Odisha Link
Bridging the Missing Links in Odisha
Daily Archives

January 7, 2024

୧୪ ମାସ ପରେ ଦଳକୁ ଫେରିଲେ ରୋହିତ-ବିରାଟ

ଓଏଲ୍‌ ବ୍ୟୁରୋ: ଟିମ୍‌ ଇଣ୍ଡିଆର ଟି-୨୦ ବିଶ୍ବକପ୍‌ ଅଭିଯାନ ଆରମ୍ଭ। ଟି-୨୦ ଜାତୀୟ ଦଳକୁ ଫେରିଲେ ବିରାଟ ରାହୁଲ ଯୋଡ଼ି। ଆଫଗାନିସ୍ତାନ ବିପକ୍ଷ ଟି-୨୦ ସିରିଜରେ ଦଳକୁ ପ୍ରତ୍ୟବର୍ତ୍ତନ କଲେ ରୋହିତ ଓ ବିରାଟ କୋହଲି। ଆଜି ଭାରତୀୟ କ୍ରିକେଟ ବୋର୍ଡ ଆଫଗାନିସ୍ତାନ ବିପକ୍ଷ ଟି-୨୦ ସିରିଜ ପାଇଁ ଭାରତୀୟ ଦଳ…

ବିଜେଡି-ବିଜେପି ବୁଝାମଣା କରିଛନ୍ତି:…

ଓଏଲ୍‌ ବ୍ୟୁରୋ: ଓଡ଼ିଶା ଗସ୍ତରେ କଂଗ୍ରେସ ପ୍ରଭାରୀ ଅଜୟ କୁମାର। ଗତକାଲି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିବା ବେଳେ ଆଜି ବିଜୁ ଜନତା ଦଳ ଓ ଭାରତୀୟ ଜନତା ପାର୍ଟିକୁ ଟାର୍ଗେଟ କରିଛନ୍ତି। ନିର୍ବାଚନ ପାଇଁ ଓଡ଼ିଶାରେ ବିଜେଡି ଓ ବିଜେପି କରିଛନ୍ତି ବୁଝାମଣା। ବିଜେଡି ବିଜେପିକୁ ୧୫ ଲୋକସଭା ଆସନ ଦେବାକୁ…

ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତି…

ଓଏଲ୍‌ ବ୍ୟୁରୋ: ଆରମ୍ଭ ହେଲା ୨୦୨୪ ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତି। ଭାରତୀୟ ନିର୍ବାଚନ ଆୟୋଗ (ଇସିଆଇ)ଙ୍କ ପକ୍ଷରୁ ଆରମ୍ଭ ହେଲା ପ୍ରସ୍ତୁତି। ଏପରିକି ୨୦୨୪ ସାଧାରଣ ନିର୍ବାଚନର ତାରିଖ ଚଳିତ ବର୍ଷ ମାର୍ଚ୍ଚ ପ୍ରଥମ ସପ୍ତାହରେ ଘୋଷଣା ହେବାର ସମ୍ଭାବନା ରହିଛି। ନିର୍ବାଚନ ଆୟୋଗଙ୍କ ସୂତ୍ର…

ଦୂର ହେଲା ଯାତ୍ରୀଙ୍କ ଯନ୍ତ୍ରଣା

ଓଏଲ୍‌ ବ୍ୟୁରୋ: ସ୍ଥଗିତ ରହିଲା ଡ୍ରାଇଭରଙ୍କ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ। ସ୍ବାଭାବିକ ହେଲା ଯାନବାହାନ ଚଳାଚଳ। ଏଥିସହିତ ଦୂର ହେଲା ଯାତ୍ରୀଙ୍କ ଯନ୍ତ୍ରଣା। କେନ୍ଦ୍ର ସରକାରଙ୍କ ‘ହିଟ୍‌ ଏଣ୍ଡ ରନ୍’ ଆଇନ ଓ ରାଜ୍ୟ ସରକାରଙ୍କ ପ୍ରତାରଣା ବିରୋଧରେ ୩ଦିନ ଧରି ଚାଲିଥିବା ଡ୍ରାଇଭରଙ୍କ ଷ୍ଟିୟରିଂ ଛାଡ଼…

ଆସନ୍ତା ୫ଦିନ ସ୍କୁଲ ଛୁଟି

ଓଏଲ୍‌ ବ୍ୟୁରୋ: ଦେଶରେ ଶୀତ ଲହରୀ ଲାଗି ରହିଛି। କିଛିଦିନ ଶୀତର ପ୍ରକୋପ କମିଥିଲା ସତ କିନ୍ତୁ ଏବେ ପୁଣିଥରେ ଶୀତ ବଢ଼ିବାରେ ଲାଗିଛି। ଏସବୁ ମଧ୍ୟରେ ଦିଲ୍ଲୀରେ ଆଗାମୀ ୫ ଦିନ ଯାଏ ସ୍କୁଲ ଛୁଟି ରହିବ। ୫ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ସ୍କୁଲ ଛୁଟି ଘୋଷଣା କରିଛନ୍ତି ଦିଲ୍ଲୀ ସରକାର। ଦିଲ୍ଲୀ ଶିକ୍ଷା…