Odisha Link
Bridging the Missing Links in Odisha

ପୁଣି କରୋନା ଭୟ: ଦିନକରେ ଚାଲିଗଲା ୫ ଜୀବନ

ଓଏଲ୍‌ ବ୍ୟୁରୋ: ପୁଣି କରୋନା ଭୟ। ଦେଶରେ ଦିନକରେ ୩୩୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୫ ଜଣଙ୍କ ଜୀବନ ଚାଲିଯାଇଛି। ୫ ମୃତକଙ୍କ ମଧ୍ୟରେ କେରଳରୁ ୪ ଓ ୟୁପିରୁ ଜଣେ ବୋଲି ଜଣା ପଡିଛି। ଦେଶରେ ମୋଟ୍ ଆକ୍ଟିଭ୍ ସଂଖ୍ୟା ୧୭୦୧କୁ ବୃଦ୍ଧି ପାଇଛି। ନିକଟରେ କେରଳରେ ସବ୍‌ ଭାରିଏଣ୍ଟ JN.1 ଚିହ୍ନଟ ହୋଇଛି। ଯାହାକୁ ନେଇ ଡବ୍ଲୁଏଚଓ ଚିନ୍ତା ପ୍ରକଟ କରିଛି।

Leave A Reply

Your email address will not be published.