ଶ୍ରୀମନ୍ଦିର ରତ୍ନଭଣ୍ଡାର ମାମଲା: ଆଜି…
ଓଏଲ୍ ବ୍ୟୁରୋ: ଶ୍ରୀମନ୍ଦିର ରତ୍ନଭଣ୍ଡାର ମାମଲାରେ ଏକ ବଡ ଖବର ସାମ୍ନାକୁ ଆସିଥିଲା। ହାଇକୋର୍ଟରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ମାମଲା ଶୁଣାଣି ଶେଷ ହୋଇଥିଲା। ଏହି ମାମଲାର ଶୁଣାଣି ଶେଷ ହେବା ସହ ରାୟ ସଂରକ୍ଷିତ ରଖାଯାଇଥିଲା। ତେବେ ଆଜି ପ୍ରକାଶ ପାଇବ ରତ୍ନଭଣ୍ଡାର ମାମଲାର ରାୟ। ଦିନ ୨ଟାରେ ହାଇକୋର୍ଟ…