Odisha Link
Bridging the Missing Links in Odisha
Daily Archives

January 18, 2024

ଦିଲ୍ଲୀରେ ଘନ କୁହୁଡ଼ିର ଆସ୍ତରଣ;…

ଓଏଲ୍‌ ବ୍ୟୁରୋ: ଭାରତରେ ଘନ କୁହୁଡ଼ି ଯୋଗୁ ଯାତ୍ରୀ ହନ୍ତସନ୍ତ ହେଉଛନ୍ତି। କିଛି ଅଂଚଳରେ ସକାଳୁ ସକାଳୁ ଘରୁ ବାହାରିବା ହୋଇପଡ଼ୁଥିଲା ମୁସ୍କିଲ। ଦିଲ୍ଲୀରେ ଘନ କୁହୁଡ଼ିର ଆସ୍ତରଣ ପାଇଁ ଯାତାୟତ ବାଧାପ୍ରାପ୍ତ ହୋଇଛି। ବିଳମ୍ବରେ ଚାଲିଛି ଦିଲ୍ଲୀ ଯାଉଥିବା ୧୮ଟି ଟ୍ରେନ। ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ…

ସୁରକ୍ଷାକର୍ମୀଙ୍କୁ ସଫଳତା: ବୌଦ୍ଧ…

ଓଏଲ୍‌ ବ୍ୟୁରୋ: କନ୍ଧମାଳ-ବୌଦ୍ଧ ସୀମାନ୍ତରେ ସୁରକ୍ଷାକର୍ମୀଙ୍କୁ ସଫଳତା ମିଳିଛି। କନ୍ଧମାଳ-ବୌଦ୍ଧ ସୀମାନ୍ତରେ ଗୁଳିବନିମୟ ହୋଇଛି। ଗୁଳିବିନିମୟରେ ବୁଢ଼ାଖୋଲ ଜଙ୍ଗଲରୁ ମାଓବାଦୀଙ୍କ ଛତ୍ରଭଙ୍ଗ କରାଯାଇଛି। ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରାଯାଇଛି। ତିନିମାସ ମଧ୍ୟରେ ସୀମାନ୍ତରେ ୩ ମାଓ କ୍ୟାମ୍ପ…

ବାରିପଦା ସହରରେ ବୁଲୁଛି ହାତୀ; ଭାଙ୍ଗିଲା…

ଓଏଲ୍‌ ବ୍ୟୁରୋ: ବାରିପଦା ସହରରେ ବୁଲୁଛି ହାତୀ। ସହର ଭିତରେ ଦନ୍ତା ଦେଖି ଲୋକେ ଭୟଭୀତ ହୋଇଛନ୍ତି। ସହର ମଧ୍ୟରେ ଥିବା ପାଚେରୀ ଭାଙ୍ଗି ଏମକେସି ହାଇସ୍କୁଲରେ ପଶିଥିଲା ଦନ୍ତା ହାତୀ। ଗୋଠ ଛଡ଼ା ହାତୀ ସହର ଭିତରେ ବୁଲୁଥିବା ଦେଖି ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ…

ଇରାନର ଏୟାର ଷ୍ଟ୍ରାଇକ୍ ପରେ ପାକିସ୍ତାନର…

ଓଏଲ୍‌ ବ୍ୟୁରୋ: ଇରାନର ଏୟାର ଷ୍ଟ୍ରାଇକ୍ ପରେ ପାକିସ୍ତାନର ପାଲଟା ଆକ୍ରମଣ। ଇରାନରେ ଥିବା ଆତଙ୍କୀ ଆଡ୍ଡା ଉପରେ ଆକ୍ରମଣ କରାଯାଇଛି। ବଲୋଚିସ୍ତାନ ଲିବରେସନ ଫ୍ରଣ୍ଟ ଓ ଆର୍ମି ଉପରେ ଆକ୍ରମଣ ହୋଇଛି। ପୂର୍ବରୁ ପାକିସ୍ତାନ ଆତଙ୍କୀ ଠିକଣାରେ ଆକ୍ରମଣ କରିଥିଲା ଇରାନ। ଇରାନ ଆକ୍ରମଣରେ ପାକ୍‌ର ୨ ଶିଶୁଙ୍କ…

ଉତ୍ସବ ମୁଖର ସାରାଦେଶ; ଅଯୋଧ୍ୟାରେ…

ଓଏଲ୍‌ ବ୍ୟୁରୋ: ରାମଙ୍କ ପ୍ରାଣପ୍ରତିଷ୍ଠା ପାଇଁ ଉତ୍ସବ ମୁଖର ସାରାଦେଶ। ଅଗଣିତ ରାମଭକ୍ତଙ୍କ ଅପେକ୍ଷାର ହେବ ଅନ୍ତ, ଅଯୋଧ୍ୟା ରାମ ମନ୍ଦିରରେ ବିରାଜମାନ ହେବେ ରାମଲାଲା। ଆଉ ମାତ୍ର ଅଳ୍ପ ଦିନର ଅପେକ୍ଷା, ଅଯୋଧ୍ୟାରେ ପ୍ରାଣ ପ୍ରତିଷ୍ଠା ପାଇଁ ଚାଲିଛି ସଜବାଜ। ଏବେଠୁ ଅଯୋଧ୍ୟାକୁ ରାମଭକ୍ତଙ୍କ ସୁଅ…