Odisha Link
Bridging the Missing Links in Odisha

ଭିଜିଲାନ୍ସ ପଞ୍ଝାରେ କିରାଣି, ଲାଞ୍ଚ ନେବା ପଡ଼ିଲା ମହଙ୍ଗା

ଓଏଲ୍‌ ବ୍ୟୁରୋ: ଭିଜିଲାନ୍ସ ପଞ୍ଝାରେ ପୁଣି ଜଣେ ସରକାରୀ କିରାଣି। ଭିଜିଲାନ୍ସ ପଞ୍ଝାରେ ପଡିଥିବା ସରକାରୀ ଅଧିକାରୀ ଜଣକ ହେଉଛନ୍ତି କବିରପୁର ହାଇସ୍କୁଲର କିରାଣି ମହେଶ୍ବର ସାମଲ। ଜଣେ ଅବସରପ୍ରାପ୍ତ ଶିକ୍ଷକଙ୍କଠୁ ୪ହଜାର ଲାଞ୍ଚ ନେଇ କବିରପୁର ହାଇସ୍କୁଲର କିରାଣି ମହେଶ୍ବର ସାମଲ ଧରାପଡ଼ିଛନ୍ତି। ଜଣେ ଅବସରପ୍ରାପ୍ତ ଶିକ୍ଷକଙ୍କଠୁ ପେନସନ କାଗଜପତ୍ର କରାଇଦେବାକୁ ୪ହଜାର ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ପଞ୍ଝାରେ ଧରାପଡ଼ିଛନ୍ତି।

Leave A Reply

Your email address will not be published.