Odisha Link
Bridging the Missing Links in Odisha
Daily Archives

January 23, 2024

ରାଉରକେଲାରୁ ୮୨ଟି ଜଙ୍ଗଲୀ ଶୁଆ ଜବତ; ୨…

ଓଏଲ୍‌ ବ୍ୟୁରୋ: ରାଉରକେଲା ବନ ବିଭାଗକୁ ସଫଳତା। ରାଉରକେଲାରୁ ୮୨ଟି ଜଙ୍ଗଲୀ ଶୁଆ ଜବତ ହୋଇଛି। ଏହି ମାମଲାରେ ସମ୍ପୃକ୍ତ ୨ ଅଭିଯୁକ୍ତକୁ ଗିରଫ କଲା ରାଉରକେଲା ବନ ବିଭାଗ। ରାଉରକେଲାରୁ ବିଭିନ୍ନ ସ୍ଥାନକୁ ଚୋରାଚାଲାଣ ହେଉଥିଲା। ରାଉରକେଲାରୁ କଟକ, ଭୁବନେଶ୍ବର, ଛତିଶଗଡ଼କୁ ଚାଲାଣ ହେଉଥିବା ରାଉରକେଲା ବନ…

ସରି ଆସୁଛି ଅବଧି; ଶୀଘ୍ର କରନ୍ତୁ…

ଓଏଲ୍‌ ବ୍ୟୁରୋ: ଟଙ୍କା ପାଇଁ ରାଜ୍ୟରେ କାହାରି ଚିକିତ୍ସାରେ ଅବହେଳା ହେବ ନାହିଁ। ସମସ୍ତଙ୍କୁ ମାଗଣା ଚିକିତ୍ସା ଯୋଗାଇ ଦେବା ପାଇଁ ରାଜ୍ୟ ସରକାର ଆଉ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି। ନୂଆ ବର୍ଷରୁ ବିଏସକେୱାଇ୍-ନବୀନ କାର୍ଡର ଶୁଭାରମ୍ଭ ହୋଇଛି। ଗତ ୬ ତାରିଖରୁ ଏହି କାର୍ଡର ପଞ୍ଜିକରଣ ଆରମ୍ଭ ହୋଇଥିଲା।…

ଏଣିକି ସହଜ ହେବ ରକ୍ତ ଯୋଗାଣ; ଭୁବନେଶ୍ୱର…

ଓଏଲ୍‌ ବ୍ୟୁରୋ: ଏଣିକି ସହଜ ହେବ ରକ୍ତ ଯୋଗାଣ। ଭୁବନେଶ୍ୱର ଏମ୍ସରୁ ପରୀକ୍ଷା ମୂଳକ ପ୍ରଥମ ଥର ଗୁରୁତର ରୋଗୀଙ୍କ ପାଇଁ ରକ୍ତ ଯୋଗାଣ, ରକ୍ତ ସାମ୍ପଲ ସଂଗ୍ରହ, ଅତି ଜରୁରୀ ଇଞ୍ଜେକ୍ସନ ଔଷଧ ଯୋଗାଣ ନେଇ ଡ୍ରୋନ ସେବା ଆରମ୍ଭ କରାଯାଇଛି। ଏହି ଡ୍ରୋନ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ…

୩ କଂଗ୍ରେସ ନେତାଙ୍କ ଉପରୁ ହଟିଲା…

ଓଏଲ୍‌ ବ୍ୟୁରୋ: ୨୦୨୪ ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି ସମସ୍ତ ରାଜନୈତିକ ଦଳ ଆରମ୍ଭ କରିଛନ୍ତି ଅଙ୍କକଷା। ଏସବୁ ମଧ୍ୟର ଓଡ଼ିଶା ରାଜନୀତି ମଧ୍ୟ ଉଷ୍ମ ହେବାରେ ଲାଗିଛି। କଟକ-ବାରବାଟୀ କଂଗ୍ରେସ ବିଧାୟକ ମହମ୍ମଦ ମୋକିମ ଓ ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ବାଳଙ୍କୁ ଦଳରୁ ନିଲମ୍ବିତ କରିଥିଲା କଂଗ୍ରେସ।…

ବିମାନ ଦୁର୍ଘଟଣା: ୬ ଜଣ ଗୁରୁତର ଆହତ

ଓଏଲ୍‌ ବ୍ୟୁରୋ: ଲେଙ୍ଗପୁଇ ବିମାନବନ୍ଦରରେ ସେନାର ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଖବର ସାମ୍ନାକୁ ଆସିଛି। ଲେଙ୍ଗପୁଇ ବିମାନବନ୍ଦରରେ ଦୁର୍ଘଟଣା ହେବା ପରେ ୬ ଜଣ ଆହତ ହୋଇଛନ୍ତି। ବିମାନରେ ପାଇଲଟଙ୍କ ସହିତ ୧୪ ଜଣ ଲୋକ ଥିଲେ। ଆହତମାନଙ୍କୁ ଲେଙ୍ଗପୁଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ମିଜୋରାମ…

ଗଜପତି ଗସ୍ତରେ ୫-ଟି ଅଧ୍ୟକ୍ଷ; ନୂଆ-ଓ…

ଓଏଲ୍‌ ବ୍ୟୁରୋ: ଗଜପତି ଜିଲ୍ଲା ଗସ୍ତରେ ୫-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ୍। ଗଜପତି ଗସ୍ତରେ ଯାଇ ୫-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ୍ ନୂଆ-ଓ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି। ଏହି ଅବସରରେ ସେ ଛାତ୍ରଛାତ୍ରୀଙ୍କୁ ଭବିଷ୍ୟତ ପାଇଁ ଗୁରୁମନ୍ତ୍ର ଦେଇଛନ୍ତି। ପୂର୍ବରୁ ରାଜ୍ୟର ବିଭିନ୍ନ ସ୍ଥାନରେ ନୂଆ…

ରାଜ୍ୟକୁ ଗର୍ବିତ କଲା ମୟୂରଭଞ୍ଜ; ଓଡ଼ିଶା…

ଓଏଲ୍‌ ବ୍ୟୁରୋ: ଓଡିଶାକୁ ଗର୍ବିତ କଲା ମୟୂରଭଞ୍ଜ। ନୂଆଦିଲ୍ଲୀ ସ୍ଥିତ ମେଜର ଧ୍ୟାନଚାନ୍ଦ ଜାତୀୟ ଷ୍ଟାଡିୟମରେ ଆୟୋଜିତ ଜାତୀୟ ଆନ୍ତଃବିଦ୍ୟାଳୟ ବ୍ୟାଣ୍ଡ ପ୍ରତିଯୋଗିତାରେ ମୟୂରଭଞ୍ଜ ଜିଲ୍ଲା ଦ୍ରୌପଦୀ ବାଳିକା ଉଚ୍ଚବିଦ୍ୟାଳୟ ପାଇପ ବ୍ୟାଣ୍ଡ (ବାଳିକା) ଅଧିକାର ପ୍ରଥମ ସ୍ଥାନ କରିଛି। ମୟୂରଭଞ୍ଜ ଜିଲ୍ଲାର…

ଚୀନରେ ଭୂସ୍ଖଳନ ପରେ ଭୂକମ୍ପ; ଥରିଲା…

ଓଏଲ୍‌ ବ୍ୟୁରୋ: ଚୀନରେ ବଡ ଧରଣର ଭୂକମ୍ପ ହୋଇଛି। ରିକ୍ଟର ସ୍କେଲରେ ତୀବ୍ରତା ୭.୨ ରେକର୍ଡ କରାଯାଇଛି। ଏହି ଭୂମିକମ୍ପ ଏତେ ଶକ୍ତିଶାଳୀ ଥିଲା ଯେ, ଏହାର ଝଟକା ନେପାଳ ସହ ଭାରତର ଦିଲ୍ଲୀ ଏନସିଆର ଏବଂ ଉତ୍ତର ଭାରତର ଏକାଧିକ ଅଞ୍ଚଳରେ ଅନୁଭୂତ ହୋଇଛି। ଏହାପରେ ବି ଚୀନରେ ଏକାଧିକ ଥର ଭୂମିକମ୍ପ ସୃଷ୍ଟି…

ପୁଲିସ-ମାଓବାଦୀ ଗୁଳି ବିନିମୟ: ମାଓ…

ଓଏଲ୍‌ ବ୍ୟୁରୋ: ବୌଦ୍ଧରେ ପୁଣି ପୁଲିସ-ମାଓବାଦୀ ଗୁଳି ବିନିମୟ ହୋଇଥିବା ଖବର ସାମ୍ନାକୁ ଆସିଛି। ବୌଦ୍ଧ-କନ୍ଧମାଳ ସୀମାନ୍ତ ନଳୀକୁମ୍ପା ଜଙ୍ଗଲରେ ଗୁଳି ବିନିମୟ ହୋଇଛି। ପୁଲିସର ସର୍ଚ୍ଚ ଅପରେସନ ବେଳେ ଗୁଳି ବିନିମୟ ହୋଇଥିଲା। ଗୋଟିଏ ମାଓ କ୍ୟାମ୍ପ ଧ୍ୱଂସ ହୋଇଥିବାବେଳେ ଛତ୍ରଭଙ୍ଗ ଦେଲେ ୨୫ରୁ ୩୦…

ଆଜି ପୁରୀ ଯିବେ ମୁଖ୍ୟମନ୍ତ୍ରୀ; ଦେଖିବେ…

ଓଏଲ୍‌ ବ୍ୟୁରୋ: ଆଜି ଅପରାହ୍ଣରେ ପୁରୀ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମହାପ୍ରଭୁଙ୍କୁ ଦର୍ଶନ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରୀଜଗନ୍ନାଥ ବଲ୍ଲଭ ପ୍ରମୋଦ ଉଦ୍ୟାନ ବୁଲି ଦେଖିବେ। ଶ୍ରୀଦାଣ୍ଡ ଦେଇ ଶ୍ରୀମନ୍ଦିର ଯିବେ। ମହାପ୍ରଭୁଙ୍କୁ ଦର୍ଶନ କରି ଫେରିବା ବାଟରେ ଶ୍ରୀଜଗନ୍ନାଥ ସଂସ୍କୃତି…