Odisha Link
Bridging the Missing Links in Odisha
Daily Archives

February 6, 2024

ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା:…

ଓଏଲ୍‌ ବ୍ୟୁରୋ: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ 'ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା' ରେ ଆଉ ୩୦ ହାଜର କଳାକାରଙ୍କୁ ସାମିଲ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହା ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଏକ ପ୍ରମୁଖ ଯୋଜନା। ୫-ଟି ଅଧ୍ୟକ୍ଷଙ୍କ ଜିଲ୍ଲା ଗସ୍ତ ସମୟରେ ଏହି ଯୋଜନାରେ ଅଧିକ…

୧୩ ସହରର ତାପମାତ୍ରା ୩୩ ଡିଗ୍ରୀ ପାର;…

ଓଏଲ୍‌ ବ୍ୟୁରୋ: ଫେବୃଆରୀ ମାସ ଆରମ୍ଭରୁ ଖରାଦିନର ତାତି ଅନୁଭୂତ। ମାଘରରେ ଗ୍ରୀଷ୍ମର ଝଳକ। କମିଲାଣି ଶୀତ ବଢ଼ିଲାଣି ତାତି। ଯାହା ଖରାଦିନ ଆରମ୍ଭର ସୂଚନା ଦେଇ ସାରିଲାଣି। ଆଜି ରାଜ୍ୟର ଅନେକ ସ୍ଥାନରେ ଦିନ ବେଳେ ତାତି ଅନୁଭୂତ ହୋଇଛି। ପକ୍ଷରୁ ଦିଆଯାଇଥିବା ତଥ୍ୟ ଅନୁଯାୟୀ ଆଜି ରାଜ୍ୟର ୧୩ଟି ସହରର…

ଶରଦ ପାଓ୍ବାରଙ୍କ ହାତରୁ ଗଲା ଏନସିପି;…

ଓଏଲ୍‌ ବ୍ୟୁରୋ: ଏନ୍‌ସିପି କାହାର ? ଶରଦ ପାଓ୍ବାରଙ୍କର ନା ଅଜିତ ପାଓ୍ବାରଙ୍କର। ଏନେଇ ଆଜି ନିର୍ବାଚନ ଆୟୋଗ ଶୁଣାଇଛନ୍ତି ନିଷ୍ପତ୍ତି। ଦାଦା ପୁତୁରା କଳିରେ ପୁତୁରାର ବିଜୟ ହୋଇଛି। ନିର୍ବାଚନ ଆୟୋଗ କହିଛନ୍ତି ଯେ ଅଜିତ ପାଓ୍ବାର ଗୋଷ୍ଠୀ ଏନିସିପି ହିଁ ଅସଲ ଏନସିପି। ନିର୍ବାଚନ ଆୟୋଗ କହିଛନ୍ତି,…

କାଲିଠୁ ପ୍ରେମ ସପ୍ତାହ

ଓଏଲ୍‌ ବ୍ୟୁରୋ: ବର୍ଷକ ପରେ ଖାସ୍‌ ପ୍ରେମୀଯୁଗଳଙ୍କ ପାଇଁ ଆସିଛି ପ୍ରେମ ସପ୍ତାହ। ବର୍ଷକର ଅପେକ୍ଷା ପରେ ଆସିଛି ପ୍ରେମୀ ଯୁଗଳଙ୍କ ପାଇଁ ବିଶେଷ ଦିନ ଭାଲେଣ୍ଟାଇନ୍ସ ଡେ’। ଚଳିତବର୍ଷର ପ୍ରେମ ସପ୍ତାହ ଆସନ୍ତକାଲି ଅର୍ଥାତ୍‌ ବୁଧବାରଠୁ ଆରମ୍ଭ ହେଉଛି। ଏ ନେଇ ଯୁବପିଢ଼ିଙ୍କ ମଧ୍ୟରେ ବେଶ୍‌ ଉତ୍ସାହ…

ଏଣିକି ପରୀକ୍ଷା ପୂର୍ବରୁ ପ୍ରଶ୍ନପତ୍ର…

ଓଏଲ୍‌ ବ୍ୟୁରୋ: ଲୋକସଭାରେ ପାସ ହେଲା ପ୍ରଶ୍ନପତ୍ର ଲିକ୍‌ ରୋକିବାକୁ ସରକାର ଆଣିଥିବା ବିଲ୍। Public Examinations (Prevention of Unfair Means) ବିଲ୍‌ ଆଜି ଲୋକସଭାରେ ପାରିତ ହେବା ପରେ ଆସନ୍ତାକାଲି ରାଜ୍ୟସଭାରେ ଉପସ୍ଥାପନ ହେବ। ରାଜ୍ୟସଭାରେ ଏହା ପାରିତ ହୋଇଗଲେ ରାଷ୍ଟ୍ରପତି ଦୌପଦୀ…

ସୁନ୍ଦରଗଡ଼ରେ ବାଜିବ ନିର୍ବାଚନୀ ବିଗୁଲ;…

ଓଏଲ୍‌ ବ୍ୟୁରୋ: କଂଗ୍ରେସର ଭାରତ ଯୋଡ଼ ନ୍ୟାୟ ଯାତ୍ରା ଜାରି ରହିଛି। ଏହି ଅବସରରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ ନ୍ୟାୟ ଯାତ୍ରା ଓଡିଶାରେ ପହଂଚିଛି। ସୁନ୍ଦରଗଡ ଜିଲ୍ଲା ବୀରମିତ୍ରପୁରରେ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ ନ୍ୟାୟଯାତ୍ରା ପହଂଚିବା ପରେ ଦଳୀୟ କର୍ମୀମାନେ ରାହୁଲ ଗାନ୍ଧୀଙ୍କୁ…

ରାଜ୍ୟସଭାରେ ବିଜେଡି ସାଂସଦଙ୍କ ଦାବି:…

ଓଏଲ୍‌ ବ୍ୟୁରୋ: ନିର୍ବାଚନ ପୂର୍ବରୁ ଜାତୀୟ ବଜେଟ ଉପସ୍ଥାପନା କରାଯାଇଛି। ଏହା ପରେ ରାଜ୍ୟସଭା ଓ ଲୋକସଭାରେ ବିଭିନ୍ନ ଦାବି ଜାରି ରହିଛି। ଏହାରି ଭିତରେ ବିଜେଡି ସାଂସଦ ସସ୍ମିତ ପାତ୍ର ଦୃଢ଼ ଦାବି ରଖିଛନ୍ତି। ସେ କହିଛନ୍ତି, ସମ୍ବିଧାନର ମୁଖବନ୍ଧରେ ‘ଅହିଂସା’ ଶବ୍ଦ ସ୍ଥାନ ପାଉ। ସମାନ ଦାବି ବାରମ୍ବାର…

ବିଗତ ୧୦ ବର୍ଷରେ ପାଖାପାଖି ୩ ଗୁଣାରୁ…

ଓଏଲ୍‌ ବ୍ୟୁରୋ: ଆଜି ବିଧାନସଭା ବଜେଟ ଅଧିବେଶନର ଦ୍ୱିତୀୟ ଦିନ। ଏହି ଅବସରରେ ଗୃହରେ ଅବକାରୀ ମନ୍ତ୍ରୀଙ୍କ ଉତ୍ତରରୁ ଅବକାରୀ ରାଜସ୍ୱ ସମ୍ପର୍କରେ ସୂଚନା ମିଳିଛି। ଗତ ୧୦ ବର୍ଷ ହେବ କ୍ରମାଗତ ବଢ଼ି ଚାଲିଛି ଅବକାରୀ ରାଜସ୍ୱ। ୨୦୨୨-୨୩ ଆର୍ଥିକ ବର୍ଷରେ ମିଳିଛି ୬ ହଜାର ୪୫୫ କୋଟି ରାଜସ୍ୱ। ୨୦୨୩-୨୪ରେ…

ବେଆଇନ ବାଲି ଖାଦାନ ମାମଲା: ସର୍ତ୍ତମୂଳକ…

ଓଏଲ୍‌ ବ୍ୟୁରୋ: ହାଇକୋର୍ଟରେ ବେଆଇନ୍ ବାଲି ଖାଦାନ ମାମଲା ସାମ୍ନାକୁ ଆସିଥିଲା। ବାଲି ଉଠାଣ ଓ ପରିବହନ ଉପରେ ହାଇକୋର୍ଟ ଅଙ୍କୁଶ ବଳବତ୍ତର ରଖିଛନ୍ତି। ସକାଳ ୭ରୁ ରାତି ୯ ଯାଏଁ ବାଲି ପରିବହନ ଉପରେ ସଂପୂର୍ଣ୍ଣ କଟକଣା ଜାରି କରାଯାଇଛି। ଅତ୍ୟାବଶ୍ୟକ ସ୍ଥଳେ ବାଲିଉଠାଣ ପାଇଁ ସର୍ତ୍ତମୂଳକ ଅନୁମତି…

ବହୁଚର୍ଚ୍ଚିତ ପରୀ ହତ୍ୟା ମାମଲା: ବଡ଼ ରାୟ…

ଓଏଲ୍‌ ବ୍ୟୁରୋ: ବହୁଚର୍ଚ୍ଚିତ ନୟାଗଡ଼ ଜିଲ୍ଲା ପରୀ ହତ୍ୟା ମାମଲାକୁ ନେଇ ଆଜି ଚୂଡ଼ାନ୍ତ ରାୟ ଆସିଛି। ନୟାଗଡ଼ ଏଡିଜେ କୋର୍ଟ ରାୟ ପ୍ରକାଶ କରିଛନ୍ତି। ଘଟଣାରେ ୩୧ଜଣଙ୍କ ବୟାନ ଗ୍ରହଣ କରାଯାଇଥିବାବେଳେ ଦୋଷୀକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡାଦେଶରେ ଦଣ୍ଡିତ କରାଯାଇଛି। ତେବେ ରାଜ୍ୟରେ ଚହଳ ସୃଷ୍ଟି…