Odisha Link
Bridging the Missing Links in Odisha

ମାଓବାଦୀଙ୍କ ବର୍ବରକାଣ୍ଡ: ୩ ଜଣଙ୍କୁ କଲେ ହତ୍ୟା

ଓଏଲ୍ ବ୍ୟୁରୋ: ଉମରକୋଟରେ ଅଭାବନୀୟ ଘଟଣା ଘଟିଥିବା ଖବର ସାମ୍ନାକୁ ଆସିଛି। ଘରୁ ଡାକି ନେଇ ୩ ଜଣଙ୍କୁ ହତ୍ୟା ମାଓବାଦୀ ହତ୍ୟା କରିଛନ୍ତି। ଛତିଶଗଡ଼ କାଙ୍କେର ଜିଲ୍ଲା ଛୋଟେବେଥିଆରେ ମାଓବାଦୀ ଏହି କାଣ୍ଡ ଘଟାଇଛନ୍ତି। ୩ ଜଣଙ୍କୁ ହତ୍ୟା ପରେ ମୃତଦେହ ଗାଁ ମୁଣ୍ଡରେ ଫୋପାଡ଼ିଦେଇଛନ୍ତି। ଏହି ଘଟଣାରେ ପରେ ପୁଣି ଥରେ ମାଓ ଭୟ ସୃଷ୍ଟି ହୋଇଛି।

Leave A Reply

Your email address will not be published.