Odisha Link
Bridging the Missing Links in Odisha

ପୁଲିସ-ମାଓବାଦୀ ଗୁଳି ବିନିମୟ; କମ୍ବିଂ ଅପରେସନ ଜାରି

ଓଏଲ୍ ବ୍ୟୁରୋ: ପୁଲିସ-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ବରଗଡ଼ ପାଇକମାଳ ଜଙ୍ଗଲରେ ପୁଲିସ-ମାଓବାଦୀ ମୁହାଁମୁହିଁ ହୋଇଥିବାବେଳେ କମ୍ବିଂ ଅପରେସନ ଜାରି ରହିଛି। ଏନେଇ ସୂଚନା ଜାରି କରାଯାଇଛି।

Leave A Reply

Your email address will not be published.