Odisha Link
Bridging the Missing Links in Odisha

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ: ଅବସରପ୍ରାପ୍ତ ରେଞ୍ଜରଙ୍କ ଘରେ ରେଡ୍‌

ଓଏଲ୍‌ ବ୍ୟୁରୋ: ଭିଜିଲାନ୍ସ ଜାଲରେ ଜଣେ ଅବସରପ୍ରାପ୍ତ ଅଧିକାରୀ। ଭିଜିଲାନ୍ସ ଜାଲରେ ପଡିଥିବା ଅବସରପ୍ରାପ୍ତ ଅଧିକାରୀ ଜଣକ ହେଉଛନ୍ତି ଜଗବନ୍ଧୁ ପାଢ଼ୀ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ରେଡ୍‌ କରିଛି। ଅବସରପ୍ରାପ୍ତ ରେଞ୍ଜର ଜଗବନ୍ଧୁ ପାଢ଼ୀଙ୍କର ୫ଟି ସ୍ଥାନରେ ରେଡ୍‌ ହୋଇଛି। ଆସିକା, ଭଞ୍ଜନଗର, ବ୍ରହ୍ମପୁର ଓ ଭୁବନେଶ୍ୱର ସ୍ଥିତ ଘରେ ରେଡ୍‌ ଚାଲିଛି।