Odisha Link
Bridging the Missing Links in Odisha

ଆସନ୍ତା ନଭେମ୍ବର ୨୨ରୁ ସମ୍ବଲପୁରରେ ସଂଗ୍ରହ ହେବ ଖରିଫ ଧାନ

ଓଏଲ୍ ବ୍ୟୁରୋ: ଶସ୍ୟ ଶାମଳା ଭରା ରାଜ୍ୟରେ ମୁଖ୍ୟ ଖାଦ୍ୟ ଶସ୍ୟ ଭାବେ ଧାନକୁ ପ୍ରାଧାନ୍ୟ ଦିଆଯାଇଥାଏ। ତେବେ ଚଳିତ ବର୍ଷ ପାଇଁ ସମ୍ବଲପୁରରେ ନଭେମ୍ବର ୨୨ରୁ ଖରିଫ ଧାନ ସଂଗ୍ରହ ଆରମ୍ଭ ହେବ। ଏନେଇ ଖରିଫ ଧାନ ସଂଗ୍ରହ କମିଟି ପକ୍ଷରୁ ବୈଠକରେ ନିଷ୍ପତ୍ତି ନିଆଯାଇଛି। ଏହି ବୈଠକରେ ଜିଲ୍ଲାର ବରିଷ୍ଠ ଅଧିକାରୀ ମାନେ ସାମିଲ ହୋଇଥିବାବେଳେ ଧାନ ସଂଗ୍ରହ କମିଟି ପକ୍ଷରୁ ବୈଠକ ଆୟୋଜନ କରାଯାଇଥିଲା।

Leave A Reply

Your email address will not be published.