Odisha Link
Bridging the Missing Links in Odisha
Daily Archives

October 27, 2023

ଓଡ଼ିଆ ପୁଅ ରଶ୍ମିରଞ୍ଜନ ଜମ୍ମୁକଶ୍ମୀରର…

ଓଏଲ୍‌ ବ୍ୟୁରୋ: ଭାରତ ସରକାର ପୁଣିଥରେ ଓଡ଼ିଆ ପୁଅଙ୍କୁ ଦେଲେ ଗୁରୁ ଦାୟିତ୍ବ। ୧୯୯୧ କ୍ୟାଡରର ଆଇପିଏସ୍‌ ଅଧିକାରୀ ତଥା ଓଡ଼ିଆ ପୁଅ ରଶ୍ମିରଞ୍ଜନ ସ୍ବାଇଁଙ୍କୁ ଜମ୍ମୁ କଶ୍ମୀରର ନୂତନ ପୁଲିସ ମହାନିର୍ଦ୍ଦେଶକ ନିଯୁକ୍ତି ପାଇଛନ୍ତି। ବର୍ତ୍ତମାନ ଜମ୍ମୁ-କଶ୍ମୀର ସିଆଇଡିର ସ୍ୱତନ୍ତ୍ର ଡିଜି ଭାବେ କାମ କରୁଥିବା…

ପରଲୋକରେ ଓଡ଼ିଆ ଆଧୁନିକ ସଙ୍ଗୀତର ବାଦଶାହ…

ଓଏଲ୍‌ ବ୍ୟୁରୋ: ଆଉ ନାହାନ୍ତି ଓଡ଼ିଶାର ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ସ୍ବରୂପ ନାୟକ। ଆଜି ତାଙ୍କର ଦେହାନ୍ତ ହୋଇଛି। କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଅବସ୍ଥାରେ ତାଙ୍କର ମୃତ୍ୟୂ ହୋଇଛି। ଦୀଘଦିନ ଧରି ସେ କ୍ୟାନସରରେ ପୀଡିତ ହୋଇ ଚିିକିତ୍ସିତ ଥିଲେ। ବହୁ ଓଡ଼ିଆ ଚଳଚ୍ଚିତ୍ରରେ ସେ…

୫-ଟି ଅଧ୍ୟକ୍ଷଙ୍କୁ ଭେଟିଲେ ରାଜ୍ୟ…

ଓଏଲ୍‌ ବ୍ୟୁରୋ: ସ୍ବେଚ୍ଛାକୃତ ଅବସର ନେଇଛନ୍ତି ୫-ଟି ସଚିବ ଭିକେ ପାଣ୍ଡିଆନ୍। ୫-ଟି ସଚିବ ଥିବା ଶ୍ରୀ ପାଣ୍ଡିଆନ୍‌ ୫-ଟି ଅଧ୍ୟକ୍ଷ ହୋଇଥିବାବେଳେ ସରକାରୀ ଚାକିରିରୁ ସ୍ୱେଚ୍ଛାକୃତ ଅବସର ପରେ ଭିକେ ପାଣ୍ଡିଆନଙ୍କୁ ୫-ଟି ଅଧ୍ୟକ୍ଷ ନିଯୁକ୍ତି ମିଳିଛି। ଏହା ପରେ ୫ଟି ଓ ନବୀନ ଓଡ଼ିଶାର ଅଧ୍ୟକ୍ଷ ଭି.କେ…

୩ ଦିନ ହେବ ଉପବାସରେ ଶ୍ରୀଲିଙ୍ଗରାଜ;…

ଓଏଲ୍‌ ବ୍ୟୁରୋ: ଲିଙ୍ଗରାଜ ମହାପ୍ରଭୁଙ୍କ ନୀତିକାନ୍ତିରେ ବିଭ୍ରାଟ ହୋଇଛି। ତିନି ଦିନ ହେବ ଠାକୁରଙ୍କ ନୀତି ବନ୍ଦ ହୋଇଯାଇଛି। ତିନି ଦିନ ହେବ ଠାକୁରଙ୍କ ନୀତି ବନ୍ଦ ହୋଇଥିବାରୁ ଭକ୍ତଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖା ଦେଇଛି। ତେବେ ଆଜି ବିବାଦର ସମାଧାନ ହେବା ନେଇ ସେବାୟତ ଓ ମନ୍ଦିର ପ୍ରଶାସନ ଆଶା…

ନିର୍ବାଚନ ୨୦୨୪: ଏଥର ନେତା ବାଛିବେ ୩…

ଓଏଲ୍‌ ବ୍ୟୁରୋ: ପାଖେଇ ଆସୁଛି ସାଧାରଣ ନିର୍ବାଚନ। ନିର୍ବାଚନକୁ ନଜରରେ ରଖି ବିଭିନ୍ନ ପ୍ରକାର ପୂର୍ବ ପ୍ରସ୍ତୁତି ଆରମ୍ଭ ହୋଇଥିବାବେଳେ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ମଧ୍ୟ ଆରମ୍ଭ ହେବ। ଅକ୍ଟୋବର ୨୭ରୁ ଡିସେମ୍ବର ୯ ଯାଏଁ ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ କରାଯିବ। ତେବେ ଏନେଇ ପୁରୀ ବେଳାଭୂମିରେ…

ନବୀନ ନିବାସରେ ଭିଡ଼; ୫-ଟି ଓ ନବୀନ…

ଓଏଲ୍‌ ବ୍ୟୁରୋ: ସ୍ବେଚ୍ଛାକୃତ ଅବସର ନେଇଛନ୍ତି ୫-ଟି ସଚିବ ଭିକେ ପାଣ୍ଡିଆନ୍। ୫-ଟି ସଚିବ ଥିବା ଶ୍ରୀ ପାଣ୍ଡିଆନ୍‌ ୫-ଟି ଅଧ୍ୟକ୍ଷ ହୋଇଥିବାବେଳେ ସରକାରୀ ଚାକିରିରୁ ସ୍ୱେଚ୍ଛାକୃତ ଅବସର ପରେ ଭିକେ ପାଣ୍ଡିଆନଙ୍କୁ ୫-ଟି ଅଧ୍ୟକ୍ଷ ନିଯୁକ୍ତି ମିଳିଛି। ଏହା ପରେ ୫ଟି ଓ ନବୀନ ଓଡ଼ିଶାର ଅଧ୍ୟକ୍ଷ ଭି.କେ…

କାଲିଠୁ କାର୍ତ୍ତିକ ମାସ ଆରମ୍ଭ, ରାଜ୍ୟ…

ଓଏଲ୍‌ ବ୍ୟୁରୋ: ଆସନ୍ତାକାଲିଠୁ ଆରମ୍ଭ ହେବାକୁ ଯାଉଛି ହିନ୍ଦୁ ଧର୍ମର ଧାର୍ମିକ ମାସ ଯାହାକୁ କାର୍ତ୍ତିକ ମାସ ବୋଲି କୁହାଯାଏ। ତେବେ ଏହି ମାସରେ ବିଭିନ୍ନ ବ୍ୟକ୍ତି ହବିଷ କରିଥାନ୍ତି। ତେବେ ଏଥି ପାଇଁ ରାଜ୍ୟ ସରକାର ହବିଷ୍ୟାଳି ଯୋଜନା ରମ୍ଭ କରିଛନ୍ତି। ହବିଷ୍ୟାଳି ଯୋଜନା ପାଇଁ ପୁରୀ ଜିଲ୍ଲାପାଳଙ୍କ…

ରାଜ୍ୟ ସରକାରଙ୍କ ‘ତୀର୍ଥଯାତ୍ରା…

ଓଏଲ୍‌ ବ୍ୟୁରୋ: ବରିଷ୍ଠ ନାଗରିକଙ୍କ ପାଇଁ ଖୁସି ଖବର। ରାଜ୍ୟ ସରକାର ବରିଷ୍ଠ ନାଗରିକ ତୀର୍ଥଯାତ୍ରୀ ଯୋଜନାରେ ନଭେମ୍ବର ୧ରୁ ଆବେଦନ ଆରମ୍ଭ ହେବ। ରାଜ୍ୟର ବରିଷ୍ଠ ଲୋକମାନଙ୍କୁ ଦେଶର ବିଭିନ୍ନ ତୀର୍ଥସ୍ଥାନ ଭ୍ରମଣ ପାଇଁ ୨୦୧୬ ମସିହାରୁ କାର୍ଯ୍ୟକାରୀ କରିଛନ୍ତି। ଚଳିତବର୍ଷ ତୀର୍ଥଯାତ୍ରାରେ ଯିବା ପାଇଁ…

ଭୁବନେଶ୍ଵର ବିମାନବନ୍ଦରରେ ଆରମ୍ଭ ହେଲା…

ଓଏଲ୍‌ ବ୍ୟୁରୋ: ଦେଶର ପ୍ରଥମ ଏୟାର ଟ୍ରାଫିକ ମ୍ୟାନେଜମେଣ୍ଟ୍ ଅଟୋମେସନ ସିଷ୍ଟମ ଆରମ୍ଭ ହୋଇଛି। ବିମାନବନ୍ଦର ପରିସରରେ ନୂଆ ଏୟାର ଟ୍ରାଫିକ୍ କଣ୍ଟ୍ରୋଲ ଟାୱାରର ଉଦଘାଟନ କରାଯାଇଛି। ଭାରତୀୟ ବିମାନବନ୍ଦର ପ୍ରାଧିକରଣ ଅଧ୍ୟକ୍ଷ ସଞ୍ଜୀବ କୁମାର ଏହାର ଉଦଘାଟନ କରିଛନ୍ତି। ଭୁବନେଶ୍ଵର ବିମାନବନ୍ଦର…

ରାଜ୍ୟରେ ଶୀତର ଆଗମନ; ଜି. ଉଦୟଗିରି…

ଓଏଲ୍‌ ବ୍ୟୁରୋ: ରାଜ୍ୟରେ କମୁଛି ରାତି ତାପମାତ୍ରା ଏବଂ ଶୀତର ପ୍ରକୋପ ବଢ଼ିବାରେ ଲାଗିଛି। ଅସହ୍ୟ ତାତି ପରେ ଏବେ ଓଡ଼ିଶାର ବିଭିନ୍ନ ସ୍ଥାନରେ ଥଣ୍ଡା ଅନୁଭୂତ ଆରମ୍ଭ ହୋଇଛି। ଗତ ୨୪ ଘଣ୍ଟାରେ ଜି. ଉଦୟଗିରି ସବୁଠୁ ଥଣ୍ଡା ଅଞ୍ଚଳ ଭାବେ ରେକର୍ଡ ହୋଇଛି। ୧୩ ଡିଗ୍ରୀ ତାପମାତ୍ରା ସହ ଜି. ଉଦୟଗିରି ସବୁଠୁ…