Odisha Link
Bridging the Missing Links in Odisha
Daily Archives

December 26, 2023

ସମ୍‌ ଅଲ୍ଟିମେଟ୍‌ କ୍ରୀଡା…

ଭୁବନେଶ୍ୱର: ସମ୍‌ ଅଲ୍ଟିମେଟ୍‌ ମେଡିକେୟାରର ପ୍ରଥମ ସ୍ପୋର୍ଟ ମିଟ୍‌ ‘ସମ୍ମନ୍ୱୟ- ୨୦୨୩’ ବଡ଼ଦିନ ଅବସରରେ ସୋମବାର ଉଦ୍‌ଯାପିତ ହୋଇଥିବା ବେଳେ ଏହି ସ୍ପୋର୍ଟ୍ସ ମିଟ୍‌ରେ ଭାଗ ନେଇଥିବା ୧୦ଟି ଟିମ୍‌ ମଧ୍ୟରୁ ‘ନେବୁଲା ନୋମାଡ୍ସ’ ଟିମ୍‌ ଚାମ୍ପିଅନ୍‌ ହୋଇଛି। ‘ସମ୍ମମନ୍ୱୟ -୨୦୨୩’ର ଉଦ୍‌ଯାପନୀ…

କଳିଙ୍ଗନଗରରେ ଉଦ୍‌ଘାଟିତ ପୁଲିସ ଫାଣ୍ଡି

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ର କ୍ୟାମ୍ପସ୍‌-୨ ନିକଟରେ ମଙ୍ଗଳବାର କମିଶନରେଟ୍‌ ପୁଲିସ୍‌ ପକ୍ଷରୁ କଳିଙ୍ଗନଗର ପୁଲିସ ଫାଣ୍ଡି ଉଦ୍‌ଘାଟିତ ହୋଇଯାଇଛି। ଦ୍ୱୈତ ନଗରୀରର ପୁଲିସ୍‌ କମିଶନର ସୌମେନ୍ଦ୍ର କୁମାର ପ୍ରିୟଦର୍ଶୀ ଏହି ଫାଣ୍ଡିର ଉଦ୍‌ଘାଟନ କରିଥିବା ବେଳେ ଏହି ଅବସରରେ ଆଡିସ୍‌ନାଲ୍‌…

ଭାରତୀୟ ନୌସେନାର ବଢ଼ିଲା ଶକ୍ତି; ସାମିଲ…

ଓଏଲ୍‌ ବ୍ୟୁରୋ: ଭାରତୀୟ ନୌସେନାକୁ ସଫଳତା ମିଳିଛି। ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଷ୍ଟିଲଥ ଗାଇଡେଡ ମିଜାଇଲ ବିଧ୍ୱଂସକ ଯୁଦ୍ଧ ଜାହାଜ ଆଇଏନଏସ ଇମ୍ଫାଲ ନୌସେନାରେ ସାମିଲ ହୋଇଛି। ଜଳପଥରେ ଏବେ ଚୀନ ଓ ପାକିସ୍ତାନକୁ କଡା ଜବାବ ଦେବାକୁ ପ୍ରସ୍ତୁତ ହୋଇଛି ଆଇଏନଏସ ଇମ୍ଫାଲ। ମୁମ୍ବାଇ ସ୍ଥିତ ନୌସେନାର…

ପ୍ରଥମଥର ନୀଳଗିରିକୁ ଗଡ଼ିବ ମେମୁ…

ଓଏଲ୍‌ ବ୍ୟୁରୋ: ଜାନୁଆରୀ ୫ରୁ ନୀଳଗିରିକୁ ମେମୁ ଟ୍ରେନ। ପ୍ରଥମ ଥର ପାଇଁ ନୀଳଗିରିରୁ ଗଡ଼ିବ ମେମୁ ଟ୍ରେନ୍। ଟ୍ରେନ୍ ଚାଲିବା ନେଇ ସାଂସଦ ପ୍ରତାପ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି। ଏହା ସହ ଜାନୁଆରୀ ମାସରେ ଅନେକ ନୂତନ ପ୍ରକଳ୍ପର ଲୋକାର୍ପଣ କାର୍ଯ୍ୟକ୍ରମ ରହିଛି। ସେହି କ୍ରମରେ ୧୭ରେ ପରିକ୍ରମା ପ୍ରକଳ୍ପର…

ବିଦାୟ ନେଉଛି ୨୦୨୩; ମନେ ରହିବ ଶତାବ୍ଦୀର…

ଓଏଲ୍‌ ବ୍ୟୁରୋ: ଶେଷ ପର୍ଯ୍ୟାୟରେ ୨୦୨୩ ମସିହା, ଆଉ ଆରମ୍ଭ ହେବାକୁ ଯାଉଛି ୨୦୨୪। ୨୦୨୩କୁ ବିଦାୟ ଦେବା ପୂର୍ବରୁ ମନେ ପଡେ କିଛି ଛାତି ଥରା ଘଟଣା, ଯାହାର କେବେ ପୁନରାବୃତ୍ତି ନେହେଉ ବାସ ଏତିକି କାମନା କରନ୍ତି ସମସ୍ତେ। ଏବେ ବି ମନେ ପଡେ ୨୦୨୩ ଜୁନ ୨ ତାରିଖର ଛାତି ଥରା ଖବର। ଶତାବ୍ଦୀର ସବୁଠାରୁ ବଡ଼…

ଖୁବଶୀଘ୍ର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ…

ଓଏଲ୍‌ ବ୍ୟୁରୋ: ଜାନୁଆରୀ ୧୭ରେ ପରିକ୍ରମା ପ୍ରକଳ୍ପର ଲୋକାର୍ପଣ କରାଯିବ। ପରିକ୍ରମା ପ୍ରକଳ୍ପ ପାଇଁ ମହାପ୍ରଭୁଙ୍କୁ ନିମନ୍ତ୍ରଣ ଦିଆଯାଇଛି। ଭବ୍ୟ ଉତ୍ସବ ପାଇଁ ଜୋରସରରେ ଲାଗିଛି ମନ୍ଦିର ପ୍ରଶାସନ। ରାଜ୍ୟ ଓ ରାଜ୍ୟ ବାହାରୁ ୮୫୭ ଦେବସ୍ଥାନକୁ ଯିବ ନିମନ୍ତ୍ରଣ। ପ୍ରଥମ ପର୍ଯ୍ୟାୟ ନିମନ୍ତ୍ରଣ ଶେଷ ହୋଇଛି।…

ଦେଶରେ ଉପରମୁହାଁ କରୋନା ଆକ୍ରାନ୍ତଙ୍କ…

ଓଏଲ୍ ବ୍ୟୁରୋ: ଦେଶରେ ଉପରମୁହାଁ କରୋନା ଆକ୍ରାନ୍ତଙ୍କ ସଂଖ୍ୟା। କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪ ହଜାର ପାର୍‌ ହୋଇଛି। କର୍ଣ୍ଣାଟକରେ ୩ ଜୀବନ ଚାଲିଯାଇଛି। କରୋନାର ନୂଆ ଭାରିଆଣ୍ଟ JN.1 ଭାରତରେ ଦ୍ରୁତ ସଂକ୍ରମଣ କରୁଛି। ଏସବୁ ମଧ୍ୟରେ ଦୀର୍ଘ ଦିନର ବ୍ୟବଧାନ ପରେ ରାଜ୍ୟରେ ପୁଣି ଜଣେ କରୋନା ଆକ୍ରାନ୍ତ…

ଜାନୁଆରି ୬ରେ ଇସ୍ରୋକୁ ମିଳିବ ବଡ଼ ସଫଳତା!…

ଓଏଲ୍ ବ୍ୟୁରୋ: ମିଶନ ଆଦିତ୍ୟ ଏଲ୍-୧କୁ ନେଇ ଇସ୍ରୋକୁ ଆଉ ଏକ ବଡ ଖବର ସାମ୍ନାକୁ ଆସିଛି। ସଫଳ ଚନ୍ଦ୍ରଯାତ୍ରା ପରେ ସୂର୍ଯ୍ୟ ଅଭିଯାନ ଆରମ୍ଭ କରିଛି ଭାରତ। ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ମୁଖ୍ୟ ଏସ୍ ସୋମନାଥ କହିଛନ୍ତି ଯେ, ଭାରତର ପ୍ରଥମ ସୌର ଅଭିଯାନ ‘ଆଦିତ୍ୟ ଏଲ୍-୧’ ଜାନୁଆରି ୬ ତାରିଖରେ…

ଭିଜିଲାନ୍ସ ପଞ୍ଝାରେ ଇଡ୍‌କୋ ସିଜିଏମ୍‌;…

ଓଏଲ୍‌ ବ୍ୟୁରୋ: ଭିଜିଲାନ୍ସ ଜାଲରେ ପୁଣି ଜଣେ ସରକାରୀ ବାବୁ। ଆୟ ବହିର୍ଭୂତ ସଂପତ୍ତି ଠୁଳ ମାମଲାରେ ବଡ଼ ଧରଣର ରେଡ୍‌ ଚାଲିଛି। ଇଡ୍‌କୋ ସିଜିଏମ୍‌ ସରୋଜକାନ୍ତ ମହାନ୍ତିଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ଚାଲିଛି। ରେଡ୍‌ରେ ୧୦ ଜଣ ଡିଏସ୍‌ପି, ୬ ଜଣ ଇନ୍ସପେକ୍ଟରଙ୍କ ସହ ଟିମ୍‌ ସାମିଲ ରହିଛନ୍ତି।…

ଆଜି ବିଜେଡିର ପ୍ରତିଷ୍ଠା ଦିବସ;…

ଓଏଲ୍‌ ବ୍ୟୁରୋ: ଜାନୁଆରୀ ୧୭ରେ ପରିକ୍ରମା ପ୍ରକଳ୍ପର ଲୋକାର୍ପଣ କରାଯିବ। ପରିକ୍ରମା ପ୍ରକଳ୍ପ ପାଇଁ ମହାପ୍ରଭୁଙ୍କୁ ନିମନ୍ତ୍ରଣ ଦିଆଯାଇଛି। ଭବ୍ୟ ଉତ୍ସବ ପାଇଁ ଜୋରସରରେ ଲାଗିଛି ମନ୍ଦିର ପ୍ରଶାସନ। ରାଜ୍ୟ ଓ ରାଜ୍ୟ ବାହାରୁ ୮୫୭ ଦେବସ୍ଥାନକୁ ଯିବ ନିମନ୍ତ୍ରଣ। ପ୍ରଥମ ପର୍ଯ୍ୟାୟ ନିମନ୍ତ୍ରଣ ଶେଷ ହୋଇଛି।…