Odisha Link
Bridging the Missing Links in Odisha
Daily Archives

September 4, 2023

ଲାଇମ୍‌ଲାଇଟ୍‌ରେ ଶାହରୁଖ୍‌ଙ୍କ ‘ଯବାନ’,…

ଓଏଲ୍ ବ୍ୟୁରୋ: ନିଜର ଅପକମିଂ ଫିଲ୍ମ ‘ଯବାନ’ ପାଇଁ ଏବେ ଲାଇମ୍‌ଲାଇଟ୍‌ରେ ଅଛନ୍ତି ସୁପର୍‌ଷ୍ଟାର୍ ଶାହରୁଖ୍‌ ଖାନ୍‌। ଆଗାମୀ ୭ ତାରିଖରେ ‘ଯବାନ’ ରିଲିଜ୍‌ ହେବାକୁ ଥିବା ବେଳେ ଏହାକୁ ନେଇ ଦର୍ଶକଙ୍କ ମନରେ ଢେର୍‌ ଉତ୍ସାହ ରହିଛି। ରିଲିଜ ପୂର୍ବରୁ ବକ୍ସ ଅଫିସରେ ଯବାନର କ୍ରେଜ୍। ଆଡଭାନ୍ସ ବୁକିଂରେ…

ସ୍ବୀକୃତିପ୍ରାପ୍ତ ସାପ ଧରାଳିଙ୍କ ପାଇଁ…

ଓଏଲ୍ ବ୍ୟୁରୋ: ସାପ ଧରାଳି ତଥା ସ୍ନେକ୍ ହେଲ୍ପଲାଇନ ସଦସ୍ୟଙ୍କ ପାଇଁ ଖୁସି ଖବର। ଏଣିକି ବୀମା ଯୋଜନାରେ ସାପ ଧରାଳି ସାମିଲ ହେବେ। ଏହାର ପ୍ରିମିୟମ ଭରିବ ଜଙ୍ଗଲ ଓ ପରିବେଶ ବିଭାଗ। ରାଜସ୍ୱ ବିଭାଗର ଓସ୍ଡମାକୁ ସାପ ଧରାଳିଙ୍କ ଟ୍ରେନିଂ ପାଇଁ ଜଙ୍ଗଲ ଓ ପରିବେଶ ବିଭାଗ ପ୍ରସ୍ତାବ ଦେବ। ଏନେଇ ରାଜସ୍ବ…

ପ୍ରବଳ ବର୍ଷାର ଆଶଙ୍କା! ରାଜ୍ୟର ବିଭିନ୍ନ…

ଓଏଲ୍ ବ୍ୟୁରୋ: ରାଜ୍ୟରେ କିଛି ଜିଲ୍ଲାରେ ତାତିରୁ ଏକପ୍ରକାର ତ୍ରାହି ମିଳିଛି। ପୂର୍ବରୁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସହ ଘଡ଼ଘଡ଼ି ଓ ବିଜୁଳି ଅନୂଭତ ହୋଇଥିଲା। ବର୍ଷା ପ୍ରଭାବରେ ବିଭିନ୍ନ ସ୍ଥାନରେ ପାଣି ଜମିଥିବା ଦେଖିବାକୁ ମିଳିଥିଲା। ରାଜଧାନୀରେ ଅଚାନକ ବର୍ଷା ହେବାରୁ ବିଭିନ୍ନ…

ଜାଗା ମିଶନ: ୬ଟି କିସ୍ତିରେ ଦେବାକୁ…

ଓଏଲ୍‌ ବ୍ୟୁରୋ: ଜାଗା ମିଶନ ନେଇ ଆଜି ଆଉ ଏକ ବଡ଼ ଘୋଷଣା ହୋଇଛି। ବସ୍ତିବାସିନ୍ଦା ୬ ମାସରେ ୬ଟି କିସ୍ତିରେ ଦେଇ ପ୍ରିମିୟମ ଟଙ୍କା ସୁଝିବେ। ଏନେଇ ଆଜି ବିଏମସି କମିଶନର ବିଜୟ ଅମୃତା କୁଲାଙ୍ଗେ ସୂଚନା ଦେଇଛନ୍ତି। ବିଏମସି କାର୍ଯ୍ୟାଳୟରେ ହିତାଧିକାରୀଙ୍କ ଭିଡ ପରେ କମିଶନର ଏହି ସୂଚନା ଦେଇଛନ୍ତି।…

ଅନଲାଇନ ଚିଟ୍‌ଫଣ୍ଡ: ୩ ଅଭିଯୁକ୍ତଙ୍କ…

ଓଏଲ୍‌ ବ୍ୟୁରୋ: ଆଜିକାଲି ବିଭିନ୍ନ ଉପାୟ ଅବଲମ୍ବନ କରି ଠକମାନେ ଠକେଇ କରିବାରେ ଲାଗିଛନ୍ତି। କେତେବେଳେ ବ୍ୟାଙ୍କ ସାମ୍ନାରୁ ମାରଣାସ୍ତ୍ର ଦେଖାଇ ତ କେତେବେଳେ ଅନଲାଇନ ଠକେଇ। ତେବେ ଅନଲାଇନ୍ ସ୍କାମ୍‌ ଘଟଣାରେ ୩ ଚାଇନିଜ୍‌ଙ୍କ ନାଁରେ ଲୁକ୍‌ ଆଉଟ୍‌ ସର୍କୁଲାର୍ ଜାରି କରାଯାଇଛି। ଇଓଡବ୍ଲୁ ଚିଠି ଆଧାରରେ…

ସଚିବ ବଡ଼ ନା ମନ୍ତ୍ରୀ ବଡ଼ ପ୍ରସଙ୍ଗ:…

ଓଏଲ୍‌ ବ୍ୟୁରୋ: ରାଜ୍ୟ ରାଜନୀତିରେ ଆରମ୍ଭ ହୋଇଛି ହଟଚମଟ। ବିରୋଧୀ ଦଳ ନେତା ରାଜ୍ୟ ସରକାରଙ୍କୁ ଟାର୍ଗେଟ କରୁଥିବାବେଳେ ଏନେଇ ବିରୋଧୀଙ୍କୁ କଡ଼ା ଜବାବ ଦେଇଛନ୍ତି ବିଜେଡିର ବରିଷ୍ଠ ନେତା। ବିଜେଡି ସଚିବ ବଡ଼ ନା ମନ୍ତ୍ରୀ ବଡ଼ ପ୍ରସଙ୍ଗରେ ମନ୍ତ୍ରୀ ବଡ଼ ବୋଲି ବରିଷ୍ଠ ବିଜେଡି ନେତା ଦେବାଶିଷ ସାମନ୍ତରାୟ…

ଆଜି ସନ୍ଧ୍ୟାରେ ନବୀନ ନିବାସରେ ବୈଠକ,…

ଓଏଲ୍‌ ବ୍ୟୁରୋ: ଆଜି ସନ୍ଧ୍ୟାରେ ନବୀନ ନିବାସରେ ବିଜୁ ଜନତା ଦଳର ଗୁରୁତ୍ୱପୂର୍ଣ୍ଣ ବୈଠକ ଆୟୋଜିତ ହେବା ନେଇ ସୂଚନା ରହିଛି। ଜିଲ୍ଲା ପର୍ଯ୍ୟବେକ୍ଷକଙ୍କ ସମେତ ବରିଷ୍ଠ ନେତାଙ୍କୁ ଡାକରା ଦିଆଯାଇଛି। ଆଗାମୀ ନିର୍ବାଚନ ନେଇ ପ୍ରସ୍ତୁତି, ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମ, ଗାନ୍ଧୀ ଜୟନ୍ତୀରୁ ପଦଯାତ୍ରା,…

ବାହାନଗା ରେଳ ଦୁର୍ଘଟଣା: ଏବେବି ଅପରିଚିତ…

ଓଏଲ୍‌ ବ୍ୟୁରୋ: ବାଲେଶ୍ବରର ବାହାନଗାରେ ହୋଇଥିବା ମର୍ମନ୍ତୁଦ ଟ୍ରେନ୍‌ ଦୁର୍ଘଟଣାକୁ ୩ ମାସ ପୂରି ସାରିଛି। ହେଲେ ଆଜି ପର୍ଯ୍ୟନ୍ତ ଆହୁରି ୨୮ଟି ମୃତଦେହର ପରିଚୟ ଜଣାପଡ଼ି ନାହିଁ। ସମସ୍ତ ମୃତଦେହକୁ ଗୋଟିଏ କଣ୍ଟେନରରେ ସଂରକ୍ଷଣ କରି ଏମ୍ସ ପରିସରରେ ରଖାଯାଇଛି। ତେବେ ଦୁର୍ଘଟଣାର ଏତେ ଦିନ ପରେ ବି…

ଆଗକୁ ସାଧାରଣ ନିର୍ବାଚନ: କଂଗ୍ରେସରେ…

ଓଏଲ୍‌ ବ୍ୟୁରୋ: ୨୦୨୪ ସାଧାରଣ ନିର୍ବାଚନ ଓ ଓଡ଼ିଶା ବିଧାନସଭା ନିର୍ବାଚନକୁ ଆଉ ଏକ ବର୍ଷରୁ କମ୍‌ ସମୟ ରହିଛି। ନିର୍ବାଚନ ଯେତେ ପାଖଉଛି ରାଜନୈତିକ ପାଣିପାଗ ସେତେ ବଦଳିବାରେ ଲାଗିଛି। ଯାହାକୁ ନଜରରେ ରଖି ଏବେଠୁ ସମସ୍ତ ରାଜନୈତିକ ଦଳ ଅଙ୍କକଷା ଆରମ୍ଭ କରିଲେଣି। ଏହାରି ମଧ୍ୟରେ ଆନୁଷ୍ଠାନିକ ଭାବେ…

ଜଣେ ରୋଗୀଙ୍କୁ ଭୁଲ୍ ରକ୍ତ ଦିଆଯିବା…

ଓଏଲ୍‌ ବ୍ୟୁରୋ: କଟକରେ ରକ୍ତ ଅଦଳବଦଳ ଘଟଣା ସାମ୍ନାକୁ ଆସିଥିଲା। ଏହି ଘଟଣାରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। କେନ୍ଦ୍ରୀୟ ରେଡ୍‌କ୍ରସ ରକ୍ତଭଣ୍ଡାରର ୪ ଟେକ୍ନିସିଆନ୍‌ଙ୍କୁ ନିଲମ୍ବିତ କରାଯାଇଛି। ରକ୍ତଭଣ୍ଡାର ନିର୍ଦ୍ଦେଶକ ୪ ଜଣଙ୍କୁ ନିଲମ୍ବିତ କରିଛନ୍ତି। ଖବର ଅନୁସାରେ, ଗତ ୨୯ ତାରିଖରେ…