Odisha Link
Bridging the Missing Links in Odisha

ଶିମିଳିପାଳରେ ସର୍ଚ୍ଚ ଅପରେସନ ଜାରି; ଜବତ ହେଲା ୭୧ ବନ୍ଧୁକ

ଓଏଲ୍‌ ବ୍ୟୁରୋ: ଶିମିଳିପାଳରେ ୨ୟ ପର୍ଯ୍ୟାୟ ସର୍ଚ୍ଚ ଅପରେସନ ଜାରି ହୋଇଛି। ସର୍ଚ୍ଚ ଅପରେସନ ୭୧ ବନ୍ଧୁକ ଜବତ ହୋଇଛି। ବିଭିନ୍ନ ଥାନା ଅଞ୍ଚଳରେ ବନ ବିଭାଗ ଓ ପୁଲିସ ପକ୍ଷରୁ ସର୍ଚ୍ଚ ଅପରେସନ କରାଯାଉଛି।

ସୂଚନା ଅନୁସାରେ, ବନ ବିଭାଗ ଓ ପୁଲିସ ପକ୍ଷରୁ ପ୍ରଥମ ପର୍ଯ୍ୟାୟ ସର୍ଚ୍ଚ ଅପରେସନ ହୋଇଥିଲା। ଯେଉଁଥିରେ ୧୫୬ ଦେଶୀ ବନ୍ଧୁକ ଜବତ ହୋଇଥିଲା। ଏହା ପରେ ୨ୟ ପର୍ଯ୍ୟାୟ ସର୍ଚ୍ଚ ଅପରେସନ ଜାରି ହୋଇଛି।

Leave A Reply

Your email address will not be published.