Odisha Link
Bridging the Missing Links in Odisha

ରାଜ୍ୟରେ କମୁଛି ଶୀତ, କଲବଲ କରୁଛି ଘନକୁହୁଡ଼ି

ଓଏଲ୍ ବ୍ୟୁରୋ: ରାଜ୍ୟରେ କମୁଛି ଶୀତ। ହେଲେ କଲବଲ କରୁଛି ଘନକୁହୁଡ଼ି। କିଛି ଅଂଚଳରେ ସକାଳୁ ସକାଳୁ ଘରୁ ବାହାରିବା ହୋଇପଡ଼ୁଚି ମୁସ୍କିଲ। ଟ୍ୱିନ୍ ସିଟି ଭୁବନେଶ୍ୱର ଓ କଟକରେ ଘନକୁହୁଡ଼ି ଯୋଗୁଁ ଜନଜୀବନ ବାଧାପ୍ରାପ୍ତ ହୋଇଛି। ପ୍ରବଳ କୁହୁଡ଼ି ଯୋଗୁଁ ଯାତାୟାତରେ ବାଧା ସୃଷ୍ଟି ହେଉଛି। କଟକ, ଭୁବନେଶ୍ବର, ପୁରୀରେ କୁହୁଡି ପାଇଁ ରାସ୍ତାଘାଟ ଦୃଶ୍ୟମାନ ହେଉନି।

Leave A Reply

Your email address will not be published.