁ ଆସିଲା ଓ କିଏ ରଖିଥିଲା ତାହା ଏଯାଏଁ ସ୍ପଷ୍ଟ ହୋଇନି।…

ଏକକ ନିର୍ବାଚନ: କେନ୍ଦ୍ର ସରକାର ନେଲେ ବଡ଼…

ଓଏଲ୍‌ ବ୍ୟୁରୋ: ଏକକ ନିର୍ବାଚନକୁ ନେଇ ଆଉ ପାଦେ ଆଗକୁ ବଢ଼ିଲା କେନ୍ଦ୍ର। ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ କମିଟି ଗଠିତ ହୋଇଛି। ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ କମିଟି ଗଠିତ କରାଯାଇଛି। କେନ୍ଦ୍ର ସରକାରଙ୍କ ରିପୋର୍ଟ ଦେବ କମିଟି। ଗଠିତ ହୋଇଥିବା କମିଟି ନିୟମକୁ ତଦାରଖ…