Odisha Link
Bridging the Missing Links in Odisha

ରାଜ୍ୟରେ କମିଛି ଶୀତ; ୧୦ ଡିଗ୍ରୀ ତଳେ ୩ ସହର

ଓଏଲ୍‌ ବ୍ୟୁରୋ: ରାଜ୍ୟରେ କମିଛି ଶୀତ। ହେଲେ କିଛି ଅଂଚଳରେ ସକାଳୁ ସକାଳୁ ଘରୁ ବାହାରିବା ହୋଇପଡ଼ୁଥିଲା ମୁସ୍କିଲ। ଓଃ କି ଶୀତ…ଜାଡର ପରିମାଣ ଏତେ ବୃଦ୍ଧି ପାଇଛି। ସମସ୍ତଙ୍କ ପାଟିରୁ ଖାଲି ଓଃ କି ଶୀତ.. ରାଜ୍ୟରେ ଏବେବି କିଛି ଅଂଚଳରେ କମୁଛି ରାତି ତାପମାତ୍ରା ଏବଂ ଶୀତର ପ୍ରକୋପ ବଢ଼ିବାରେ ଲାଗିଛି। ରାଜ୍ୟରେ ୧୦ ଡିଗ୍ରୀ ତଳେ ୩ ସହର ରହିଛି। ୭ ଡିଗ୍ରୀ ସହ କୋରାପୁଟ ସବୁଠୁ ଥଣ୍ଡା ସହର। ଦାରିଙ୍ଗବାଡ଼ିରେ ୮.୫, ସିମିଳିଗୁଡ଼ାରେ ୯, ଫୁଲବାଣୀରେ ୧୦ ଡିଗ୍ରୀ, କଟକରେ ୧୬.୫, ଭୁବନେଶ୍ବରରେ ୧୬.୯ ଡିଗ୍ରୀ ରେକର୍ଡ କରାଯାଇଛି।

Leave A Reply

Your email address will not be published.