Odisha Link
Bridging the Missing Links in Odisha

ବିମାନ ସେବାରେ ନୂଆ ଅଧ୍ୟାୟ: ଶୁଭାରମ୍ଭ ହେଲା ଏୟାର ଇଣ୍ଡିଆ ଏୟାରବସ୍ ଏ-୩୫୦

ଓଏଲ୍‌ ବ୍ୟୁରୋ: ଏଣିକି ବିମାନ ସେବା ଆହୁରି ଶକ୍ତ। ତେଲେଙ୍ଗାନାର ହାଇଦ୍ରାବାଦରେ ୱିଙ୍ଗ୍ ଇଣ୍ଡିଆ ଇଭେଣ୍ଟରେ ଏୟାର ଇଣ୍ଡିଆ ଏୟାରବସ୍ A350କୁ ଉନ୍ମୋଚନ ହୋଇଛି। କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ହାଇଦ୍ରାବାଦରେ ୱିଙ୍ଗ୍ସ ଇଣ୍ଡିଆ ଇଭେଣ୍ଟରେ ଏୟାର ଇଣ୍ଡିଆ ଏୟାରବସ୍ ଏ-୩୫୦କୁ ଉନ୍ମୋଚନ କରିଛନ୍ତି।

Leave A Reply

Your email address will not be published.