Odisha Link
Bridging the Missing Links in Odisha
Daily Archives

September 1, 2023

ଏସିଆ କପ୍‌ ୨୦୨୩: ଭାରତ ବିପକ୍ଷ…

ଓଏଲ୍‌ ବ୍ୟୁରୋ: ରାତି ପାହିଲେ ମହାମୁକାବିଲା। ଏସିଆ କପ୍‌ ୨୦୨୩ର ସବୁଠାରୁ ବଡ଼ ମୁକାବିଲା ଆସନ୍ତାକାଲି ଖେଳାଯିବ। ଏସିଆ କପ୍‌ର ୫୦ତମ ମ୍ୟାଚ୍‌ ଖେଳାଯିବ। ବିଶ୍ବ କ୍ରିକେଟର ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦୀ ଭାରତ ଓ ପାକିସ୍ତାନ ଆସନ୍ତାକାଲି ମୁହାଁମୁହିଁ ହେବେ। ଶନିବାର ଅପରାହ୍ନ ୩ଟାରେ ଭାରତ-ପାକିସ୍ତାନ…

ନୟାଗଡ଼ର କଣ୍ଟେଇମୁଣ୍ଡି ବାଇଗଣକୁ ମିଳିଲା…

ଓଏଲ୍ ବ୍ୟୁରୋ: ନୟାଗଡ଼ ଜିଲ୍ଲା ପାଇଁ ଗର୍ବ ଆଉ ଗୌରବ ପାଲଟିଛି କଣ୍ଟେଇ ମୁଣ୍ଡି ବାଇଗଣ। ନୟାଗଡ଼ ଜିଲ୍ଲାର ପ୍ରସିଦ୍ଧ କଣ୍ଟେଇମୁଣ୍ଡି ବାଇଗଣକୁ ମିଳିଲା ଜିଆଇ ଟ୍ୟାଗ୍। କେନ୍ଦ୍ର ସରକାର ଏହାକୁ ଜିଆଇ ଟ୍ୟାଗ ଦେବାକୁ ଅନୁମତି ଦେଇଛନ୍ତି। ଏହି ବାଇଗଣ ବିଶେଷ ଭାବେ କଣ୍ଟିଲୋର ମହାନଦୀ ଅବବାହିକାରେ ଚାଷ…

ମେଧାବୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ…

ଓଏଲ୍ ବ୍ୟୁରୋ: ମେଧାବୀ ଛାତ୍ରଛାତ୍ରୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା। ମାଗଣାରେ ମେଡିକାଲ ଓ ଇଂଜିନିୟରିଂ ପାଠ ପଢ଼ିବେ ଏସସି, ଏସଏସଟି ଛାତ୍ରଛାତ୍ରୀ। କେବଳ ସରକାରୀ ମେଡିକାଲ ଓ ଇଞ୍ଜିନିୟରିଂ ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀ ମାଗଣାରେ ପଢ଼ିବେ। ମୁଖ୍ୟମନ୍ତ୍ରୀ ମେଧାବୀ ଛାତ୍ର ପ୍ରୋତ୍ସାହନ…

ରିଲିଜ୍ ହେଲା ଓଡ଼ିଆ ଚଳଚ୍ଚିତ୍ର…

ଓଏଲ୍ ବ୍ୟୁରୋ: ଓଡ଼ିଆ ସାହିତ୍ୟରୁ ଓଡ଼ିଆ ସିନେମା ଅଭିମୁଖେ ଓଲିଉଡ ସିନେ ଜଗତ। ତେବେ ଆଜି ବହୁଚର୍ଚ୍ଚିତ ଓଡ଼ିଆ ଚଳଚ୍ଚିତ୍ର ପୁଷ୍କରାର ଟ୍ରେଲର ରିଲିଜ୍ ହୋଇସାରିଛି। ପୁରୀର ହଜିଯାଉଥିବା ଏକ କୌଳିକ ବୃତ୍ତି ଉପରେ ଆଧାରିତ ଏହି ଫିଲ୍ମରେ ସବ୍ୟସାଚୀଙ୍କ ବ୍ୟତୀତ ସୁପ୍ରୀୟା, ବିକାଶ ଚୌଧୁରୀ, ପିଣ୍ଟୁ ନନ୍ଦ,…

ରାଜଧାନୀରେ ବର୍ଷା, ଆସନ୍ତା ୪୮ ଘଣ୍ଟାରେ…

ଓଏଲ୍ ବ୍ୟୁରୋ: ରାଜ୍ୟରେ ମୌସୁମୀ ଦୁର୍ବଳ ହେତୁ ତାତି ଅନୁଭୁତ ହେଉଥିଲା। ମଧ୍ୟାହ୍ନ ପରେ ରାଜଧାନୀ ଭୁବେଶ୍ବରଠାରେ ବର୍ଷା ହେତୁ ଏକ ପ୍ରକାର ଥଣ୍ଡା ଅନୁଭୂତ ହେଉଛି। ଆସନ୍ତା ୩ସେପ୍ଟେମ୍ବର ବେଳକୁ ଉତ୍ତର ବଙ୍ଗୋପସାଗର ରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ପ୍ରଭାବରେ ପରବର୍ତୀ…

ତାଳଚେର ବିଧାୟକଙ୍କ କ୍ୟାମ୍ପରେ ବୋମା…

ଓଏଲ୍ ବ୍ୟୁରୋ: ଚର୍ଚ୍ଚାରେ ତାଳଚେର ବିଧାୟକ। ନନ୍ଦିରା ସ୍ଥିତ ଅଫିସ୍ ପରିସରରରେ ଗୋଟିଏ ବୋମା ପଡ଼ିଥିବା ଦେଖିବାକୁ ମିଳିଛି। ତେବେ ଏହି ବୋମା କେଉଁଠୁ ଆସିଲା ଓ କିଏ ରଖିଥିଲା ତାହା ଏଯାଏଁ ସ୍ପଷ୍ଟ ହୋଇନି। ତାଳଚେର ବିଧାୟକଙ୍କ କ୍ୟାମ୍ପରେ ବୋମା ପଡ଼ିଥିବା ଘଟଣାରେ ଆକ୍ସନ ନିଆଯାଇଛି। ଅନୁଗୁଳ ବୋମା…

ବିଦ୍ୟାଳୟରେ ଅଗ୍ନିକାଣ୍ଡ: ମଧ୍ୟାହ୍ନ…

ଓଏଲ୍ ବ୍ୟୁରୋ: ମଧ୍ୟାହ୍ନ ଭୋଜନ ରୋଷେଇ ବେଳେ ଏକ ସ୍କୁଲରେ ଅଘଟଣ ଘଟିଥିବା ଖବର ସାମ୍ନାକୁ ଆସିଛି। ରୋଷେଇ ସମୟରେ ଅଗ୍ନିକାଣ୍ଡ ଘଟିଥିବା ଖବର ସାମ୍ନାକୁ ଆସିଛି। ଗ୍ୟାସ୍ ସିଲିଣ୍ଡରରେ ନିଆଁ ଲାଗିବାରୁ ଏଭଳି ଅଘଟଣ ଘଟିଥିବା କୁହାଯାଉଛି। ଘଟଣାସ୍ଥଳରେ ଥିବା ପାଚିକା ଅଳ୍ପକେ ବର୍ତ୍ତିଯାଇଥିବା ଜଣା ପଡ଼ିଛି।…

ଯାଜପୁର ଗସ୍ତରେ ୫-ଟି ସଚିବ, ଲୋକଙ୍କ…

ଓଏଲ୍ ବ୍ୟୁରୋ: ତିନିଆ ଦିନିଆ ଯାଜପୁର ଜିଲ୍ଲା ଗସ୍ତର ଶେଷ ଦିନରେ ୫-ଟି ସଚିବ ଭି.କେ.ପାଣ୍ଡିଆନ ଜଅର (ଦାନଗଦି ବ୍ଲକ) ପଡ଼ିଆରେ ପହଂଚି ଥିଲେ। ଜନ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ପ୍ରାୟ ୨୫ ହଜାର ଲୋକଙ୍କ ସମାଗମ ଦେଖିବାକୁ ମିଳିଥିଲା। ଜିଲ୍ଲା ଗସ୍ତର ତୃତୀୟ ଦିନରେ ସକାଳୁ ସକାଳୁ ମାଆ…

ମିଶନ ସନ୍: ଆସନ୍ତାକାଲି ସୂର୍ଯ୍ୟ…

ଓଏଲ୍‌ ବ୍ୟୁରୋ: କାଲି ସକାଳ ପାହିଲେ ଇସ୍ରୋର ମିଶନ୍ ସନ୍ ବା ସୂର୍ଯ୍ୟ ଯାତ୍ରା ଆରମ୍ଭ ହେବ। ଆଦିତ୍ୟ-ଏଲ-୧ ମିଶନ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଭାରତର ପ୍ରଥମ ‘ସୂର୍ଯ୍ୟ’ ଯାତ୍ରା ରକେଟ୍ ପିଏସ୍ଏଲଭି-ସି-୫୭ ଉତକ୍ଷେତଣସ୍ଥଳରେ ପହଞ୍ଚି ସାରିଛି। ମହାକାଶରେ ରହି ଆଦିତ୍ୟ ଏଲ୍-୧ ସୂର୍ଯ୍ୟ ଉପରେ ତଥ୍ୟ…

ଆଗୁଆ ନିର୍ବାଚନ ହେଲେ ଅସୁବିଧା ନାହିଁ:…

ଓଏଲ୍ ବ୍ୟୁରୋ: ଏକକ ନିର୍ବାଚନ ପ୍ରସଙ୍ଗକୁ ନେଇ ଚର୍ଚ୍ଚା ଜୋର ଧରିିଥିବା ବେଳେ ବିଧାୟକ ବଦ୍ରି ପାତ୍ର ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ବୋଧେ ଏହା ଶେଷ ଅଧିବେଶନ। ଯଦି ଆଗୁଆ ନିର୍ବାଚନ ହୁଏ ତେବେ ଏହା ଶେଷ ଅଧିବେଶନ ହେବ। ସେ ଆହୁରି ମଧ୍ୟ କହିଛନ୍ତି, ଏକକ ନିର୍ବାଚନ ଆଇନ ଆସିଲେ ଆଗୁଆ…