Odisha Link
Bridging the Missing Links in Odisha

ସୁନାବେଡା ଅଭୟାରଣ୍ୟରେ ଚାଲିଛି ବାଘ ଗଣନା; ବ୍ୟବହାର ହେଉଛି ସ୍ୱତନ୍ତ୍ର ଟ୍ରାପ୍ କ୍ୟାମେରା

ଓଏଲ୍‌ ବ୍ୟୁରୋ: ଦୀର୍ଘ ୮ ବର୍ଷ ପରେ ନୂଆପଡା ସୁନାବେଡା ଅଭୟାରଣ୍ୟରେ ବାଘ ଗଣନା ଆରମ୍ଭ ହୋଇଛି। ଚଳିତ ବର୍ଷ ସ୍ୱତନ୍ତ୍ର ଭାବେ ବୈଜ୍ଞାନିକ ପଦ୍ଧତି ଓ ଟ୍ରାପ୍ କ୍ୟାମେରା ସହାୟତାରେ ବାଘ ଗଣନା ହେଉଛି।

ଅନ୍ୟପଟେ, କାଲିଠୁ ପର୍ଯ୍ୟଟକଙ୍କ ପାଇଁ ଭିତରକନିକା ବନ୍ଦ ରହିବ। ବଉଳା କୁମ୍ଭୀର ଓ ପକ୍ଷୀ ଗଣନା ପାଇଁ ବନ୍ଦ ରହିବ ଭିତରକନିକା। ଆସନ୍ତାକାଲି ଠାରୁ ୧୩ ତାରିଖ ଯାଏଁ ୯ ଦିନ ଧରି ବନ୍ଦ ରହିବ। ୫ଟି ରେଞ୍ଜରେ ଗଣନା ନେଇ ରାଜନଗର ବନଖଣ୍ଡ ଅଧିକାରୀଙ୍କ ସୂଚନା ଦେଇଛନ୍ତି।

Leave A Reply

Your email address will not be published.