Odisha Link
Bridging the Missing Links in Odisha

ପୁଣି ମାଓବାଦୀଙ୍କ ବର୍ବରକାଣ୍ଡ: ଚାଲିଗଲା ୨ ଜଣଙ୍କ ଜୀବନ

ଓଏଲ୍ ବ୍ୟୁରୋ: ମାଲକାନଗିରି ସୀମାନ୍ତ ସୁକମାରେ ମାଓ ବର୍ବରତା ଖବର ସାମ୍ନାକୁ ଆସିଛି। ୨ ଆଦିବାସୀଙ୍କୁ ମାଓବାଦୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ପୁଲିସ ଇନଫର୍ମର ସନ୍ଦେହରେ ହତ୍ୟା କରାଯାଇଛି। ୨ ମୃତକ ସୋଡ଼ି ହୁଙ୍ଗା ଓ ମାଡ଼ବି ନନ୍ଦା ବୋଲି ଜଣା ପଡିଛି। ହତ୍ୟା ପରେ କମ୍ବିଂ ଅପରେସନ ଜୋରଦାର କରାଯାଉଛି।

Leave A Reply

Your email address will not be published.