Odisha Link
Bridging the Missing Links in Odisha

କୋଇଡ଼ାରେ ଡବଲ୍ ମର୍ଡର; ଦୁର୍ବୃତ୍ତର ଆତ୍ମସମର୍ପଣ

ଓଏଲ୍‌ ବ୍ୟୁରୋ: କୋଇଡ଼ାରେ ଘଟିଥିବା ଏକ ଚାଂଚଲ୍ୟକର ଘଟଣା ସାମ୍ନାକୁ ଆସିଛି। କେ. ବଲାଙ୍ଗ ଥାନା ଆମରୁଢ଼ି ଗାଁରେ ଡବଲ୍ ମର୍ଡର ହୋଇଥିବା ଜଣା ପଡିଛି। ଗାଁ ନାଳ ନିକଟରୁ ୨ ଜଣ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି। ୨ ଜଣଙ୍କୁ ମାରି ପୁଲିସ ନିକଟରେ ଦୁର୍ବୃତ୍ତ ଜଣକ ଆତ୍ମସମର୍ପଣ କରିଛି। ଶନିବାର ଏହି ହତ୍ୟାକାଣ୍ଡ ଘଟିଥିବାବେଳେ ମୃତଦେହ ଲୁଚାଇ ରଖିଥିଲା ଦୁର୍ବୃତ୍ତ। ଆଜି ଥାନାକୁ ଆସି ଆତ୍ମସମର୍ପଣ କରିଥିବାବେଳେ ପୂର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ ହୋଇଥିବା ସୂଚନା ରହିଛି।

Leave A Reply

Your email address will not be published.