Odisha Link
Bridging the Missing Links in Odisha
Daily Archives

October 14, 2023

ବୋଲିଂ ପରେ ବ୍ୟାଟିଂରେ କମାଲ କଲା ଟିମ୍‌…

ଓଏଲ୍‌ ବ୍ୟୁରୋ: ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଟିମ୍‌ ଇଣ୍ଡିଆର ଦମଦାର ବିଜୟ। ଦିନିକିଆ ବିଶ୍ବକପ୍‌ର ୧୨ ତମ ମୁକାବିଲାରେ ପାକିସ୍ତାନକୁ ୭ ଓ୍ବିକେଟରେ ହରାଇଲା ଭାରତ। ବୋଲିଂ ପରେ ବ୍ୟାଟିଂରେ ଦମଦାର ପ୍ରଦର୍ଶନ କରି ସହଜ ବିଜୟ ହାସଲ କରିଛି ଭାରତ। ୧୯୨ ରନର ବିଜୟ ଲକ୍ଷ୍ୟକୁ ଭାରତ ଓଭରରେ ହାସଲ କରି…

ଡମପଡ଼ାରେ କେନ୍ଦ୍ରୀୟ ସୁବିଧା କେନ୍ଦ୍ର…

ବାଙ୍କୀ/ଡ଼ମପଡା: ମାର୍ଟ ଏକାଡେମୀ ଏବଂ ଏସବିଆଇ ଫାଉଣ୍ଡେସନ ଆନୁକୁଲ୍ୟରେ ଅକ୍ଟୋବର ୧୩ ତାରିଖ ଦିନ ବାଙ୍କୀ ଡମପଡ଼ା କ୍ଲଷ୍ଟର ଅନ୍ତର୍ଗତ ୫ ଖଣ୍ଡ ପଞ୍ଚାୟତ ର ୧୧ ଟି ଗାଁର ଅଗ୍ରଣୀ ଚାଷୀ ମାନଙ୍କୁ ନେଇ ଏକ କେନ୍ଦ୍ରୀୟ ସୁବିଧା କେନ୍ଦ୍ର ଉଦଘାଟନ ସମାରୋହ ଅନୁଷ୍ଠିତ ହୋଇ ଯାଇଛି। ଏହି ସଭାରେ…

ଭାରତ-ପାକିସ୍ତାନ ମହାମୁକାବିଲା: ପ୍ରଥମେ…

ଓଏଲ୍‌ ବ୍ୟୁରୋ: ଦିନିକିଆ ବିଶ୍ବକପ୍‌ ୨୦୨୩ର ୧୨ ତମ ମୁକାବିଲାରେ ମୁହାଁମୁହିଁ ହୋଇଛନ୍ତି ଭାରତ-ପାକିସ୍ତାନ। ଟସ୍‌ ଜିତି ପ୍ରଥମେ ବୋଲିଂ କରିବାର ନିଷ୍ପତ୍ତି ନେଇଛନ୍ତି ଭାରତୀୟ ଅଧିନାୟକ ରୋହିତ ଶର୍ମା। ଯାହାଫଳରେ ପ୍ରଥମେ ବ୍ୟାଟିଂ କରିବାକୁ ପଡ଼ିଆକୁ ଓହ୍ଲାଇବ ପାକିସ୍ତାନ। ଗୋଟିଏ ପରିବର୍ତ୍ତନ ସହିତ…

ଆଜି ଭାରତ-ପାକିସ୍ତାନ ମହାମୁକାବିଲା:…

ଓଏଲ୍‌ ବ୍ୟୁରୋ: ଆଉ କିଛି ସମୟର ଅପେକ୍ଷା। ଦିନିକିଆ କ୍ରିକେଟ ବିଶ୍ବକପ୍‌ ୨୦୨୩ର ୧୨ ତମ ମୁକାବିଲାରେ ଦେଖିବାକୁ ମିଳିବ ଭାରତ-ପାକିସ୍ତାନ ହାଇଭୋଲଟେଜ ଟକ୍କର। ଅପରାହ୍ଣ ୨ଟାରେ ଏହି ମହାମୁକାବିଲା ଆରମ୍ଭ ହେବ। ଏଥିପାଇଁ ସଂପୂର୍ଣ୍ଣ ଅହମଦାବାଦ ସହରକୁ ହାଇ ଆଲର୍ଟରେ ରଖାଯାଇଛି। ମ୍ୟାଚ୍‌ର ୪୮ ଘଣ୍ଟା…