Odisha Link
Bridging the Missing Links in Odisha

ଆଜି ଢେଙ୍କାନାଳ ଯିବେ ମୁଖ୍ୟମନ୍ତ୍ରୀ; ଯୋରନ୍ଦା ରୂପାନ୍ତରଣ ପାଇଁ କରିବେ ଶିଳାନ୍ୟାସ

ଓଏଲ୍‌ ବ୍ୟୁରୋ: ଯୋରନ୍ଦା ମହିମାଗାଦୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ। ସକାଳ ୧୧ଟାରେ ଯୋରନ୍ଦା ହାଇସ୍କୁଲରେ ପହଞ୍ଚିବେ। ମହିମାଗାଦୀର ଦଲକ ଅଞ୍ଚଳରେ ହେବ ଉପାସନା ପୀଠ। ଉପାସନ ପୀଠ ପାଇଁ ୧୧୨ କୋଟି ମଞ୍ଜୁର ହୋଇଛି। ଆଜି ଢେଙ୍କାନାଳ ଗସ୍ତରେ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋରନ୍ଦା ରୂପାନ୍ତରଣ ପାଇଁ ଶିଳାନ୍ୟାସ କରିବେ। ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ମଧ୍ୟ ଗସ୍ତ କରିବେ।