Odisha Link
Bridging the Missing Links in Odisha
Daily Archives

January 23, 2024

୨ ସପ୍ତାହ ତଳେ ବିଜେଡି ଛାଡ଼ିଥିଲେ,…

ଓଏଲ୍‌ ବ୍ୟୁରୋ: ଆସନ୍ତାକାଲି କଂଗ୍ରେସରେ ମିଶିବେ ବିଜେଡିରୁ ଇସ୍ତଫା ଦେଇଥିବା ପୂର୍ବତନ ମନ୍ତ୍ରୀ ବଳଭଦ୍ର ମାଝୀ। ଦୁଇ ସପ୍ତାହ ତଳେ ବିଜେଡିରୁ ଇସ୍ତଫା ଦେଇଥିବା ଶ୍ରୀ ମାଝୀ ଭବାନୀପାଟଣାରେ ଆୟୋଜିତ କଂଗ୍ରେସର ମିଶ୍ରଣ ପର୍ବରେ ସେ ସାମିଲ ହୋଇ ଦଳରେ ମିଶିବେ। କଂଗ୍ରେସର ବରିଷ୍ଠ ନେତାଙ୍କ ଉପସ୍ଥିତିରେ ସେ…

କର୍ପୂରୀ ଠାକୁରଙ୍କୁ ମିଳିବ ମରଣୋତ୍ତର…

ଓଏଲ୍‌ ବ୍ୟୁରୋ: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ କର୍ପୁରୀ ଠାକୁରଙ୍କୁ ମିଳିବ ଭାରତ ରତ୍ନ ସମ୍ମାନ।ମରଣୋତ୍ତର ଭାବେ ତାଙ୍କୁ ମିଳିବ ଭାରତରତ୍ନ ସମ୍ମାନ। ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଆସନ୍ତାକାଲି କର୍ପୁରୀ ଠାକୁରଙ୍କ ଜୟନ୍ତୀ ଥିବା ବେଳେ ଭାରତ ରତ୍ନ ପୁରସ୍କାର ଘୋଷଣା…

ରାହୁଲଙ୍କୁ ନେଇ ଦ୍ରାବିଡ଼ଙ୍କ ବଡ଼ ବୟାନ,…

ଓଏଲ୍‌ ବ୍ୟୁରୋ: ଜାନୁଆରୀ ୨୫ ତାରିଖରୁ ଆରମ୍ଭ ହେବ ଭାରତ-ଇଂଲଣ୍ଡ ଟେଷ୍ଟ ସିରିଜ। ଏଥିପାଇଁ ଦୁଇ ଦଳ କରୁଛନ୍ତି ପ୍ରସ୍ତୁତି। ଏସବୁ ମଧ୍ୟରେ ଟିମ୍‌ ଇଣ୍ଡିଆର ଷ୍ଟାର ବ୍ୟାଟସମ୍ୟାନ୍‌ ବିରାଟ କୋହଲି ସିରିଜର ପ୍ରଥମ ଦୁଇଟି ଟେଷ୍ଟ ମ୍ୟାଚ୍‌ ଖେଳିବେ ନାହିଁ ବୋଲି ସ୍ପଷ୍ଟ ହୋଇ ସାରିଛି। ତେବେ ମ୍ୟାଚ୍‌…

ଓଡ଼ିଶାରେ ହେବ ପ୍ରଥମ ଗ୍ରୀନ ଆମୋନିଆ…

ଓଏଲ୍‌ ବ୍ୟୁରୋ: ଓଡ଼ିଶାରେ ହେବ ବିଶ୍ବର ପ୍ରଥମ ଗ୍ରୀନ ଆମୋନିଆ ପ୍ଲାଣ୍ଟ। ଗଞ୍ଜାମ ଜିଲ୍ଲା ଗୋପାଳପୁରରେ ଆମୋନିଆ ପ୍ଲାଣ୍ଟ ଖୋଲାଯିବ। ଏଥିପାଇଁ ୩୪୦ ଏକର ଜାଗା ଆବଣ୍ଟନ କରାଯାଇଛି। ଏସିଏମଇ ଗ୍ରୁପ ଜାପାନର ଆଇଏଚଆଇ ସହ ମିଶି ଏକ ପ୍ରକଳ୍ପରେ କାମ କରିବେ। ଟାଟା ଷ୍ଟିଲ୍ ସ୍ପେସାଲ ଇକୋନମିକ ଜୋନ୍ ଶିଳ୍ପ…

ଚଳଚଞ୍ଚଳ କର୍ତ୍ତବ୍ୟପଥ; ଗଣତନ୍ତ୍ର ଦିବସ…

ଓଏଲ୍‌ ବ୍ୟୁରୋ: ଗଣତନ୍ତ୍ର ଦିବସ ପାଇଁ ଚାଲିଛି ଅଭ୍ୟାସ କାର୍ଯ୍ୟ। ଦିଲ୍ଲୀରେ ଗଣତନ୍ତ୍ର ଦିବସକୁ ନଜରରେ ରଖି ବିମାନ ଉଡାଣକୁ ନେଇ କଟକଣା ଜାରି କରାଯାଇଛି। ସକାଳ ୧୦ଟା ୨୦ରୁ ୧୨ଟା ୪୫ ଯାଏ ଉଡ଼ିବନି ବିମାନ। ଜାନୁଆରୀ ୨୬ ଯାଏ ଟେକ୍ ଅଫ କିମ୍ବା ବିମାନ ଲ୍ୟାଣ୍ଡିଂ କରିବନି। ବିଟିଂ ରିର୍ଟିଟ୍ ପାଇଁ…

ମହାପ୍ରଭୁଙ୍କୁ ଦର୍ଶନ କଲେ…

ଓଏଲ୍‌ ବ୍ୟୁରୋ: ଆଜି ପୁରୀ ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ହେଲିକପ୍ଟରରେ ପହଞ୍ଚିଲା ପରେ ଶ୍ରୀଦାଣ୍ଡ ଦେଇ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରୁଛନ୍ତି ମୁଖ୍ୟମନ୍ତ୍ରୀ। ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପରେ ପ୍ରଥମ ଥର ମୁଖ୍ୟମନ୍ତ୍ରୀ ପୁରୀ ଗସ୍ତରେ ଯାଇଛନ୍ତି। ଶ୍ରୀସେତୁ ଦେଇ ସିହଂଦ୍ବାର…

ଆହୁରି ୩ଦିନ ଥରିବ ଓଡ଼ିଶା! ବିଭିନ୍ନ…

ଓଏଲ୍‌ ବ୍ୟୁରୋ: ଉତ୍ତର ଓଡ଼ିଶାର ବିଭିନ୍ନ ଜିଲ୍ଲାରେ କୋହଲା ପାଗ ସହ ହାଲୁକା ବର୍ଷା ଲାଗିରହିଛି। ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସହ ପବନ ଅନୁଭୂତ ହୋଇଛି। ଟ୍ୱିନ ସିଟି କଟକ ଏବଂ ଭୁବନେଶ୍ୱରରେ କୋହଲା ପାଗ ସହ ଲାଗିରହିଥିଲା ଝିପିଝିପି ବର୍ଷା। ଜନଜୀବନ କିଛି ମାତ୍ରାରେ ପ୍ରଭାବିତ ହୋଇଛି। ବର୍ଷା…

ପୁଣି ଚର୍ଚ୍ଚାରେ ରାହୁଲ ଗାନ୍ଧିଙ୍କ…

ଓଏଲ୍‌ ବ୍ୟୁରୋ: କଂଗ୍ରେସ ପକ୍ଷରୁ ‘ଭାରତ ନ୍ୟାୟ ଯାତ୍ରା’ ଆରମ୍ଭ ହୋଇଛି। ଏଥିପାଇଁ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଦେଶର ବିଭିନ୍ନ ସ୍ଥାନ ପରିଭ୍ରମଣ କରିଛନ୍ତି। ଓଡ଼ିଶା ସମେତ ୧୪ ରାଜ୍ୟରେ ରାହୁଲଙ୍କ ଭାରତ ନ୍ୟାୟ ଯାତ୍ରା କରାଯାଉଛି। ଯାହାକୁ ନେଇ ଏବେ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି କଂଗ୍ରେସ…

କୁନୋ ଜାତୀୟ ଉଦ୍ୟାନରୁ ଆସିଲା ଖୁସି ଖବର;…

ଓଏଲ୍‌ ବ୍ୟୁରୋ: ମଧ୍ୟପ୍ରଦେଶ କୁନୋ ଜାତୀୟ ଉଦ୍ୟାନରେ ତିନି ଶାବକଙ୍କୁ ଜନ୍ମ ଦେଇଛି ନାମିବିଆରୁ ଆସିଥିବା ଚିତା ଜ୍ୱାଲା। ଏନେଇ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଭୁପେନ୍ଦ୍ର ଯାଦବ। ଏହା ସହ ଏକ ଭିଡିଓ ମଧ୍ୟ ପୋଷ୍ଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ। ଏଥିରେ ଚିତା ଶାବକ ମା’ ପାଖରେ…

ଆଜି ଜାତୀୟ ଶିଶୁବାଳିକା ଦିବସ; ଜାଣନ୍ତୁ…

ଓଏଲ୍‌ ବ୍ୟୁରୋ: ଆଜି ବି କଣ ଅବହେଳିତ ଶିଶୁକନ୍ୟା! ଆଜି ବି ଏ ଦୁନିଆଁ କଣ କନ୍ୟାକୁ ବୋଝ ବୋଲି ଭାବୁଛି। ସରକାରଙ୍କ ଯୋଜନା ପରେ ବି କାହିଁକି ଶିଶୁକନ୍ୟା ଜନ୍ମ ହେଲେ ବାପା ମା’ଙ୍କ ମନରେ ଦୁଃଖ ଆସିଯାଉଛି। ଏଭଳି ଅନେକ ଘଟଣା ସାମ୍ନାକୁ ଆସୁଛି ଯାହା ବାରମ୍ଵାର ଶିଶୁକନ୍ୟାର ଜନ୍ମକୁ ଅବହେଳିତ ବୋଲି ଦର୍ଶାଇ…