Odisha Link
Bridging the Missing Links in Odisha
Daily Archives

September 29, 2023

ପାକିସ୍ତାନରେ ଅଘଟଣ: ବଡ଼ ଧରଣର…

ଓଏଲ୍‌ ବ୍ୟୁରୋ: ପାକିସ୍ତାନରେ ଅଘଟଣ ଘଟିଥିବା ଖବର ସାମ୍ନାକୁ ଆସିଛି। ବଡ଼ ଧରଣର ବିସ୍ଫୋରଣରେ ୨୫ ଜୀବନ ଚାଲିଯାଇଛି। ପାଖାପାଖି ୭୦ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ବାଲୋଚିସ୍ତାନ ମାସ୍ତୁଙ୍ଗ ଜିଲ୍ଲାର ଏକ ମସଜିଦ୍‌ ନିକଟରେ ଏହି ବିସ୍ଫୋରଣ ହୋଇଛି। ପର୍ବ ପାଳନ ପାଇଁ ଏକତ୍ରିତ ହୋଇଥିବା ବେଳେ…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଚାଲିଗଲା ୩…

ଓଏଲ୍‌ ବ୍ୟୁରୋ: ଆନନ୍ଦପୁରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଥିବା ଖବର ସାମ୍ନାକୁ ଆସିଛି। ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ହୋଇଛି। ଆନନ୍ଦପୁର-କରଞ୍ଜିଆ ରାସ୍ତା ପଦ୍ମପୁର ଗେଟ୍‌ ନିକଟରେ ଦୁର୍ଘଟଣା ଘଟିଛି। ମୃତକଙ୍କ ମଧ୍ୟରେ ୨ଜଣ ପୁରୁଷ ଏବଂ ଜଣେ ମହିଳା ସୂଚନା ରହିଛି। ବାଇକରେ…

ହୃଦୟ ପାଇଁ ଦିନଟିଏ: ବିଶ୍ଵ ହୃଦୟ ଦିବସରେ…

ଓଏଲ୍‌ ବ୍ୟୁରୋ: ପ୍ରତିବର୍ଷ ସେପ୍ଟେମ୍ବର ୨୯ ତାରିଖରେ ‘ବିଶ୍ୱ ହୃଦୟ ଦିବସ’ ପାଳନ କରାଯାଏ। ସାଧାରଣ ଲୋକଙ୍କୁ ହୃତପିଣ୍ଡ ସ୍ୱାସ୍ଥ୍ୟ ବାବଦରେ ସଚେତନ କରାଇବା ଲାଗି ଏହି ଦିବସ ପାଳନ ହେଉଛି। ମଣିଷ ଶରୀରର ହାର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ଏହା ପୂରା ଶରୀରକୁ ଶକ୍ତି ଯୋଗାଏ। ହାର୍ଟ ସୁସ୍ଥ ରହିଲେ…

ଲୁଗା ଦୋକାନରେ ଅଗ୍ନିକାଣ୍ଡ ଘଟଣା: ନିଆଁ…

ଓଏଲ୍‌ ବ୍ୟୁରୋ: କଟକ ଚୌଧୁରୀ ବଜାରର ଏକ ଲୁଗା ଦୋକାନରେ ଅଗ୍ନିକାଣ୍ଡ ହୋଇଥିବା ଖବର ସାମ୍ନାକୁ ଆସିଛି। ୪ ଘଣ୍ଟାରୁ ଅଧିକ ହେଲାଣି ହୁତୁହୁତୁ ହୋଇ ଜଳୁଥିଲା ଦୋକାନ। ପ୍ରାୟ ୪ ଘଣ୍ଟା ପରେ ଚୌଧୁରୀ ବଜାର ନିଆଁ ଆୟତ୍ତ ହୋଇଥିଲା। ୯ଟି ଅଗ୍ନିଶମ ଟିମ୍‌ର ଅକ୍ଲାନ୍ତ ପରିଶ୍ରମ ପରେ ନିଆଁ ଆୟତ୍ତ କରାଯାଇଛି।…

ବାପା-ଝିଅ ବୈତରଣୀରେ ନିଖୋଜ ଘଟଣା:…

ଓଏଲ୍‌ ବ୍ୟୁରୋ: ମଣିଷର ମାନସିକ ସ୍ତର କେତେବେଳେ ତାକୁ କେଉଁ ଦିଗକୁ ନେଇଯାଏ ତାହାର କୌଣସି ଆକାର ନଥାଏ। କେତେବେଳେ କାହା ଚାପରେ ତ କେତେବେଳେ ଅପ୍ରୀତିକର ପରିସ୍ତିତିକୁ ସାମ୍ନା କରି। ତେବେ ଏଭଳି ଏକ ହୃଦୟ ବିଦାରକ ଘଟଣା ଭଦ୍ରକରୁ ଆସିଛି। କୁନିଝିଅକୁ ଧରି ବାପା ବୈତରଣୀକୁ ଡେଇଁ ନିଖୋଜ ହେବା ଘଟଣାରେ ଏକ…

ଭାରତ ପାଇଁ ଗର୍ବର ବିଷୟ: ଏସୀୟ…

ଓଏଲ୍‌ ବ୍ୟୁରୋ: ଭାରତ ପାଇଁ ଗର୍ବର ବିଷୟ। ଚୀନର ହାଙ୍ଗଝୌରେ ଖେଳାଯାଉଥିବା ୧୯ ତମ ଏସିଆନ୍‌ ଗେମ୍ସରେ ଭାରତୀୟ ଖେଳାଳିଙ୍କ ଦବଦବା ଜାରି ରହିଛି। ଏସୀୟ କ୍ରୀଡ଼ା ସୁଟିଂରେ ପୁଣି ଭାରତକୁ ସ୍ୱର୍ଣ୍ଣ ପଦକ ମିଳିଛି। ମହିଳା ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟରେ ସ୍ୱର୍ଣ୍ଣ ମିଳିଛି। ଭାରତ ପାଇଁ ସ୍ୱର୍ଣ୍ଣ…

ପୋଖରୀରେ ଗାଧୋଇବା ହେଲା କାଳ, ପାଣିରେ…

ଓଏଲ୍‌ ବ୍ୟୁରୋ: ବାଲେଶ୍ୱର ପୋଖରୀରେ ୨ ନାବାଳିକା ସାଙ୍ଗ ଗାଧୋଇବା ବେଳେ ଅଘଟଣ ଘଟିଥିବା ଖବର ସାମ୍ନାକୁ ଆସିଛି। ସଦର ଥାନା ଓଡ଼ଙ୍ଗି ଗାଁ ପୋଖରୀରେ ଗାଧୋଇବା ବେଳେ ଅଘଟଣ ଘଟିଛି। ପୋଖରୀରେ ଗାଧୋଇବା ସମୟରେ ୨ ସାଙ୍ଗ ବୁଡ଼ି ଯାଇଥିଲେ। ପରେ ୨ ନାବାଳିକା ସାଙ୍ଗଙ୍କ ମୃତ୍ୟୁ ହୋଇଥିବା ଜଣା ପଡିଛି।…

ଉପରମୁହାଁ ସ୍କ୍ରବ୍‌ ଟାଇଫସ୍‌:…

ଓଏଲ୍‌ ବ୍ୟୁରୋ: ସାରା ରାଜ୍ୟରେ ଡେଙ୍ଗୁ ଓ ମ୍ୟାଲେରିଆକୁ ନେଇ ଭୟ ଲାଗି ରହିଥିବାବେଳେ ଏବେ ଆଉ ଏକ ଆତଙ୍କ ଦେଖିବାକୁ ମିଳିଛି। ବର୍ତ୍ତମାନ ସ୍କ୍ରବ ଟାଇଫସ୍‌ ଭୂତାଣୁ ଜନିତ ରୋଗର ଆତଙ୍କ ଓଡ଼ିଶାରେ ଦେଖିବାକୁ ମିଳିଛି। ଆଜି ଆଉ ୯ ସ୍କ୍ରବ ଟାଇଫସ୍‌ ଆକ୍ରାନ୍ତ ଚିହ୍ନଟ କରାଯାଇଛି। ସୁନ୍ଦରଗଡ଼ରେ ଜିଲ୍ଲାରେ…

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ,…

ଓଏଲ୍‌ ବ୍ୟୁରୋ: ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ଜାରି ରହିଥିଲା। ଲଘୁଚାପ ପ୍ରଭାବରେ ହେଉଥିବା ବର୍ଷାର ପରିମାଣ କମିବାର ଆଶଙ୍କା କରାଯାଉଥିବାବେଳେ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇଛି। ଏହା ସହ ପରବର୍ତ୍ତୀ ୪୮ ଘଣ୍ଟାରେ ଏହା ଲଘୁଚାପ ରୂପ ନେଇପାରେ ବୋଲି ଆଶଙ୍କା…

କଟକର ଏକ ଲୁଗା ଦୋକାନରେ ଅଗ୍ନିକାଣ୍ଡ,…

ଓଏଲ୍‌ ବ୍ୟୁରୋ: କଟକ ଚୌଧୁରୀ ବଜାରର ଏକ ଲୁଗା ଦୋକାନରେ ଅଗ୍ନିକାଣ୍ଡ ହୋଇଥିବା ଖବର ସାମ୍ନାକୁ ଆସିଛି। ୩ ଘଣ୍ଟାରୁ ଅଧିକ ହେଲାଣି ହୁତୁହୁତୁ ହୋଇ ଜଳୁଛି ଦୋକାନ। ତଳ ମହଲାରେ ନିଆଁ ଲାଗିବା ପରେ ଉପର ମହଲାକୁ ବ୍ୟାପିବାରେ ଲାଗିଛି। ନିଆଁ ଲାଗିବାର କାରଣ ସ୍ପଷ୍ଟ ହୋଇନଥିବାବେଳେ ଘଟଣାସ୍ଥଳରେ ୧୦ଟି…