Odisha Link
Bridging the Missing Links in Odisha

ଉତ୍ତରପ୍ରଦେଶରେ ଅଘଟଣ: ଭୁଶୁଡ଼ିଲା ୩ ମହଲା, ଚାଲିଗଲା ୨ ଜୀବନ

ଓଏଲ୍ ବ୍ୟୁରୋ: ଉତ୍ତର ପ୍ରଦେଶ ବାରବାଙ୍କିରେ ଘଟିଥିବା ଏକ ଅଘଟଣ ଖବର ସାମ୍ନାକୁ ଆସିଛି। ଉତ୍ତର ପ୍ରଦେଶ ବାରବାଙ୍କିରେ ୩ ମହଲା କୋଠା ଭୁଶୁଡ଼ି ୨ ଜଣଙ୍କ ଜୀବନ ଚାଲିଯାଇଛି। ଘଟଣାସ୍ଥଳରେ ଏସ୍‌ଡିଆର୍‌ଏଫ୍‌ ଟିମ ୧୨ ଜଣଙ୍କୁ ଉଦ୍ଧାର କରି ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି। ଆଉ ୩ରୁ ୪ ଜଣ ଭଗ୍ନାବଶେଷ ତଳେ ଫସି ରହିଥିବା ସନ୍ଦେହ କରାଯାଇଛି। ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ ପାଇଁ ଏନଡିଆର୍‌ଏଫ୍‌ର ସହାୟତା ଲୋଡ଼ାଗଲା।

Leave A Reply

Your email address will not be published.