Odisha Link
Bridging the Missing Links in Odisha

ସ୍ଥଗିତ ହେଲା ଓଡ଼ିଶା ଷ୍ଟେଟ୍‌ ବାର୍‌ କାଉନସିଲ ସଦସ୍ୟ ପ୍ରତିନିଧି ନିର୍ବାଚନ

ଓଏଲ୍‌ ବ୍ୟୁରୋ: ଓଡ଼ିଶା ଷ୍ଟେଟ୍‌ ବାର୍‌ କାଉନସିଲ ସଦସ୍ୟ ପ୍ରତିନିଧି ନିର୍ବାଚନ ସ୍ଥଗିତ କରାଯାଇଛି। ନିର୍ବାଚନକୁ ସ୍ଥଗିତ ରଖିଲା ବାର୍‌ କାଉନସିଲ ଅଫ୍‌ ଇଣ୍ଡିଆ। ଆସନ୍ତାକାଲି ହୋଇଥାନ୍ତା ବାର୍‌ କାଉନସିଲ ସଦସ୍ୟ ପ୍ରତିନିଧି ନିର୍ବାଚନ। କାଲି ହେବାକୁ ଥିବା ନିର୍ବାଚନ ଆଜି ସ୍ଥଗିତ ହୋଇଛି। ପୂର୍ବରୁ ବାର୍‌ ଆସୋସିଏସନ୍‌ ନିର୍ବାଚନ ନେଇ ତାରିଖ ଧାର୍ଯ୍ୟ କରାଯାଇଥିଲା। ବାର୍‌ ଆସୋସିଏସନ୍‌ ନିର୍ବାଚନ ପାଇଁ ରାଜ୍ୟ କାଉନସିଲ୍‌ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ଜାରି ହୋଇଥିଲା।