Odisha Link
Bridging the Missing Links in Odisha
Daily Archives

January 18, 2024

ଜାଲ୍‌ ନିଯୁକ୍ତିପତ୍ର ଘଟଣା: ସମ୍ପୃକ୍ତ…

ଓଏଲ୍‌ ବ୍ୟୁରୋ: ମଙ୍ଗଳ ସମ୍ପ୍ରସାରଣ ଅଧିକାରୀଙ୍କ ଜାଲ୍‌ ନିଯୁକ୍ତିପତ୍ର ଘଟଣା ସାମ୍ନାକୁ ଆସିଥିଲା। ରାୟଗଡ଼ାରୁ ସମ୍ପୃକ୍ତ ବ୍ୟକ୍ତିଙ୍କୁ ପୁଲିସ କାବୁ କରି ବଲାଙ୍ଗିର ଆଣୁଛି। ଜାଲ ନିଯୁକ୍ତପତ୍ର ଦେଇଥିବା ଲୋକଙ୍କୁ ଧରିକି ଆଣୁଛି ପୁଲିସ। ୫ ଲକ୍ଷ ଟଙ୍କା ନେଇ ସମ୍ପୃକ୍ତ ବ୍ୟକ୍ତି ନିଯୁକ୍ତି ପତ୍ର…

ବିଶ୍ୱପ୍ରସିଦ୍ଧ ଧନୁଯାତ୍ରାର ଆଜି ଚତୁର୍ଥ…

ଓଏଲ୍‌ ବ୍ୟୁରୋ: ଆରମ୍ଭ ହୋଇଛି ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା। ଗତ ୧୫ ତାରିଖରୁ ବରଗଡ଼ରେ ୭୬ତମ ଧନୁଯାତ୍ରା ଉଦ୍ଘାଟନ ହୋଇଛି। ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚରେ କଂସଙ୍କ ଶାସନରେ ଦୁଲୁକିଲା ବରଗଡ଼। ୧୧ ଦିନ ଧିର ଚାଲିବ ବିଶ୍ବ ପ୍ରସିଦ୍ଧ ଧନୁଯାତ୍ରା। ବିଶ୍ଵର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ…

ନାଟମଣ୍ଡପ ମରାମତି ମାମଲା: ସତ୍ୟପାଠ ଦାଖଲ…

ଓଏଲ୍‌ ବ୍ୟୁରୋ: ନାଟମଣ୍ଡପ ମରାମତିକୁ ନେଇ ପୂର୍ବରୁ ଅନେକ ଖବର ସାମ୍ନାକୁ ଆସିଥିବାବେଳେ ଏବେ ଆଉ ଏକ ଖବର ସାମ୍ନାକୁ ଆସିଛି। ୧୦ ତାରିଖରେ ବିମ୍‌ ଡିଜାଇନ୍‌ ଚୂଡ଼ାନ୍ତ ହୋଇଥିବା ଆମିକସ୍‌କ୍ୟୁରି ଅବଗତ କରାଇଛନ୍ତି। ଏପ୍ରିଲ ୩୦ ସୁଦ୍ଧା କାମ ସାରିବା ନେଇ ଆମିକସକ୍ୟୁରିଙ୍କୁ ମୌଖିକ ଅବଗତି କରାଯାଇଛି।…

ବିଜେପି ଘୋଷଣା କଲା ରାଜ୍ୟ ମୋର୍ଚ୍ଚା…

ଓଏଲ୍‌ ବ୍ୟୁରୋ: ୨୦୨୪ ସାଧାରଣ ନିର୍ବାଚନ ପାଇଁ ବାଜିଲାଣି ବିଗୁଲ। ରାଜ୍ୟର ୩ ପ୍ରମୁଖ ଦଳ ଆରମ୍ଭ କରିଲେଣି ରଣନୀତି। ଦୁଇ ଜାତୀୟ ଦଳ ବିଜେପି ଓ କଂଗ୍ରେସ ଦିଲ୍ଲୀରେ ଓଡ଼ିଶା ଦଖଲ ପାଇଁ କରୁଛନ୍ତି ପ୍ରସ୍ତୁତି। ଅନ୍ୟପଟେ ଦେଶର ସବୁଠି ଚର୍ଚ୍ଚାରେ ରହୁଥିବା ଆଞ୍ଚଳିକ ଦଳ ବିଜୁ ଜନତା ଦଳ ଲଗାତାର ୬ଷ୍ଠ ଥର…

ମହଙ୍ଗା ପଡ଼ିଲା ରନୱେ ଡିନର୍; କୋଟିଏ…

ଓଏଲ୍‌ ବ୍ୟୁରୋ: ମହଙ୍ଗା ପଡ଼ିଲା ରନୱେରେ ଯାତ୍ରୀଙ୍କ ରାତ୍ରିଭୋଜନ। ଘରୋଇ ବିମାନ ଇଣ୍ଡିଗୋର ଯାତ୍ରୀମାନେ ମୁମ୍ବାଇ ବିମାନବନ୍ଦରର ରନଓ୍ବେରେ ତଳେ ବସି ଖାଦ୍ୟ ଖାଉଥିବାର ଭିଡିଓ ଭାଇରାଲ ହେବା ପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ। ଜାନୁଆରୀ ୧୪ ତାରିଖର ଏହି…

ଆକ୍ସନ ମୋଡରେ ପୁଲିସ; ଏଟିଏମ୍ ଲୁଟେରା…

ଓଏଲ୍‌ ବ୍ୟୁରୋ: ମାତିଛନ୍ତି ଦୁର୍ବୃତ୍ତ। ବର୍ତମାନ ଲୁଟେରା ମାନେ ବିଭିନ୍ନ ଉପାୟରେ ଠକେଇ କରିବାରେ ଲାଗିଛନ୍ତି। କେତେବେଳେ ଅନଲାଇନ ଲୁଟିଲେଣି ତ କେତେବେଳେ ରାସ୍ତା କଡ଼ରୁ, ଏଭଳି ଘଟଣା ଅନେକ ସମୟରେ ସାମ୍ନାକୁ ଆସୁଛି। ଏଥିରେ ଶିକାର ହେଉଥିବା ଅନେକ ବ୍ୟକ୍ତି ଥାନାରେ ମଧ୍ୟ ଏତଲା ଦେଉଛନ୍ତି। ତେବେ…

ଅଚାନକ ମାଡ଼ିଗଲା ଗାଡ଼ି; ଆଖିବୁଝିଲେ ୪…

ଓଏଲ୍‌ ବ୍ୟୁରୋ: ବରଗଡ଼ରେ ଅଭାବନୀୟ ଘଟଣା ଘଟିଥିବା ଖବର ସାମ୍ନାକୁ ଆସିଛି। ୪ ଶ୍ରମିକଙ୍କ ଉପରେ ମାଡ଼ିଗଲା ବୋରୱେଲ୍‌ ଗାଡ଼ି। ମେଲଛାମୁଣ୍ଡା ଥାନା ବିର୍ଜାମ ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ଗାଡ଼ି ତଳେ ଶୋଇଥିବା ବେଳେ ୪ ଜଣଙ୍କ ଉପରେ ମାଡ଼ିଗଲା। ଘଟଣା ସ୍ଥଳରେ ୪ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଜଣେ…

ବିମାନ ସେବାରେ ନୂଆ ଅଧ୍ୟାୟ: ଶୁଭାରମ୍ଭ…

ଓଏଲ୍‌ ବ୍ୟୁରୋ: ଏଣିକି ବିମାନ ସେବା ଆହୁରି ଶକ୍ତ। ତେଲେଙ୍ଗାନାର ହାଇଦ୍ରାବାଦରେ ୱିଙ୍ଗ୍ ଇଣ୍ଡିଆ ଇଭେଣ୍ଟରେ ଏୟାର ଇଣ୍ଡିଆ ଏୟାରବସ୍ A350କୁ ଉନ୍ମୋଚନ ହୋଇଛି। କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ହାଇଦ୍ରାବାଦରେ ୱିଙ୍ଗ୍ସ ଇଣ୍ଡିଆ ଇଭେଣ୍ଟରେ ଏୟାର ଇଣ୍ଡିଆ ଏୟାରବସ୍…

ଆଜି ଶ୍ରୀକ୍ଷେତ୍ରରେ ମଞ୍ଚସ୍ଥ ହେବ…

ଓଏଲ୍‌ ବ୍ୟୁରୋ: ଆଜି ପୁରୀରେ ମଞ୍ଚସ୍ଥ ହେବ ଐତିହାସିକ ନାଟକ ‘ଆହେ ନୀଳଶଇଳ’। ରାଜଧାନୀ ଭୁବନେଶ୍ବର, ବେଙ୍ଗାଲୁରୁ ଓ ନୂଆଦିଲ୍ଲୀରେ ପରିବେଷିତ ହୋଇ ଓଡ଼ିଆ ମଞ୍ଚନାଟକ କ୍ଷେତ୍ରରେ ଚହଳ ସୃଷ୍ଟି କରିଥିବା ଏତିହାସିକ ନାଟକ ‘ଆହେ ନୀଳଶଇଳ’ ଆଜି ପୁରୀରେ ପ୍ରଦର୍ଶିତ ହେବ। ଶ୍ରୀଜଗନ୍ନାଥଙ୍କ ମହାପର୍ବ…

ଆହୁରି ସହଜ ହେବ ଜଗା ଦର୍ଶନ; ଆଜିଠୁ…

ଓଏଲ୍‌ ବ୍ୟୁରୋ: ଆହୁରି ସହଜ ହେବ ଜଗା ଦର୍ଶନ। ପରିବହନ ବ୍ୟବସ୍ଥାକୁ ସୁଗମ କରିବା ପାଇଁ ପ୍ରତି ଜିଲ୍ଲା ମୁଖ୍ୟାଳୟରୁ ପୁରୀକୁ ଏସି ବସ୍‌ ଯୋଜନା ଆରମ୍ଭ ହେବ। ଲକ୍ଷ୍ମୀ ଯୋଜନାର ତୃତୀୟ ସୋପାନରେ ଗଡ଼ିବ ‘ଜଗନ୍ନାଥ ଏକ୍ସପ୍ରେସ୍‌’। ଏସି ଡିଲକ୍ସ ବସ୍‌ରେ ଜିଲ୍ଲା ମୁଖ୍ୟାଳୟରୁ ଲୋକେ ଆସିପାରିବେ। ପ୍ରଥମ…