Odisha Link
Bridging the Missing Links in Odisha

ବର୍ଷ ଆରମ୍ଭରୁ ନୀଳଗିରିରେ ଅଘଟଣ: ଡ୍ୟାମ୍‌ ପାଣିରେ ଫସିଲେ ୧୦ରୁ ଅଧିକ ପର୍ଯ୍ୟଟକ

ଓଏଲ୍‌ ବ୍ୟୁରୋ: ନୀଳଗିରିରେ ଅଘଟଣ ହୋଇଥିବା ଖବର ସାମ୍ନାକୁ ଆସିଛି। ଡ୍ୟାମ୍‌ ପାଣିରେ ଫସିଲେ ୧୦ରୁ ଅଧିକ ପର୍ଯ୍ୟଟକ।ମାଟି ହାଣ୍ଡି ଭେଳା ଭାଙ୍ଗିଯିବାରୁ ବୁଗାଳିବନ୍ଧ ଡ୍ୟାମରେ ଫସିଲେ। ନୀଳଗିରି ଥାନା ସିଆଡ଼ିମାଳ ଗାଁର ବୁଗାଳିବନ୍ଧ ଡ୍ୟାମରେ ଅଘଟଣ ହୋଇଛି। ଜଙ୍ଗଲରୁ ଡ୍ୟାମ ଦେଇ ପର୍ଯ୍ୟଟକ ମାନେ ରିସର୍ଟ ଯାଉଥିଲେ। ମାଟି ହାଣ୍ଡି ଭେଳାରେ ଟଣା ହୋଇ ଯିବା ବେଳେ ଭାଙ୍ଗିଗଲା। ଡ୍ୟାମ୍‌ ପାଣିରେ ୧୦ରୁ ଅଧିକ ପର୍ଯ୍ୟଟକ ଫସିଥିଲେ।

Leave A Reply

Your email address will not be published.